Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ତିନି ଘଣ୍ଟା ପାଇଁ କଟକ, ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ତିନି ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ ଆଇଏମଡି। ଘଡ଼ଘଡ଼ି ସହ ବର୍ଷା ନେଇ ଟ୍ୱିନ୍‌ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ପ୍ରବଳ ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବା ସମ୍ଭବନା ରହିଛି। ଏହି ସବୁ ଅଞ୍ଚଳ ପାଇଁ ୟେଲୋ…

୨୦ତମ ‘ଜାତୀୟ ସିଏ ସମ୍ମିଳନୀ’ରେ ଯୋଗଦେଲେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଭାରତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗ୍ଲୋବାଲ୍ ଲିଡର ବନାଇବା ପାଇଁ ଭାରତ ସରକାର ସକ୍ରିୟତାର ସହ କାର୍ଯ୍ୟ କରିବା ସହ ଏହାକୁ ସୁନିଶ୍ଚିତ କରୁଛନ୍ତି ବୋଲି ଗୁରୁବାର ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ…

କୁଇ ଏବଂ ଦେଶିଆ ଭାଷା ଶିକ୍ଷା ପୁସ୍ତକ ଏବଂ ଡାକ ଲଫାପା ଉନ୍ମୋଚିତ

ଭୁବନେଶ୍ୱର: ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ଏକ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) - ୨୦୨୦ ପ୍ରସ୍ତୁତ କରାଯାଇଛି । ନୂଆ ଶିକ୍ଷା ନୀତିର ବିଶେଷତ୍ୱ ହେଉଛି ଏହା ନମନୀୟ। ଏହା ଏକ ବ୍ୟାପକ ନୀତି କୌଣସି ରାଜ୍ୟ ଉପରେ ଏନଇପିକୁ ଲଦି ଦିଆଯାଇନାହିଁ । ବିଭିନ୍ନ ରାଜ୍ୟ ସେମାନଙ୍କର ଆବଶ୍ୟକତା…

ଭାଇରାଲ: ନାଚି ନାଚି ବଡ ବଡ଼ିଆଙ୍କ ଆଗରେ ସୋନାଲି ଜଣାଇଲେ ଗାଁର ସମସ୍ଯା

ରାୟଗଡା: କୋରାପୁଟରେ ସ୍ୱାଧୀନତା ଦିବସ ପାଳନ ବେଳେ ଜଣେ ଚାରି ବର୍ଷର ଶିଶୁ କନ୍ୟା ପାରମ୍ପରିକ ଆଦିବାସୀ ପୋଷାକରେ ନିଜ ସାଥୀ ଗ୍ରାମବାସୀଙ୍କ ସମସ୍ୟାକୁ ମଞ୍ଚରେ ବଖାଣୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କଥିତ ଭିଡିଓରେ ଦେଖିବାକୁ ମିଳିଛି ଯେ ସରକାରୀ…

ରାଜସ୍ଥାନ ଉଦୟପୁର ବିଶ୍ବବିଦ୍ୟାଳୟର କୁଳପତି ହେଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସୁନୀତା ମିଶ୍ର ରାଜସ୍ଥାନର ଉଦୟପୁରସ୍ଥିତ ମୋହନଲାଲ ସୁଖାଡିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ପ୍ରଫେସର ମିଶ୍ର ଲକ୍ଷ୍ନୌସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ଡିନ୍ ଥିବା ବେଳେ ରାଜସ୍ଥାନ…

ହାଇକୋର୍ଟ ବିଚାରପତି ପାଇଁ ଦୁଇ ଓଡ଼ିଆଙ୍କ ନାମ ସୁପାରିସ କଲା କଲେଜିୟମ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଣେ ଆଇନଜୀବୀ ଓ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଆଉ ଏହି ଦୁଇ ଜଣ ହେଉଛନ୍ତି ଓଡ଼ିଆ। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ ପକ୍ଷରୁ ଆଇନଜୀବୀ ଶିବ ଶଙ୍କର…

ମାହାଙ୍ଗା ନାବାଳିକା ମୃତ୍ୟୁ: ଶରତ ଦଳରୁ ନିଲମ୍ବିତ, ଏବେ ପୋଲିସର ହାତ ଖୋଲା?

କଟକ: ଶାସକ ଦଳର ପ୍ରମୁଖ ନେତାଙ୍କ ଖାସ୍ ଆଦମୀ ଶରତ ନାୟକ। ନାବାଳିକା ମୃତ ଦେହକୁ ବିନା ଶବ ବ୍ୟବଛେଦରେ ପୋଡିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ନଦୀରେ ଅସ୍ଥି ଭସାଇବା ଏହା ଅପରାଧ ଜାଣି ମଧ୍ୟ ପୋଲିସ ସହ ହାତ ମିଳାଇବାକୁ ଉଦ୍ୟମ କରିଥିବା ଶରତ ନାୟକ ଏବେ ଅଡୁଆରେ। ଘଟଣାକୁ ଦୁଇ ମାସ…

ହକି ଫାଇଭ ଏସ ବିଶ୍ୱକପ କ୍ୱାଲିଫାୟର୍ସ : ଭାରତ ଦଳରେ ୪ ଓଡିଆ

ଭୁବନେଶ୍ୱର: ଓମାନରେ ଅଗଷ୍ଟ ୨୯ରୁ ସେପ୍ଟମ୍ବର ୨ ପର୍ଯ୍ୟନ୍ତ ଫାଇଭ ଏସ ବିଶ୍ୱକପ କ୍ୱାଲିଫାୟର୍ସ ଆୟୋଜିତ ହେବ । ଏଥିନେଇ ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି । ପୁରୁଷ ଦଳରେ ଓଡିଶାର ଏକମାତ୍ର ଖେଳାଳି ଭାବେ ଦୀପଶାନ ତିର୍କୀ ସ୍ଥାନ ପାଇଛନ୍ତି । ଅପରପକ୍ଷରେ ମହିଳା ଟିମରେ ରାଜ୍ୟର ୩…

ବିପଦ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିରବ ରୁହନ୍ତି: କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୁରୁବାର ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରରେ ଜାତିଗତ ହିଂସା ଉପରେ ଚୁପ୍ ରହିଛନ୍ତି ଏବଂ କହିଛନ୍ତି ଯେ ସେ ଯେତେ କମ୍ କରିପାରିଥାନ୍ତେ ତାହା ହେଉଛି "ଶାନ୍ତି ପାଇଁ ନିବେଦନ"। ଦିଲ୍ଲୀ…

ଆତଙ୍କବାଦୀ ୟାସିନ ମଲିକଙ୍କ ପତ୍ନୀ ହେବେ ପାକିସ୍ତାନ ମନ୍ତ୍ରୀ

ଇସଲାମବାଦ: କୁଖ୍ୟାତ ଆତଙ୍କବାଦୀ ୟାସିନ ମଲିକଙ୍କ ପତ୍ନୀ ମୁଶାଲ ହୁସେନ ପାକିସ୍ତାନର ମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । କାମଚଳା ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକରଙ୍କ ସରକାରରେ କାର୍ଯ୍ୟବାହକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ପାରନ୍ତି । ମାନବଧିକାର କାର୍ଯ୍ୟରେ ସେ…