Latest Odisha News

BREAKING NEWS

Browsing Category

ଫିଚର

ଅଧିକ ଥର ଜିତିଥିଲେ ମିଳିବନି ବିଜେପି ଟିକେଟ!

ଭୁବନେଶ୍ୱର: ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ଏବେ ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଦଳ ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ। ଦେଶର…

ଏମପିରେ ହିନ୍ଦୁତ୍ୱକୁ ନେଇ ଫସିଲା କଂଗ୍ରେସ ! ଟାର୍ଗେଟ କଲେ ଦଳୀୟ ନେତା

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ହିନ୍ଦୁତ୍ୱ କାର୍ଡ ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି କମଳନାଥ ବିଭିନ୍ନ ମାଧ୍ୟମରେ ହିନ୍ଦୁତ୍ୱକୁ ଗୁରୁତ୍ୱ ଦେଉଛନ୍ତି। ଯାହାକୁ ନେଇ ଦଳର ସଂଖ୍ୟାଲଘୁ ନେତା ଦଳୀୟ ନେତୃତ୍ୱ…

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ହିନ୍ଦୀରେ ‘ସର୍ଦ୍ଦାର ଉଦ୍ଧମ’

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଚଳଚ୍ଚିତ୍ର 'ପ୍ରତୀକ୍ଷା'କୁ ମିଳିବ ଜାତୀୟ ପୁରସ୍କାର। ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ସେହିପରି ଭିକି…

ଚନ୍ଦ୍ରଯାନ-୩ର ସଫଳ ଅବତରଣ; ଓଡ଼ିଆ ବୈଜ୍ଞାନିକଙ୍କ ଅବଦାନକୁ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର: ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ଚାରିଆଡ଼େ ସୃଷ୍ଟି ହୋଇଛି ଖୁସିର ମାହୋଲ। ଭାରତ ଏବଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରତ୍ୟେକ ଭାରତୀୟ ଗର୍ବିତ ଅନୁଭବ କରୁଥିବା ବେଳେ ଏହି ସମୟରେ ଓଡ଼ିଶା ମଧ୍ୟ…

ଚେସ ବିଶ୍ୱକପ : ଅଳ୍ପକେ ଟାଇଟଲ ହାସଲରୁ ବଂଚିତ ହେଲେ ପ୍ରଜ୍ଞାନନନ୍ଦ

ନୂଆଦିଲ୍ଲୀ: ଚଳିତ ଚେସ ବିଶ୍ୱକପରେ ଶେଷରେ ଭାରତକୁ ନିରାଶ ହେବାକୁ ପଡିଛି । ଉଦୀୟମାନ ଚେସ ତାରକା ରମେଶବାବୁ ପ୍ରଜ୍ଞାନନନ୍ଦଙ୍କୁ ହରାଇ ମାଗ୍ନସ କାର୍ଲସେନ ଟାଇଟଲ ହାସଲ କରିଛନ୍ତି । ଗୁରୁବାର ଅନୁଷ୍ଠିତ ଟାଇବ୍ରେକରରେ କାର୍ଲସେନ ୧.୫-୦.୫ରେ ବିଜୟ ହାସଲ କରିଥିଲେ । ର‌୍ୟାପିଡ ଗେମରେ ନରୱେର…

୬୧ ବର୍ଷ ଗର୍ଭରେ ରହିବା ପରେ ବାହାରକୁ ଆସିଲା ପିଲା: ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ବେଜିଂ: ମା ହେବାର ଅଭିଜ୍ଞତା ଯେକୌଣସି ମହିଳାଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର । ୯ ମାସର ଗର୍ଭଧାରଣ  ଜଣେ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଥାଏ । ଯେତେବେଳେ ୯ ମାସ ପରେ ଜଣେ ମାଆ ପ୍ରଥମଥର ପାଇଁ ନିଜ ପିଲାକୁ ଦେଖେ , ସେହି ମୁହୁର୍ତ୍ତଟି ତା ପାଇଁ ସ୍ମରଣୀୟ ପାଲଟିଯାଏ । କିନ୍ତୁ ଆପଣମାନେ…

ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା କୁ ନେଇ ସ୍ପେଶାଲ୍ ଡୁଡୁଲ କଲା ଗୁଗୁଲ

ନୂଆଦିଲ୍ଲୀ: ଗତକାଲି ଥିଲା ଭାରତ ପାଇଁ ଏକ ଐତିହାସିକ ଦିନ। ଚନ୍ଦ୍ରଯାନ-୩ ସଫଳପୂର୍ଣ୍ଣ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଛି । ତେବେ ଚନ୍ଦ୍ରଯାନ-୩ର ଏହି ସଫଳତାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଥିବା ବେଳେ ବିଶ୍ବର କୋଣ ଅନୁକୋଣରୁ ଇସ୍ରୋକୁ ଛୁଟୁଛି ଶୁଭେଚ୍ଛାର…

ଜି -୨୦ ସମ୍ମିଳନୀକୁ ନେଇ ଦିଲ୍ଲୀରେ ତିନି ଦିନିଆ ଛୁଟି ଘୋଷଣା : ଜାଣନ୍ତୁ କଣ ଖୋଲା ରହିବ ଓ କ’ଣ ବନ୍ଦ ହେବ ?

ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ରାଜଧାନୀ ଦିଲ୍ଲୀରେ ଜି -୨୦ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଦୁନିଆର ବହୁ  ପ୍ରଭାବଶାଳୀ ନେତାମାନେ ଦିଲ୍ଲୀରେ ଏକାଠି ହେବେ। ଏଭଳି ପରିସ୍ଥିତିରେ ରାଜଧାନୀ ଦିଲ୍ଲୀରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତିନି…

ସର୍ଜରୀ ଦ୍ୱାରା ଲିଙ୍ଗ ପରିବର୍ତ୍ତନ କରିବା ସାମ୍ବିଧାନିକ ଅଧିକାର: ହାଇକୋର୍ଟ

ଆହ୍ଲାବାଦ: ଅସ୍ତ୍ରୋପଚାର ମାଧ୍ୟମରେ ଯେକୌଣସି ବ୍ୟକ୍ତିଙ୍କର ଲିଙ୍ଗ ପରିବର୍ତ୍ତନ କରିବାର ସାମ୍ବିଧାନିକ ଅଧିକାର ରହିଛି। ଦେଶର ସମସ୍ତ ପରୁଷ ଏବଂ ମହିଳା ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ରଖିଛନ୍ତି। ଉତ୍ତର ପ୍ରଦେଶର ଡିଜିପିଙ୍କୁ ଜଣେ ମହିଳା ପୋଲିସ କନଷ୍ଟେବଳ ନିଜର ଲିଙ୍ଗ ପରିବର୍ତ୍ତନ…

ବ୍ରିକ୍ସ ସମ୍ମିଳନୀରେ ଜିନପିଙ୍ଗଙ୍କୁ କ’ଣ କହିଲେ ମୋଦି ? ଦିଲ୍ଲୀ ଆସିବେ କି ଚୀନ ରାଷ୍ଟ୍ରପତି ?

ଜୋହନ୍ସବର୍ଗ: ଲଦାଖରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଦକ୍ଷିଣ ଆଫ୍ରିକା ବ୍ରିକ୍ସ ସମ୍ମିଳନୀରେ ମୁହାଁମୁହିଁ ହୋଇଛନ୍ତି ମୋଦି ଏବଂ ଜିନପିଙ୍ଗ । ଏହି ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହୋଇଥିଲା । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁଇ ନେତା ପ୍ରେସକୁ ନିଜର ବୟାନ…