Latest Odisha News

BREAKING NEWS

Browsing Category

ଫିଚର

ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩: ପ୍ରଥମ ଦିନରେ ଦେଶରେ ୧୦ ଲକ୍ଷ କାର୍ଯ୍ୟକ୍ରମ ଆୟୋଜିତ

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଚଳିତ ମାସରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରୁଛି। ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ର ପ୍ରଥମ ଦିନରେ ସମଗ୍ର ଦେଶରେ ପାଖାପାଖି ୧୦ ଲକ୍ଷ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା, ଯେଉଁଥିରେ 'ମିଶନ ଲାଇଫ ମାଧ୍ୟମରେ ପୋଷଣରେ ଉନ୍ନତି ଏବଂ…

ଆମେରିକାରେ ଏକ ଲକ୍ଷରୁ ଅଧିକ ଭାରତୀୟ ପୁଅ-ଝିଅ ବାପା-ମାଙ୍କଠୁ ଅଲଗା ହେବେ!

ନୂଆଦିଲ୍ଲୀ: ଆମେରିକାର ଏକ ଲକ୍ଷ ଭାରତୀୟ ପିଲାଙ୍କୁ ସେମାନଙ୍କ ପିତାମାତାଙ୍କଠାରୁ ଅଲଗା ହେବାକୁ ପଡିପାରେ। ଏହାର କାରଣ ହେଉଛି ଗ୍ରୀନ୍ କାର୍ଡ ଦେବା ପ୍ରକ୍ରିୟାରେ ବିଳମ୍ବ। ଗ୍ରୀନ୍ କାର୍ଡ ପ୍ରକ୍ରିୟା ଲମ୍ବା ଏବଂ ଧୀର ଅଟେ। ରୋଜଗାର ଭିତ୍ତିକ ଏହି କାର୍ଡ ପାଇଁ ୧୦.୭ ଲକ୍ଷ ଭାରତୀୟ ଏବେ…

ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର ସେବାକୁ ଆଉ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ…

ଆମେରିକାରେ ହରିଣଙ୍କ ସଂଖ୍ୟା ୩ କୋଟି ଛୁଇଁଲା

ନ୍ୟୁୟର୍କ: ନିକଟରେ କରାଯାଇଥିବା ଏକ ଗଣନା ଅନୁସାରେ ଏବେ ଆମେରିକାରେ ୩ କୋଟିରୁ ଊର୍ଦ୍ଧ୍ୱ ହରିଣ ଅଛନ୍ତି । ଯାହା କି ପଶୁପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ୭୦ରୁ ୮୦ ବର୍ଷ ତଳେ ଆମେରିକାରେ ପ୍ରବଳ ଗଛ କଟାଯିବା ଯୋଗୁ ହରିଣଙ୍କ ସଂଖ୍ୟା କମି ଯାଇଥିଲା । ଏପରିକି ଏହା ଏଠାରେ ବିଲୁପ୍ତ…

ମେଡିକାଲ ସିଟ୍ ବୃଦ୍ଧି, ଲାଇସେନ୍ସ ନବୀକରଣ ପାଇଁ ନକଲି ଚିଠି, ଏନଏମସି କରାଇଲା ସତର୍କ

ନୂଆଦିଲ୍ଲୀ: ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏକ ରାକେଟ୍ ଠାବ କରିବାରେ ସଫଳ ହୋଇଛି। ଏହି ରାକେଟ ମେଡିକାଲ କଲେଜଗୁଡ଼ିକର ସିଟ୍ ବୃଦ୍ଧି କରିବାକୁ ଅନୁମତି ଦେଇନଥିଲେ କିମ୍ବା ଲାଇସେନ୍ସ ନବୀକରଣ କରିବାକୁ ମନା କରିଦେଇଥିଲେ। ଏବେ ଏହି ଠକେଇ ଜଣାପଡ଼ିବା ପରେ ଏନ୍ଏମସି କେବଳ ନିଜ…

ସେପ୍ଟେମ୍ବର ୨୫ରୁ ପିସିସିର ‘ଘରେ ଘରେ କଂଗ୍ରେସ ଅଭିଯାନ’

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କମିଟି ତରଫରୁ କଂଗ୍ରେସ ଭବନ, ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଚଳିତ ମାସ ୨୫…

‘ସନାତନ ଧର୍ମର ଉଚ୍ଛେଦ’ ବୟାନକୁ ଦୋହରାଇବା ସହ କ୍ଷମା ମାଗିବେନି କହିଲେ ଷ୍ଟାଲିନଙ୍କ ପୁଅ

ନୂଆଦିଲ୍ଲୀ: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ରାଜନୈତିକ ବିବାଦ ସୋମବାର ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି। ବିଜେପି ନେତାମାନେ ଇଣ୍ଡିଆ ମେଣ୍ଟ ଉପରେ ଜୋରଦାର ଆକ୍ରମଣ କରିବା ସହ କଂଗ୍ରେସକୁ କ୍ଷମା ମାଗିବାକୁ ଦାବି କରିଛନ୍ତି।…

ପ୍ରେମିକାଙ୍କୁ ଚୁମ୍ବନ ଦେଉ ଦେଉ କାଲା ହୋଇଗଲେ ପ୍ରେମିକ

ବେଜିଂ: ସୋସିଆଲ ମିଡିଆରେ ଏ ଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ପ୍ରେମୀ ଯୁଗଳଙ୍କୁ ଚିନ୍ତାରେ ପକାଇ ଦେଇଛି । ରିପୋର୍ଟ ମୁତାବକ ଝେଜିୟାଙ୍ଗ ଅଂଚଳର ଏକ ପ୍ରେମିକ ତାର ପ୍ରେମିକାକୁ ଚୁମ୍ବନ ଦେଇଥିଲା । ଅତ୍ୟଧିକ ଉତେଜନା ପ୍ରବଣ ହୋଇ ସେ ୧୦ମିନିଟ ଧରି ଏହାକୁ ବଜାୟ ରଖିଥିଲେ । ହଠାତ…

ପିଡିଏସ ଚାଉଳ ଅନିୟମିତତାକୁ ନେଇ ଉତ୍ତେଜନା: ବିଡିଓ ଓ ଯୋଗାଣ ନିରୀକ୍ଷକଙ୍କୁ ଘେରିଲେ ମହିଳା

ଭଦ୍ରକ: ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ କରଞ୍ଜିଆରେ ପିଡିଏସ୍ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗରେ ଉତ୍ତେଜନା ପ୍ରକାଶ କରି ଶତାଧିକ ମହିଳା ହିତାଧିକାରୀ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ଓ ଯୋଗାଣ ନିରୀକ୍ଷକଙ୍କୁ ଘେରାଉ କରିଥିଲେ। ଦୁଇ ମାସ ହେବ ପିଡିଏସ୍ ଚାଉଳ କୋଟା ପାଇନଥିବା ଅଭିଯୋଗ…

ଶଙ୍ଖ ଭବନକୁ ସୂର୍ଯ୍ୟ ପାତ୍ରଙ୍କ ମର ଶରୀର ନଯିବା ନେଇ ଭିନ୍ନ ଚର୍ଚ୍ଚା, ଜବାବ ରଖିଲେ ଦଳୀୟ ନେତା

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମରଶରୀରକୁ ରାଜଧାନୀ ଭୁବନେଶ୍ୱରରେ ଥିବା ବିଜେଡିର ମୁଖ୍ୟାଳୟ ନବନିର୍ମିତ 'ଶଙ୍ଖ ଭବନ'କୁ ନିଆନଯିବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ରବିବାର ଦିଗପହଣ୍ଡିରେ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ…