Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ତୁଳନାରେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି କମି ୬.୮୩% ହେଲା

ନୂଆଦିଲ୍ଲୀ: ପନିପରିବା ଦର କମିବା କାରଣରୁ କମିଲା ଖୁଚୁରା ମୁଦ୍ରାସ୍ପୀତି। କିନ୍ତୁ ଏବେ ବି ଏହି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ୬% ଲକ୍ଷ୍ୟଠାରୁ ଅଧିକ ରହିଛି। ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୪% ଥିବା ବେଳେ ଅଗଷ୍ଟ ମାସରେ ଏହା ୬.୮୩%କୁ ହ୍ରାସ ପାଇଛି। ପରିବା ଦର କମିବା…

କେନ୍ଦ୍ରମନ୍ତ୍ରୀ ଭିତରେ ବୈଠକ କରୁଥିଲେ, ବାହାରେ ଅସନ୍ତୁଷ୍ଟ କର୍ମୀ ତାଲା ପକାଇ ଦେଲେ

କୋଲକାତା: ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ମଙ୍ଗଳବାର ବିଜେପି କର୍ମୀମାନେ କେନ୍ଦ୍ରମନ୍ତ୍ରୀ ସୁଭାଷ ସରକାରଙ୍କୁ ନିଜ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଜିଲ୍ଲା ଶାଖା ପରିଚାଳନାରେ ସେ 'ଏକଛତ୍ରବାଦ' ଭଳି ବ୍ୟବହାର କରୁଥିବା ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି। କେନ୍ଦ୍ରଶିକ୍ଷା…

ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଂ ଆଉଟ୍‌ଲେଟ୍‌

ଭୁବନେଶ୍ୱର: ଏଣିକି ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଂ ଆଉଟ୍‌ଲେଟ୍‌। ୬ଟି ପବ୍ଲିକ୍‌ ସେକଫର ବ୍ୟାଙ୍କ ସରକାରଙ୍କ ସହ ଭାଗୀଦାରିରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତ ଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବେ। ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଭାରତୀୟ ରିଜର୍ଭ…

ଦି ଗ୍ରେଟ ଖଲୀ ଚଳାଇଲେ ହାର୍ଲି ଡେଭିଡସନ ବାଇକ, ତାଙ୍କ ପାଇଁ ଏହା ଥିଲା ଖେଳଣା ସଦୃଶ

ନୂଆଦିଲ୍ଲୀ: ପହିଲିୱାନ ତଥା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଦି ଗ୍ରେଟ ଖଲୀଙ୍କୁ କିଏ ବା ନ ଜାଣେ । ନିକଟରେ ସେ ହାର୍ଲେ ଡେଭିଡସନ ହ୍ୟାରିଟେଜ ସଫ୍ଟଟେଲ କ୍ଲାସିକ ମୋଟର ସାଇକେଲ ଚଳାଇବା ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ଖଲୀ ପ୍ରଶଂସକଙ୍କ ପାଇଁ ଏହି ଭିଡିଓ ଶେୟାର କରିଥିଲେ । ଏହା ଏକ ଦାମୀ,…

ପଦରୁ ବାହାରିବା ପରେ ମୁହଁ ଖୋଲିଲେ ସୌମ୍ୟ: କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି ?

ଭୁବନେଶ୍ୱର: ବିଜେଡି ଉପସଭାପତି ପଦରୁ ବାହାରିବା ପରେ ମୁହଁ ଖୋଲିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ । ଏହି ଦସ୍ତଖତ  ଅସଲି  ନା ନକଲି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ । ଆଜି ବିଜୁ…

ଚିଗର କୀଟ ପ୍ରତି ସାବଧାନ, କାମୁଡ଼ିଦେଲେ ବ୍ୟାପୁଛି ସ୍କ୍ରବ ଟାଇଫସ୍

ଭୁବନେଶ୍ୱର: ସାବଧାନ ମାତିଛି ସ୍କ୍ରବ ଟାଇଫସ୍। ଚିଗର ନାମକ କୀଟ କାମୁଡ଼ିଲେ ହେଉଛି ଏକ ପ୍ରକାର ରୋଗ। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବା। ଏଥିସହ ରୋଗୀର ମୃତ୍ୟୁ ଘଟିବାର ମଧ୍ୟ ସମ୍ଭାବନା ରହିଛି। ଚାଷୀ ଏବଂ ବିଲ ବା ଜଙ୍ଗଲରେ ଯାଉଥିବା…

ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂର୍ଣ୍ଣ କଲେ ରୋହିତ

କଲମ୍ବୋ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ଦିନିକିଆରେ ୧୦ ହଜାର ରନ ପୂର୍ଣ୍ଣ କରିଛନ୍ତି । ସେ ଷଷ୍ଠ ଭାରତୀୟ ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେତେ ରୋଗୀ, କେତେ ଖର୍ଚ୍ଚ..ଶ୍ୱେତପତ୍ର ଜାରି କର-ବିଜେପି

ଭୁବନେଶ୍ୱର:ରାସ୍ତାଘାଟରେ ଗର୍ଭବତୀଙ୍କ ସନ୍ତାନ ପ୍ରସବ, ଆାମ୍ବୁଲାନ୍ସ ନ ଥିବାରୁ ରୋଗୀ ଅଟୋ ଓ ଖଟରେ ବୁହାହେବ, ଶବକୁ ଟ୍ରଲି, ସାଇକେଲରେ ଘରକୁ ନେବା ଏସବୁ ନିତିଦିନିଆ ଘଟଣା  ହୋଇପଡିଲାଣି । ହେଲେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଆତ୍ମବିଭୋର ହେଉଛନ୍ତି । ଓଡିଶାରେ…

ଲୁକ୍ ଆଉଟ୍ ସର୍କୁଲାର ପରେ ବଢିଲା ସୌରିନଙ୍କ ଅଡୁଆ: ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ

କଟକ: ଯୌନ କେଳେଙ୍କାରୀ ମାମଲାରେ ଫସିଥିବା ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କର ଦିନ କୁ ଦିନ ଅଡୁଆ ବଢିବାରେ ଲାଗିଛି । ଗତକାଲି ସୌରିନଙ୍କ ବିରିଧରେ ପୋଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ପରେ ଆଜି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।…