Latest Odisha News

BREAKING NEWS

Browsing Category

ଫିଚର

ଅପରାହ୍ନ ସୁଦ୍ଧା ଏହି ସବୁ ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର:ଇଣ୍ଡିଆ ମେଟେରୋଲଜି ଡିପାର୍ଟମେଣ୍ଟ (ଆଇଏମଡି) ଟୁଇନ ସିଟି କଟକ-ଭୁବନେଶ୍ୱର ସମେତ ରାଜ୍ୟର ୧୫ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି । ମଙ୍ଗଳବାର ୬ଟା ୧୫ ସୁଦ୍ଧା ଏହ ସବୁ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏହି ଅଞ୍ଚଳ  ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି…

ଚାଷୀଙ୍କ ସହ ମିଶି ତଳି ରୋଇଲେ, ଅମୃତ କଳସରେ ମାଟି ସଂଗ୍ରହ କଲେ ସମ୍ବିତ ପାତ୍ର

ପୁରୀ: ଅଣ୍ଟାରେ ଗାମୁଛା ବାନ୍ଧି ଆଣ୍ଠୁଏ କାଦୁଅରେ ମନ ଖୁସି କରି ତଳି ରୋଉଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ଆଜି ସେ ଖୋଦ ଚାଷୀଙ୍କ ସହ ମିଶି ଚଷାପୁଅ ସାଜିଛନ୍ତି। 'ମାଟି, ଜମି, କିସାନ-ମୋ ମାଟି ମୋ ଦେଶ ଅଭିଯାନ' ଏଭଳି ସ୍ଲୋଗାନ ଦେଇ ଧାନବିଲରେ ମନ ଖୁସି କରି…

ଦେଶର ଇଂରାଜୀ ନାଁ ଉଠେଇ ଦେବେ କି ମୋଦି ସରକାର ? ମେଣ୍ଟକୁ ଘାରିଲା ଚିନ୍ତା

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପରେ ପରେ ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ବିଶେଷ ଅଧିବେଶନରେ କ’ଣ ହେବ ତାକୁ ନେଇ ଚାଲିଛି ଅଟକଳ ।  ମଙ୍ଗଳବାର ଏକ ନୂଆ ପ୍ରସଙ୍ଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଅନୁମାନ କରାଯାଉଛି, ସଂସଦର ବିଶେଷ ଅଧିବେଶନରେ…

ପୋଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ମାଓବାଦୀ ଓ ପୋଲିସ ମଧ୍ୟରେ ବଡ ଧରଣର ଗୁଳିବିନିମୟ ହୋଇଛି । ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି…

ସାତକୋଶିଆ ଅଭୟାରଣ୍ୟରୁ ୨ ହାତୀର ମୃତଦେହ ଉଦ୍ଧାର

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ୨ଟି ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ହାତୀ ଦୁଇଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏହା ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ସୂଚନା…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ  ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ  ଉପକୂଳରେ  ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏ ନେଇ ମଙ୍ଗଳବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଏହାର ପ୍ରଭାବରେ ଓଡ଼ିଶା ହାଲୁକାର ମଧ୍ୟମ ଧରଣର ବର୍ଷା…

ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଚୀନ-ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନାର ଯୁଦ୍ଧାଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଉତ୍ତର ଏବଂ ପଶ୍ଚିମ ସେକ୍ଟରରେ ଚୀନ୍-ପାକିସ୍ତାନ ସାମ୍ନାରେ ଏକ ପ୍ରମୁଖ ଯୁଦ୍ଧାଭ୍ୟାସ 'ତ୍ରିଶୁଳ' ଆରମ୍ଭ କରିଛି।  ଯେଉଁଥିରେ ଯୁଦ୍ଧ ବିମାନ ଏବଂ ଭୂପୃଷ୍ଠରୁ ଆକାଶମାର୍ଗକୁ ଅସ୍ତ୍ରଶସ୍ତ୍ର ନିୟୋଜିତ କରିବା ଭଳି ପ୍ରଣାଳୀ ଅଭ୍ୟାସ କରାଯାଇଛି। ଭାରତୀୟ ସେନା…

ବିଏସଏଫ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟତ୍ୱ ନେଲେ ଓଡ଼ିଶା କ୍ୟାଡର ଆଇପିଏସ ଯୋଗେଶ ବାହାଦୂର ଖୁରାନିଆ

ଭୁବନେଶ୍ୱର: ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହେଲେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଚଣ୍ଡିଗଡର ସ୍ପେଶାଲ ଡାଇରେକ୍ଟର ଜେନେରାଲ  । ବିଏସଏଫ ୱେଷ୍ଟର୍ଣ୍ଣ ସେକ୍ଟରର ପରିଚାଳନା, ପ୍ରଶାସନିକ ତଥା ବିଏସଏଫରେ ମାନବ ସମ୍ବଳ ନିଯୁକ୍ତି ଦାୟିତ୍ୱ…

ଶପଥ ନେଲେ ହାଇକୋର୍ଟର ୨ ବିଚାରପତି

 କଟକ:ଶପଥ ନେଲେ ହାଇକୋର୍ଟର ଦୁଇ ବିଚାରପତି । ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ମଙ୍ଗଳବାର ଦୁଇ ବିଚାରପତି ଶିବଶଙ୍କର ମିଶ୍ର ଏବଂ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଶପଥପାଠ କରାଇଛନ୍ତି । ହାଇକୋର୍ଟ ଜଜ ସଂଖ୍ୟା ୩୩ ଥିବାବେଳେ ଦୁଇ ନୂଆ ବିଚାରପତିଙ୍କ ଶପଥ ପାଠ ପରେ ଏବେ ଓଡ଼ିଶା…

ସୁସ୍ମିତାଙ୍କ ପରେ ଉଜ୍ଜ୍ୱଲାଙ୍କ ପ୍ରେମରେ ଲଳିତ ମୋଦୀ

ମୁମ୍ବାଇ: ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦୀ ପୁନର୍ବାର ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୫୯ ବର୍ଷୀୟ ମୋଦୀ ସୁସ୍ମିତା ସେନଙ୍କ ପରେ ଲୋକପ୍ରିୟ ସୁପର ମଡେଲ ଉଜ୍ଜ୍ୱଲା ରାଉତ ଓ ତାଙ୍କୁ ଏକତ୍ର ଦେଖିବାକୁ ମିଳୁଛି । ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ସଲିସିଟର ଜେନେରାଲ ହରିଶ…