Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ, ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ

ଭୁବନେଶ୍ଵର: ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ଆତଙ୍କିତ ହୋଇପଡି଼ଛନ୍ତି ଭୁବନେଶ୍ବରବାସୀ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରୁ , କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ରୋଗୀ ନାହିଁ ନ ଥିବା  ଅସୁବିଧାର…

ଚନ୍ଦ୍ରପୃଷ୍ଠରେ ୨ଟି ନାଁ ତ୍ରିରଙ୍ଗା ପଏଣ୍ଟ ଓ ଶିବଶକ୍ତି: ଗୋଟିଏ ସଫଳତାର ପ୍ରେରଣା, ଅନ୍ୟଟି ସଫଳତା

ନୂଆଦିଲ୍ଲୀ: ଜହ୍ନରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ ତାର ପ୍ରଥମ ପାଦ ରଖିଥିଲା ତାର ନାମକରଣ କରାଯାଇଛି । ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସ୍ଥାନର ନାମ ଶିବଶକ୍ତି ରଖାଗଲା ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ଭ୍ରମଣ ପରେ…

ଆଜି ପୁଣି ଗଞ୍ଜାମ ଗସ୍ତରେ ଯିବେ ଫାଇଭ୍-ଟି ସଚିବ , ବିଭିନ୍ନ ବିକାଶ ପ୍ରକଳ୍ପର କରିବେ ସମୀକ୍ଷା

ଗଞ୍ଜାମ: ଆଜି ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିକାଶ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ୍-ଟି ସଚିବ । ଭିକେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ସୋରାଡ଼ା ପରେ ପୋଲସରାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଖଲିକୋର୍ଟ ଗସ୍ତ କରିବାର…

ମଦୁରାଇ ଏକ୍ସପ୍ରେସରେ ନିଆଁ : ୮ ଯାତ୍ରୀ ଜୀବନ୍ତ ଦଗ୍ଧ , ୨୦ରୁ ଉର୍ଦ୍ଧ୍ବ ଆହତ

ତାମିଲନାଡୁ :  ଟ୍ରେନରେ ବଡଧରଣର ଅଗ୍ନିକାଣ୍ଡ । ତାମିଲନାଡୁ ମଦୁରାଇରେ ପୁଣି ବଡ ଧରଣର ଅଘଟଣ ଘଟିଛି  । ପୁନାଲୁର-ମଦୁରାଇ ଏକ୍ସପ୍ରେସରେ ନିଆଁ ଲାଗି ୮ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି  । ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି  । ୨୦ରୁ ଉର୍ଦ୍ଧ୍ବ ଲୋକ…

ଅଗଷ୍ଟ ୨୩ ଜାତୀୟ ମହାକାଶ ଦିବସ : ଚନ୍ଦ୍ରାବତରଣକୁ ମନେ ରଖିବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଦେଶରୁ ଫେରି ସିଧାସଳଖ ବେଙ୍ଗାଲୁରୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ପ୍ରାୟ  ୭ଟା ୧୫ ମିନିଟରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ପରିଦର୍ଶନ କରିଛନ୍ତି। ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି…

ଆସୁଛି ଆଉ ଏକ ଲଘୁଚାପ : ଆଜି ଓ କାଲି ରାଜ୍ୟରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି  । ତେବେ ଏସବୁ ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପୁଟ , ରାୟଗଡ଼ା ଓ…

ବିଧାୟକଙ୍କୁ ଫାଇଭ ଟି ସଚିବଙ୍କ ସମାଲୋଚନା, ପିସିସି ସଭାପତି କହିଲେ ନିନ୍ଦନୀୟ

ଭୁବନେଶ୍ୱର: ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ବୟାନ ଦେବା ନିନ୍ଦନୀୟ। ପିସିସି ସଭାପତି ଫାଇଭ ଟି ସଚିବ ଭେ କେ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ପରୋକ୍ଷରେ ଗୋପାଳ ବିଧାୟକଙ୍କୁ ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି ବୋଲି କହିବା ଉପରେ…

ସକାଳେ ପୁତୁରାକୁ ଦଳର ନେତା ମାନିଲେ ଶରଦ, ସଂଧ୍ୟାରେ ପଲଟିଗଲେ

ମୁମ୍ବାଇ: ଏନସିପିର ରାଜନୀତି ଚର୍ଚ୍ଚାରେ। ସ୍ଥିତି ଏପରି ଯେ ଶରଦ କେଉଁ ପଟରେ ତାହା କହିବା ମୁସକିଲ। ଶୁକ୍ରବାର ସକାଳେ ଦଳର ପ୍ରତିଷ୍ଠାତା ଶରଦ ପାୱାର କହିଲେ ଦଳରେ ବିଭାଜନ ନାହିଁ। ଅଜିତ ପାଓ୍ବାର ଆମର ନେତା। ହେଲେ ଏହାକୁ ନେଇ ରାଜନୀତିକ ବୟାନବାଜି ସରଗରମ ହେବା ପରେ ସଂଧ୍ୟାରେ ସେ ନିଜ…

ଜାତୀୟ ସ୍ମାର୍ଟ ସିଟି ପୁରସ୍କାର: ପୁଣି ବାଜି ମାରିଲା ଇନ୍ଦୋର, ଦ୍ବିତୀୟ, ତୃତୀୟରେ କିଏ?

ନୂଆଦିଲ୍ଲୀ: "ଜାତୀୟ ସ୍ମାର୍ଟ ସିଟି ପୁରସ୍କାର" ଶ୍ରେଣୀରେ ଶୁକ୍ରବାର ଇନ୍ଦୋର ଶ୍ରେଷ୍ଠ ବାଜି ମାରିଛି। ଏହାପରେ ସୁରଟ ଏବଂ ଆଗ୍ରା ରହିଛି। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଦିନ ୨୦୨୨ ପାଇଁ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ଘୋଷଣା କରିଛି। ସେପ୍ଟେମ୍ବର ୨୭ ରେ…

ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରେ ଏବେ ଜଳଖିଆ ବ୍ୟବସ୍ଥା କଲେ ତାମିଲନାଡୁ ସରକାର

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଶୁକ୍ରବାର ଦିନ ରାଜ୍ୟରେ ମାଗଣା ଜଳଖିଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଏକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦେଇ ମୁଖ୍ୟମନ୍ତ୍ରୀ…