Latest Odisha News

BREAKING NEWS

Browsing Category

ଫିଚର

୩୨ ବର୍ଷ ବୟସରେ ୯୬ଟି ସନ୍ତାନର ବାପା ହେଲେ ଯୁବକ

ଭୁବନେଶ୍ୱର: ୯୬ଟି ପିଲାଙ୍କ ବାପାର ବୟସ ମାତ୍ର ୩୨ ବର୍ଷ । ୯୬ ପିଲାଙ୍କର ବାପା ବର୍ତ୍ତମାନ ସୁଧା କେବଳ ୨୫ ଜଣଙ୍କୁ ଭେଟିଛନ୍ତି। ସେ ଯୁବକ ଜଣଙ୍କ ହେଉଛନ୍ତି ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟିର ସାଇକୋଲୋଜି ବିଭାଗର ଛାତ୍ର। ଯୁବକ ଜଣଙ୍କ ଏଭଳି ଏକ ଅବିଶ୍ୱସନୀୟ ଘଟଣାକୁ ସତ ପ୍ରମାଣିତ…

ଖୁବ୍ ଶୀଘ୍ର ଆରମ୍ଭ ହେବ ରାଣୀ ମୂର୍ଖାଜୀ ଅଭିନୀତ ମର୍ଦ୍ଦାନୀ ୩

ମୁମ୍ବାଇ: ୯୦ ଦଶକରୁ ରାଣୀ ମୂର୍ଖାଜୀ ବିଭିନ୍ନ ଭୂମିକା ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରି ଆସୁଛନ୍ତି । ଏବେ ସେ ଖୁବ ଶୀଘ୍ର କ୍ରାଇମ ଥ୍ରୀଲର ମର୍ଦ୍ଦାନୀ ୩ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏବେ ଫିଲ୍ମର କାହାଣୀ ଚୟନ ଉପରେ ୱାଇଆରଏଫ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଏହା…

୨୦୨୨-୨୩ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଏନ୍‌ଏସ୍‌ଏସ୍‌ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ରାଜ୍ୟ ପୁରସ୍କାରଗୁଡ଼ିକ ନିମନ୍ତେ ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ୨୦୨୨-୨୩ ମସିହା ପାଇଁ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଜାତୀୟ ସେବା ଯୋଜନାଗୁଡ଼ିକର ପ୍ରୋଗ୍ରାମ ଅଫିସର ଓ ୟୁନିଟ୍‌ମାନଙ୍କୁ…

ବାପା ହେଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ସୋନମ ଭଟ୍ଟାଚାର୍ଯ୍ୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପାରିବାରିକ ସୂତ୍ର ଓ ମିଡିଆ ରିପୋର୍ଟ୍ସ ଅନୁସାରେ ସୋନମ ଏବେ ବାଙ୍ଗାଲୋରର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସିତ…

ଚନ୍ଦ୍ରରୁ ଆସିଲା ନୂଆ ନୂଆ ତଥ୍ୟ, ଇସ୍ରୋ ଜାରି କଲା ଭିଡିଓ

ବେଙ୍ଗାଲୁରୁ: ଜହ୍ନ ରାଇଜରେ ବୁଲୁଛି କୁନି ପୁଅ। ସତେ ଯେପରି ଜହ୍ନମାମୁଁ ଅଗଣାରେ ଖେଳୁଛି ପୁଅ, ଆଉ ପୁଅକୁ ଶ୍ରଦ୍ଧାରେ ଚାହିଁ ରହିଛି ମାଆ। ଏପରି କିଛି ମଜାଦାର ବାକ୍ୟ ଲେଖି ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛି ଇସ୍ରୋ। ଏହାସହ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି। ଏହାସହ ଚନ୍ଦ୍ରରେ…

ଭାୟକମ ୧୮ ହାତେଇଲା ବିସିସିଆଇ ମିଡିଆ ରାଇଟ୍ସ

ନୂଆଦିଲ୍ଲୀ: ଆଗାମୀ ୫ ବର୍ଷ ପାଇଁ ବିିସିସିଆଇର ମିଡିଆ ରାଇଟ୍ସକୁ ଭାୟାକମ ୧୮ ଗ୍ରୁପ ହାତେଇଛି । ବିସିସିଆଇ ସେକ୍ରଟାରୀ ସଚିବ ଜୟ ଶାହ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୨୦୨୩ରୁ ୨୮ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ସମସ୍ତ ଘରୋଇ ମ୍ୟାଚ ସ୍ପୋର୍ଟ୍ସ ୧୮ ଚ୍ୟାନେଲରେ…

କବାଟ ଭାଙ୍ଗି ନେଇଗଲେ ୧୨ ଭରି ସୁନା, ୨୧ ଭରି ରୁପା

ଅନୁଗୁଳ: ତାଳଚେର ସାଉଥବଲଣ୍ଡାର ଏକ କ୍ୱାଟରରେ ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଛି। କ୍ବାଟରର କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା, ୭୧ ଭରି ସୁନା, ୨୧ ଭରି ରୁପା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ନତଡା ଗାଁର ସୁଦର୍ଶନ ନାୟକ ଏମ୍ ସି ଏଲ୍ ରେ ଚାକିରି କରୁଥିବା ବେଳେ…

ଡ୍ୟାନିୟଲ ମ୍ୟାକଗେହେ ହେବ ପ୍ରଥମ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର କ୍ରିକେଟର

ଲଣ୍ଡନ: କାନାଡାର ଡ୍ୟାନିୟଲ ମ୍ୟାକଗେହେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ଯାଉଛନ୍ତି । ବାଂଲାଦେଶ ବିପକ୍ଷ ଟି୨୦ ବିଶ୍ୱକପ କ୍ୱାଲିଫାୟର୍ସରେ ସେ ଏହି କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ୨୯ ବର୍ଷୀୟା ମ୍ୟାକଗେହେଙ୍କୁ କାନାଡା ମହିଳା ଟିମରେ ଚୟନ…

ଡିସେମ୍ବରରେ ହେବ କି ନିର୍ବାଚନ ? ଚର୍ଚ୍ଚାକୁ ଇନ୍ଧନ ଯୋଗାଇଲା ସଂସଦର ବିଶେଷ ଅଧିବେଶନ

ନୂଆଦିଲ୍ଲୀ: ଆଗୁଆ ହେବ କି ଲୋକସଭା ନିର୍ବାଚନ ! ଯଦି ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହୁଏ  ତେବେ ଡିସେମ୍ବରରେ ହେବ କି   ? ଓଡ଼ିଶାରେ ଏକ ସାଙ୍ଗରେ ହେବ କି ବିଧାନସଭା ଓ ଲୋକ ସଭା ନିର୍ବାଚନ ? ଏମିତି ଚର୍ଚ୍ଚା ଆଜି ପୁଣି ଜୋର ଧରିଛି । ଆଜି ସଂସଦର ବିଶେଷ ଅଧିବେଶନ …

ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି, ଏହା ପରିବାରବାଦ ନୁହେଁ ତ ଆଉ…

ଭୁବନେଶ୍ୱର: ଆଜି ବି ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। କିଛି ଦିନ ତଳେ ସେ ନିଜେ ଏହି କଥା ପ୍ରକାଶ କରିଛନ୍ତି ଯେ ସୁଯୋଗ ମିଳିଲେ ହିଁ ଚିନ୍ତା କରିବେ। ତେଣୁ ଏହା ପରିବାରବାଦ ନୁହେଁ ତ ଆଉ କ’ଣ ବୋଲି ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ…