Latest Odisha News

BREAKING NEWS

Browsing Category

ଫିଚର

 ସଂସଦରେ ରମେଶ ବିଧୁରୀଙ୍କ ଅଶାଳୀନ ବକ୍ତବ୍ୟକୁ ନେଇ ବିବାଦ: କ୍ଷମା ମାଗିଲେ ରାଜନାଥ, ସଦସ୍ୟତା ରଦ୍ଦ ପାଇଁ ଉଠିଲା ଦାବି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ରମେଶ ବିଧୁରୀ ସଂସଦରେ ଆପତ୍ତିଜନକ ଭାଷା କହିଥିବା ନେଇ ବିବାଦ ଜୋର ଧରିଛି । ବିଧୁରୀ ସାଂସଦରେ ଚନ୍ଦ୍ରଯାନ-୩ ଉପରେ ଚାଲିଥିବା ଚର୍ଚ୍ଚା ସମୟରେ ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ…

ଆଜି ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ୨୫ ସେପ୍ଟେମ୍ବରରେ ଫେରିଯିବ ମୌସୁମୀ !

ଭୁବନେଶ୍ୱର: ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି। ଏନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ। ଆଇଏମଡି ଅନୁଯାୟୀ, ଶୁକ୍ରବାର ଏବଂ ଶନିବାର ସକାଳ ୮.୩୦ ପର୍ଯ୍ୟନ୍ତ ଝାରସୁଗୁ଼ଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ…

ପାକିସ୍ତାନକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ। ଆସାମରୁ ମହମ୍ମଦ ଇକବାଲ ହୁସେନଙ୍କୁ ଗିରଫ କଲା ଏସଟିଏଫ୍ (STF)। କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡରେ ଆଣିଲା ଏସଟିଏଫ। ଓଟିପି ବିକ୍ରି କରି ମାସକୁ ୫୦ରୁ ୬୦ ହଜାର ରୋଜଗାର କରୁଥିଲା ଅଭିଯୁକ୍ତି।…

ବିବାହ ପାଇଁ ଉଦୟପୁରରେ ବଲିଉଡ୍ ଅଭିନେତ୍ରୀ ପରିଣୀତି-ରାଘବ: ଏୟାରପୋର୍ଟରେ ଦୁହିଁଙ୍କୁ ଗ୍ରାଣ୍ଡ ଓ୍ବେଲକମ୍

ମୁମ୍ବାଇ: ଆଉ ଦୁଇ ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ  ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ଆଜି ଉଭୟ ଉଦୟପୁରରେ ନିଜ ପରିବାର ସହିତ ପହଞ୍ଚିଛନ୍ତି  । ଉଭୟଙ୍କ ଫଟୋ…

ମହିଳା ସଂରକ୍ଷଣ ବିଲ ଲାଗୁ କରିବାର ଅଛି ତ ଏବେ କରନ୍ତୁ, କାହିଁକି ଧ୍ୟାନ ହଟାଉଛନ୍ତି ମୋଦୀ ସରକାର: ରାହୁଲ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ସରକାର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ସରକାରଙ୍କୁ ଏହି ବିଲ୍ କାର୍ଯ୍ୟକାରୀ କରିବାକୁ ପଡିବ ତେବେ ତାହା ବର୍ତ୍ତମାନ କରିବା…

ମଝି ନଈରେ ଲାଗିଲା ବିଦ୍ୟୁତ ଝଟକା: ପାଣିକୁ ଖସିପଡି ନିଖୋଜ ପୁଅ

ପୁରୀ: ମଝି ନଈରେ ଲାଗିଲା ବିଦ୍ୟୁତ ଝଟକା । ପାଣିକୁ ଖସିପଡିଲା ପୁଅ । ଏବେ ପାଣି ଭିତରୁ ବାପା ଖୋଜୁଛ ପୁଅକୁ । ନଈର ଏମୁଣ୍ଡରୁ ସେ ମୁଣ୍ଡ ଘାଣ୍ଟି ପକାଉଛି । ଆଖିରୁ ଲୁହକୁ ଗାମୁଛାରେ ପୋଛି ପକାଉଛି ଆଉ  ପାଣିକୁ ଅଣ୍ଡାଳୁଛି । କାଳେ କେଉଁଠି ରହି ଯାଇଥିବ ପୁଅ । ଏମିତି ଦୃଶ୍ୟ ଆଜି…

ଲାଲୁ ଯାଦବଙ୍କୁ ସମନ, ଅକ୍ଟୋବର ୪ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ପାଟନା: ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ରେଳ ଅଧିକାରୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ସମନ ଜାରି କରିଛନ୍ତି। ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବାବେଳେ ରେଳ ନିଯୁକ୍ତିରେ ଦୁର୍ନୀତି କରିବା ଅଭିଯୋଗରେ…

ସରଳା ଦେବୀଙ୍କଠାରୁ ପ୍ରମିଳା ମଲ୍ଲିକ: ୮୪ ବର୍ଷ ପରେ ବିଧାନସଭାକୁ ମିଳିଲା ଦ୍ୱିତୀୟ ବାଚସ୍ପତି

ଭୁବନେଶ୍ୱର: ୨୦୨୩, ସେପ୍ଟେମ୍ବର ୨୨ ତାରିଖ । ଓଡ଼ିଶା ଇତିହାସରେ ଏକ ବିଶେଷ ଦିନ  । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବିଧାନସଭାରେ ଜଣେ ମହିଳା କରିବେ ଅଧ୍ୟକ୍ଷତା । ଆଜି ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରମିଳା ମଲ୍ଲିକ । ଯେହେତୁ ଆଉ କେହି ନାମାଙ୍କନ ପତ୍ର ଦାଖଲ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍: ଆବାସ ଯୋଜନାରେ ଘର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ

ଅନୁଗୁଳ : ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ  ଭିଜିଲାନ୍ସ ହାତରେ ଧରା ପଡିଛନ୍ତି  । ଘର କରେଇଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ…

ଭିନ୍ନଭିନ୍ନ ୩ଟି ସ୍ଥାନରେ ଦୁର୍ଘଟଣା; ଚାଲିଗଲା ୬ ଜୀବନ

ନବରଙ୍ଗପୁର/ଦେବଗଡ/ଭବାନୀପାଟଣା: ଥମୁନି ସଡ଼କ ଦୁର୍ଘଟଣା । ଗୋଟିଏ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ନବରଙ୍ଗପୁରର ଦୁଇଜଣ , କଳାହାଣ୍ଡିର ଦୁଇଜଣ  ଏବଂ ଦେବଗଡର ଦୁଇଜଣ ବ୍ୟକ୍ତି  ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ନବରଙ୍ଗପୁରରେ…