Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରେ ଅଘଟଣ, ପୋଖରୀରେ ବୁଡି ୨ ଛାତ୍ର ମୃତ

ଭୁବନେଶ୍ୱର: ପୋଖରୀପୁଟରେ ଅଘଟଣ। ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ର। ପୋଖରୀରେ ଗାଧୋଉଥିବା ବେଳେ ସେଥିରୁ ଦୁଇ ଜଣ ବୁଡିଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ…

ଏସିଆନ ଗେମ୍ସ: ୧୩ ବର୍ଷ ପରେ ଫୁଟବଲ ପ୍ରି କ୍ୱାର୍ଟରରେ ପ୍ରବେଶ କଲା ଭାରତ

ହାଙ୍ଗଝୋଉ: ଭାରତୀୟ ଫୁଟବଲ ଟିମ ୧୩ ବର୍ଷ ପରେ ଏସିଆନ ଗେମ୍ସର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଚମତ୍କାର ପ୍ରଦର୍ଶନ କରି ମ୍ୟାନମାର ସହ ମ୍ୟାଚ ୧-୧ରେ ଡ୍ର ରଖିଥିଲା । ୨୩ତମ ଦଳର ଷ୍ଟାର ଖେଳାଳି ସୁନୀଲ ଛେତ୍ରୀ ଭାରତ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ ।…

ଇନ୍ଦୋରରେ ଆୟୋଜନ ହେବ ‘ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ୍ ୨୦୨୩’

ନୂଆଦିଲ୍ଲୀ: ଇଣ୍ଡିଆ ସ୍ମାର୍ଟ ସିଟିଜ୍ ପୁରସ୍କାର ପ୍ରତିଯୋଗିତା (ଆଇଏସଏସି) ୨୦୨୨ ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ରୀୟ ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର ୨୬-୨୭ ସେପ୍ଟେମ୍ବର ୨୦୨୩ ରେ ବ୍ରିଲିଆଣ୍ଟ କନଭେନ୍ସନ ସେଣ୍ଟର, ଇନ୍ଦୋର…

ନାଗସାପ ଗିଳିଲା ୧୨ ଫୁଟର ଅହିରାଜ

ମୟୂରଭଞ୍ଜ: ଜଣେ ବ୍ୟକ୍ତିଙ୍କ ଘରୁ ୧୨ ଫୁଟର ବିଶାଳ ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ। ଉଦଳା ବନାଞ୍ଚଳ ଅଧିନ ବଡଖମଣ ଗ୍ରାମର ହମବିର ମୁର୍ମୁଙ୍କ ଘର ଭିତରେ ଏକ ଅହିରାଜ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଅହିରାଜ ସାପଟି ଘର ଭିତରେ ଚାଳ ନିକଟରେ ଏକ…

ଗଦର ୨ ପରେ ସନୀଙ୍କ ସହ ଫିଲ୍ମ କରିବା ପାଇଁ ନାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲ ଏବେ ପରିବାର ସହ ଆମେରିକାରେ ଛୁଟି କାଟୁଛନ୍ତି । ରିପୋର୍ଟ ମୁତାବକ ସନୀଙ୍କ ସହ କାମ କରିବା ପାଇଁ ନାମୀ ଦାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ ଲାଗିଛି । ୬୫ ବର୍ଷ ବୟସରେ ସନୀ ବଲିଉଡ ଇତିହାସର ତୃତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ଭେଟି ଦେଇଛନ୍ତି ।…

ଓଡ଼ିଶାରେ ‘ଟୁରିଷ୍ଟ ଗାଇଡ଼ କ୍ଲବ’ର ଗଠନ

ଭୁବନେଶ୍ୱର: ସେପ୍ଟେମ୍ବର ୨୪ ରବିବାର ଭୁବନେଶ୍ୱର ଖଣ୍ଡଗିରିଠାରେ ଓଡ଼ିଶାର କୋଣ ଅନୁକୋଣରେ କାର୍ଯ୍ୟରତ ଥିବା ଜାତୀୟସ୍ତରୀୟ ଟୁରିଷ୍ଟ ଗାଇଡ଼, ରିଜିଅନାଲ୍ ସ୍ତରୀୟ, ରାଜ୍ୟ ସ୍ତରୀୟ, ଇକୋ ଟୁରିଷ୍ଟ ଗାଇଡ଼, କୋଣାର୍କ, ନନ୍ଦନକାନନ, ଶିମିଳିପାଳ, ଦେବ୍ରିଗଡ଼ର ଟୁରିଷ୍ଟ ଗାଇଡ଼ମାନେ ସଂଗଠିତ ହୋଇ…

ଆୟାର, ଗିଲଙ୍କ ବିସ୍ଫୋରକ ଶତକ : ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବ ବୃହତ ଦିିନିକିଆ ସ୍କୋର କଲା ଟିମ ଇଣ୍ଡିଆ

ଇନ୍ଦୋର: ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଶ୍ରେୟାଶ ଆୟାର ଓ ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪୦୦ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ସର୍ବ ବୃହତ ଦିନିକିଆ ସ୍କୋର । ଏହା ପୂର୍ବରୁ ବାଙ୍ଗାଲୋରରେ ଭାରତ ୧୦ ବର୍ଷ ତଳେ ୩୮୩/୬ ରନ…

ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଏସିଆନ ଗେମ୍ସରେ ସୁଯୋଗ ପାଇଲେନି ଓଡିଶା ସାଇକ୍ଲିଷ୍ଟ ସ୍ୱସ୍ତି ସିଂ , ଦୋ ଛକିରେ କ୍ୟାରିୟର

ଭୁବନେଶ୍ୱର: କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଓଡିଶାର ଉଦୀୟମାନ ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ହାଙ୍ଗଝୋଉ ଏସିଆନ ଗେମ୍ସରେ ଖେଳିବା ପାଇଁ ସୁଯୋଗ ପାଇ ନାହାନ୍ତି । ଯାହାକୁ ନେଇ ସେ ଭାଙ୍ଗି ପଡିଛନ୍ତି । ଏପରିକି ସେ ତାଙ୍କ ପ୍ରିୟ ଇଭେଂଟ ଛାଡି ଦେବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି ।…

ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ: ଲିଖିତ ପ୍ରତିଶୃତି ନଦେଲେ ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ କରିବ ଜଗନ୍ନାଥ ସେନା

ପୁରୀ: ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିର ଚାରିଦୁଆର ଭକ୍ତଙ୍କ ପାଇଁ ଖୋଲିବା ଓ ରତ୍ନଭଣ୍ଡାର ସୁରକ୍ଷା ନେଇ ଓଡିଶା ବନ୍ଦ ପ୍ରସଙ୍ଗ। ଜଗନ୍ନାଥ ସେନା ସହ ଆଲୋଚନା କଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଆଲୋଚନା ବିଫଳ ହୋଇଥିବା ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦେଲେ ସୂଚନା।…

ବିଧାନସଭା ଘେରାଉ କରିବେ ଓଡ଼ିଶା ଜୀବିକା ମିଶନର ଗୋଷ୍ଠୀ ସହାୟିକା

ପୁରୀ: ବିଧାନସଭା ଘେରାଉ କରିବେ ଓଡି଼ଶା ଜୀବିକା ମିଶନର ଗୋଷ୍ଠୀ ସହାୟିକା। ବିଭିନ୍ନ ଦାବି ନେଇ ଆସନ୍ତାକାଲିଠାରୁ ଓଡିଶା ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଗୋଷ୍ଠୀ ସହାୟିକା ବିଧାନସଭା ଘେରାଉ କରିବେ। ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମଜୁରୀ, ଅତିରିକ୍ତ କାମ ପାଇଁ ବୋନସ, ବ୍ୟାଙ୍କ…