Latest Odisha News

BREAKING NEWS

Browsing Category

ଫିଚର

ବିବେକଙ୍କ ଦି ଭ୍ୟାକ୍ସିନ ୱାରକୁ ଭୂୟସୀ ପ୍ରଶଂସା କଲେ ମାଧବନ

ମୁମ୍ବାଇ: ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଦି ଭ୍ୟାକ୍ସିନ ୱାର ସେପ୍ଟମ୍ବର ୨୮ରେ ରିଲିଜ ହେବ । ଦି କଶ୍ମୀର ଫାଇଲ୍ସ ପରେ ବିବେକଙ୍କ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହିଛି । ନିକଟରେ ଅଭିନେତା ଆର.ମାଧବନ ଏହି ଫିଲ୍ମର ସ୍କ୍ରିନିଂ ଯୋଗ ଦେଇଥିଲେ । ଫିଲ୍ମ ଦେଖିବା ପରେ ସେ ଏହାର…

ଅପରାଜିତାଙ୍କୁ ଆକ୍ରମଣ ପ୍ରସଙ୍ଗ, ଔଷଧ ବିକଳରେ ବିଜେଡି ତାଟିଆ କାମୁଡୁଛି କହିଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦଙ୍କ ଉପରେ ବିଜେଡିର ପ୍ରାୟୋଜିତ ଆକ୍ରମଣକୁ ନେଇ ଜୋର ଧରିଛି ରାଜନୀତି। ଗତକାଲି ଭୁବନେଶ୍ୱର ସାଂସଦଙ୍କ ଉପରେ ଶାସକ ବିଜେଡିର ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି କହିଛି ବିଜେପି। ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭାବରେ ବିଜୁ ଜନତା ଦଳ ଏବଂ ରାଜ୍ୟ…

ବିଦ୍ୟୁତ ବିଲ୍ ଜାଲିଆତି: ୨୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ, ଟାଟା କର୍ମଚାରୀ ଗିରଫ

ବାଲେଶ୍ୱର: ଟାଟା ପାଓ୍ୱାରର ଜଣେ ବରିଷ୍ଠ ଅଧିକାରୀ ଜାଲ ରସିଦ ଦେଇ ଗ୍ରାହକଙ୍କୁ ଠକି ନେଇଥିବା ଅଭିଯୋଗ ଆସିବା ପରେ ବାଲେଶ୍ୱରର ବହୁ ବିଦ୍ୟୁତ ଉପଭୋକ୍ତାଙ୍କ ମନରେ ଚିନ୍ତା ଘାରିଛି। ନିକଟରେ ସାରଗାଁ ଶାଖାରୁ ବ୍ୟବସାୟିକ ସେକ୍ସନ ଅଧିକାରୀ ଅରୁଣ ଜେନାଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯିବା…

ଅନନ୍ୟ ପାର୍ଲର : ଯେଉଁଠାରେ ମଣିଷ ନୁହଁନ୍ତି, ଭଗବାନ ନିଅନ୍ତି ମେକଅପ୍

ମୁଜାଫରନଗର: ଆଜିକାଲି ପୁରୁଷ ହୁଅନ୍ତୁ ବା ମହିଳା ନିଜକୁ ସୁନ୍ଦର ଦେଖାଯିବା ପାଇଁ ପାର୍ଲର ଯାଇଥାନ୍ତି । ଏହାସହିତ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । ଏଥିରେ କୌଣସି ନୂଆ କଥା ନାହିଁ । କିନ୍ତୁ ଆପଣ କେବେ ଶୁଣିଛନ୍ତି ଭଗବାନଙ୍କର ମଧ୍ୟ ପାର୍ଲର ଅଛି? ହଁ…

ବଢ଼ିବ ଟ୍ରାଫିକ ସୁବିଧା, ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଅନୁମତି

ଭୁବନେଶ୍ୱର: ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ବହୁ ପ୍ରତୀକ୍ଷିତ ତୃତୀୟ ଲାଇନ କାର୍ଯ୍ୟ ନିକଟରେ କାର୍ଯ୍ୟକ୍ଷମ ହୋଇଛି। ଏହି ତୃତୀୟ ଲାଇନ ରେଳ ସେକ୍ସନକୁ ରେଳ ନିରାପତ୍ତା ଆୟୁକ୍ତ (CRS)ଙ୍କ ଦ୍ୱାରା ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ କାର୍ଯ୍ୟର ଯାଞ୍ଚ ପରେ…

ଓଡ଼ିଶାର ଦୁଇ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ

ଭୁବନେଶ୍ୱର: ସମ୍ମାନ ଓ ଗୌରବ ଓଡ଼ିଶା ପାଇଁ। ଗୁରୁ ଦିବସ ଅବସରରେ ଦୁଇ ଜଣ ବିଶିଷ୍ଟ ଶିକ୍ଷକ ୨୦୨୩ ମସିହା ପାଇଁ ସମ୍ମାନଜନକ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଦୁଇ ଶିକ୍ଷକ ଭଦ୍ରକ ବ୍ଳକ ଅନ୍ତର୍ଗତ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶି ଶେଖର…

ଏମପିରେ କଂଗ୍ରେସ ଗ୍ୟାରେଣ୍ଟିକୁ ଟକ୍କର ଦେବ ଶିବରାଜଙ୍କ ରାକ୍ଷୀ ଉପହାର !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ପାଞ୍ଚୋଟି ନିର୍ବାଚନ ଗ୍ୟାରେଣ୍ଟି ଶାସକ ବିଜେପିର ମୁଣ୍ଡବିନ୍ଧାର କାରଣ ହୋଇଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ଏମପିର ବିଜେପି ସରକାର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବହୁ ଯୋଜନା ଘୋଷଣା କରୁଛନ୍ତି। ଏହି କ୍ରମରେ ମହିଳାମାନଙ୍କୁ ରାକ୍ଷୀବନ୍ଧନର…

ମୃତ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ମଥୁରା: ମଥୁରାରେ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଏହି ଘଟଣା ପରେ ସ୍ଥାନୀୟ ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ଲଟେରୀ କାରୋବାର ନେଇ ଏହି ଘଟଣା ଘଟିଛି । ୧ ହଜାର ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏହି ଲଟେରୀରେ ପବନ ଅଗ୍ରୱାଲ ଓ ତାଙ୍କ ବାପା…

ହିନ୍ଦୁରାଷ୍ଟ୍ର ହେବ ଚନ୍ଦ୍ର !

ଭୁବନେଶ୍ୱର: ଚନ୍ଦ୍ରରେ ଚନ୍ଦ୍ରଯାନ ତିନିର ସଫଳ ଅବତରଣ ଓ କାର୍ଯ୍ୟକୁ ନେଇ ସାରା ବିଶ୍ୱ ଭାରତର ଚର୍ଚ୍ଚା କରୁଛି। ଏପରିକି ଏହାର ସଫଳତାକୁ ନେଇ ମଧ୍ୟ ରାଜନୈତିକ ସ୍ତରରେ ଶ୍ରେୟର ଲଢେଇ ଚାଲିଛି। ଚନ୍ଦ୍ରଯାନ ଯେଉଁ ଜାଗାରେ ଲ୍ୟାଣ୍ଡ କରିଛି ସେ ସ୍ଥାନ ଶିଵଶକ୍ତି ପଏଣ୍ଟ ନାଁରେ ପରିଚୟ ହାସଲ କରିବ…