Latest Odisha News

BREAKING NEWS

Browsing Category

ଫିଚର

ବିରାଟ କୋହଲି ପାସ କଲେ ୟୋ ୟୋ ଟେଷ୍ଟ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ଆରମ୍ଭ ହେବାକୁ ଆଉ ସପ୍ତାହଠାରୁ କମ ସମୟ ରହିଛି । ୩୦ ଅଗଷ୍ଟ ଏହି ମେଗା ଇଭେଂଟ ଆରମ୍ଭ ହେବ । ଏସିଆ କପ ପାଇଁ ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ଏକ ୬ ଦିନିକିଆ କ୍ୟାମ୍ପ ଆୟୋଜିତ ହୋଇଛି । ଏହି କ୍ୟାମ୍ପରେ ଖେଳାଳିଙ୍କ ଫିଟନେସ ଉପରେ…

ନବୀନ ନିବାସ ସମ୍ମୁଖରେ ପରିବାରର ୬ ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାର ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମହୁତି ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ ସମ୍ଭାଳିବାକୁ ଯାଇ ପୋଲିସକୁ…

ଭାରତୀୟ କୁସ୍ତି ସଂଘ ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ:ଭାରତର କ୍ରୀଡାପ୍ରେମୀଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ବିଶ୍ୱ କୁସ୍ତି ସଂଘ ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କରି ଦେଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କୁସ୍ତି ସଂଘ ନିର୍ବାଚନ ନ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ କୁସ୍ତି ସଂଘର ପୂର୍ବ…

ଚକା ଫାଟି ଯିବାରୁ ହୁତ ହୁତ ଜଳିଗଲା ଯାତ୍ରୀବାହୀ ବସ୍

ଜୟପୁର:ଯାତ୍ରୀଙ୍କୁ ନେଇ ଯାଉଥିଲ ବସ । ଲାଗିଗଲା ନିଆଁ । ହୁତ ହୁତ ହୋଇ ଜଳିବାକୁ ଲାଗିଲା ବସ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।  ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାଠାରେ । ମିଳିଥିବା ଖବର ଅନୁସାରେ, ଆଜି ସକାଳୁ ସକାଳୁ ଗୁପ୍ତା ନାମକ ଏକ ବସ…

ଭରା ନଦୀରେ ଓଲଟି ପଡିଲା ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଟ୍ରାକ୍ଟର: ୮ ମୃତ, ୧୨ ନିଖୋଜ

ସହାରନପୁର: ଉତ୍ତର ପ୍ରଦେଶ ସହାରନପୁରରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଘଟି ଯାଇଛି ।  ଏକ ଟ୍ରାକ୍ଟର ଡାଲାରେ ଭକ୍ତମାନେ ଦର୍ଶନ ସାରି ଫେରୁଥିବାବେଳେ ଡାଲାଟି ନଦୀରେ ଓଲଟି ପଡିଛି । ଫଳରେ ୨ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି । ୧ ୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।…

କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ପିଟି ହେଲା ଦ୍ରୁତ ଗତିରେ ଆସୁଥିବା କ୍ୟାବ; ଡ୍ରାଇଭର ନୁହ ଅଞ୍ଚଳର

ନୂଆଦିଲ୍ଲୀ:  କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନର ପାଚେରୀକୁ ଧକ୍କା ଦେଲା କ୍ୟାବ । ଫଳରେ ମନ୍ତ୍ରୀଙ୍କ ବାଉଣ୍ଡରୀ ୱାଲର କିଛି ଅଂଶ ଭାଙ୍ଗି ଯାଇଛି । ଏହି ଘଟଣାରେ ପୋଲିସ କ୍ୟାବ ଡ୍ରାଇଭରକୁ ଧରି ଜେରା କରୁଛି । ତେବେ ଦୀର୍ଘ ସମୟ ଜେରା ପରେ ତାଙ୍କୁ…

ହିମାଚଳରେ ଥମିନି ପ୍ରକୃତିର ପ୍ରକୋପ:ଆଖି ସାମ୍ନାରେ ଭୁଶୁଡି ପଡିଲା ୪ ମହଲା କୋଠା, ୨୪ ଘଣ୍ଟାରେ ଗଲାଣି ୧୧ ଜୀବନ

କୁଲ୍ଲୁ(ହିମାଚଳ ପ୍ରଦେଶ): ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ । ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର । ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ । ତଥାପି ବର୍ଷାର ପ୍ରକୋପ କମିନି । ଭୂସ୍ଖଳନ ଲାଗି ରହିଛି । ବହୁତଳ ପ୍ରାସାଦ ଆଖି ସାମ୍ନାରେ ଭୁଶୁଡି ପଡୁଛି । ପ୍ରକୃତିର ଏ…

ପୁଟିନଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଥିବା ୟେଭଗେନି ପ୍ରିଗୋଝିନଙ୍କ ମୃତ୍ୟୁ!

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ରୁଷର ଘରୋଇ ସେନା ୱାଗନର୍ ଗ୍ରୁପ୍‌ର ମୁଖ୍ୟ ୟେଭଗେନି ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରୁଷ ନିକଟରେ ଏକ ବିମାନ ଦୁର୍ଘଟଣାରେ ପ୍ରିଗୋଜିନଙ୍କର ମୃତ୍ୟୁ ଘଟିଛି। ରୁଷରେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ହୋଇଥିବା ବିଦ୍ରୋହ…

ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ)ର ଉନ୍ମୋଚନ କରିଛନ୍ତି । ଏହି ଏନସିଏଫ୍ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବଡ଼ ଗତି ଦେବ ବୋଲି ଶ୍ରୀ…

ଭାରତ ରତ୍ନ ସଚିନ୍ ତେନ୍ଦୁଲକର ହେଲେ ନିର୍ବାଚନ କମିଶନଙ୍କ ରାଷ୍ଟ୍ରୀୟ ଆଇକନ

ନୂଆଦିଲ୍ଲୀ: କ୍ରିକେଟ୍ କିମ୍ବଦନ୍ତୀ ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ସଚିନ୍ ତେନ୍ଦୁଲକର ଆଜି ଏକ ନୂତନ ଇନିଂସ ଆରମ୍ଭ କରିଛନ୍ତି । ଭାରତର ନିର୍ବାଚନ ଆୟୋଗ ଲାଗି ଭୋଟର ସଚେତନତା ସୃଷ୍ଟି କରିବା ପାଇଁ ‘ଜାତୀୟ ଆଇକନ୍’ ଭାବରେ ନିଜର ଦାୟୀତ୍ବ ଆରମ୍ଭ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର…