Latest Odisha News

BREAKING NEWS

Browsing Category

ଫିଚର

ଡିଆଇଜି ବ୍ରିଜେଶଙ୍କ ବଦଳି ହୋଇଛି ବୋଲି ଡିଜିପି ଅବଗତ ନାହାନ୍ତି: ଲେଖାଶ୍ରୀ

ଭୁବନେଶ୍ୱର: ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେବା ମାମଲାରେ କଟକ ମୁଖ୍ୟାଳୟକୁ ବଦଳି ହୋଇଥିବା ଡିଜିପି ବ୍ରିଜେଶ ରାଏଙ୍କ ବଦଳି ବାବଦରେ ସଂପୂର୍ଣ୍ଣ ଅବଗତ ନଥିଲେ ଡିଜିପି। ମଙ୍ଗଳବାର ରାଜ୍ୟ ବିଜେପି ଉପ ସଭାନେତ୍ରୀ ଡିଜିପିଙ୍କୁ ଭେଟିବା ପରେ ଜାରି କରିଥିବା ପ୍ରେସ ରିଲିଜ ଜରିଆରେ ଏପରି…

ଖବରକାଗଜ ଫଟୋରୁ ପ୍ରେମ, ପରେ ବିବାହ

ନ୍ୟୁଜର୍ସି: କୁହାଯାଏ ପ୍ରେମ କେତେବେଳେ,କାହାସହ,କେଉଁଠି ହେବ କେହି କହିପାରିବେ ନାହିଁ । ପ୍ରେମ ବୟସ, ଜାତି, ଧର୍ମ ଦେଖି ନ ଥାଏ । ନିକଟରେ ଏପରି ଏକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି । ଜଣେ ଯୁବତୀ ଖବରକାଗଜରୁ ଯୁବକଙ୍କ ଫଟୋ ଦେଖି ପ୍ରେମରେ ପଡ଼ିଯାଇଛନ୍ତି । ଶେଷରେ ତାଙ୍କୁ ବିବାହ…

ସ୍ଥାୟୀ ଶିକ୍ଷକ ହେବା କାଠିକର! ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବିଭାଗରେ ଠିକା ନିଯୁକ୍ତି ବ୍ୟବସ୍ଥାର ଅବସାନ ହୋଇଛି ବୋଲି ଘୋଷଣା କରିଥିବା ରାଜ୍ୟ ସରକାର ଏବେ ଏକ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ଯାହା ତାଙ୍କ ପୂର୍ବ ନିଷ୍ପତ୍ତିର ବିରୋଧାଭାଷ କରୁଥିବା ଭଳି ମନେ ହେଉଛି। ମଙ୍ଗଳବାର ଦିନ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

ଟମାଟୋ ଅପେକ୍ଷା ପିଆଜ ଦର ବୃଦ୍ଧି ମୋଦୀ ସରକାରକୁ କନ୍ଦାଇବ?

ନୂଆଦିଲ୍ଲୀ: ଟମାଟୋ ପରେ ପିଆଜ ଦର ବୃଦ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପାଇଁ ଅଧିକ ବିପଦ ସୃଷ୍ଟି କରିପାରେ। ଟମାଟୋ ଦର ୭୦୦% ବୃଦ୍ଧି ଘଟିଥିଲା। ଯାହା ଫଳରେ ସରକାର ନିର୍ବାଚନ ପୂର୍ବରୁ ଖାଦ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ପଦକ୍ଷେପ ନେବାକୁ ବାଧ୍ୟ…

ସୋଶିଆଲ ମିଡିଆରେ ଅଶ୍ଳୀଳ ଭାଷା ବିରୋଧରେ ସରକାର ଆଣିବେ ଆଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ 'ଅଶ୍ଳୀଳ ଭାଷା', 'ଅଶ୍ଳୀଳତା' ଏବଂ 'ଖରାପ ଶବ୍ଦ' ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଯାଇ ଆଇନ୍ ଆଣିବେ। ୱେବ୍ ସିରିଜ୍ 'କଲେଜ ରୋମାନ୍ସ' ସହ ଜଡିତ ଏକ ମାମଲାରେ ଆଇଟି ମନ୍ତ୍ରଳାୟ ଦିଲ୍ଲୀ…

ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ବୋଲି କହିହେବନି: କୋର୍ଟ

ନୂଆଦିଲ୍ଲୀ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି ଦର୍ଶାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ତଳ କୋର୍ଟ ଦେଇଥିବା ରାୟକୁ କାଏମ ରଖି ଏହିପରି କହିଛନ୍ତି। ଏହାପରେ ଅଭିଯୁକ୍ତ ମୁସଲିମ୍ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ…

ଦିଲ୍ଲୀର ଲାଲ ଦରୱାଜା…ରକ୍ତରେ ଜୁଡୁବୁଡୁ ଏହାର କାହାଣୀ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଥିବା ଲାଲ ଦରୱାଜା ବା ଖୁନୀ ଦରୱାଜା କାହାଣୀ ଏବେ ବି ମନରେ ଭୟ ସୃଷ୍ଟି କରାଉଛି । ସନ୍ଧ୍ୟା ପରେ ଏଠାକୁ ଲୋକମାନେ ଆସିବାକୁ ଭୟ କରିଥାନ୍ତି । ଇତିହାସର ଅନେକ ରକ୍ତ ଜୁଡୁବୁଡୁ କାହାଣୀ ଏଥିସହ ଜଡିତ । ମୋଗଲ ସାମ୍ରାଜ୍ୟର ସବୁଠାରୁ କ୍ରୁର ଶାସକ ଔରଙ୍ଗଜେବ…

ଚଳିତ ମାସ ପାଇଁ ଘରୋଇ କୋଟାରେ ଅତିରିକ୍ତ ୨ ଏଲଏମଟି ଚିନି ଆବଣ୍ଟନ କଲା କେନ୍ଦ୍ର

ନୂଆଦିଲ୍ଲୀ: ଓନମ, ରକ୍ଷା ବନ୍ଧନ, ଏବଂ କୃଷ୍ଣ ଜନ୍ମାଷ୍ଟମୀ ପରି ଆଗାମୀ ପର୍ବ ପାଇଁ ଚିନିର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସ ପାଇଁ ୨ ଏଲଏମଟିର ଅତିରିକ୍ତ କୋଟା (୨୩.୫ ଏଲଏମଟି ରୁ ଅଧିକ ଚିନି ଅଗଷ୍ଟ ୨୦୨୩ ମାସ ପାଇଁ ପୂର୍ବରୁ ଆବଣ୍ଟିତ କରାଯାଇଛି) ଆବଣ୍ଟିତ ହୋଇଛି। ଘରୋଇ…

ଏବେ ମନୋରଞ୍ଜନ ଦୁନିଆରେ ଏଆଇ : ଶିବ ତାଣ୍ଡବ କରୁଛି ଆଚମ୍ବିତ

ନୂଆଦିଲ୍ଲୀ: ଦିନ ଥିଲା ଯେତେବେଳେ ଇଣ୍ଟରନେଟ୍‌କୁ ମଣିଷ ଶ୍ରେଷ୍ଠ ଉଦ୍ଭାବନ ବୋଲି କୁହାଯାଉଥିଲା । ସମୟ ବଦଳିବା ଅନୁସାରେ ଇଣ୍ଟରନେଟ୍ ବ୍ୟବହାରରେ ଯୋଡ଼ି ହୋଇଛି ଅନେକ ନୂଆ ନୂଆ ଫର୍ଦ୍ଦ । ଏଥିରେ ଏବେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ , ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ…

ଡରାଇ ଚାଲିଛି ଡେଙ୍ଗୁ ମଶା, ଭୁବନେଶ୍ବରର ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଅନେକ ସ୍ଥାନରେ ହସ୍ପିଟାଲ ବେଡ  ତଳେ ଡେଙ୍ଗୁ ରୋଗୀ ଚିକିତ୍ସିତ…