Latest Odisha News

BREAKING NEWS

Browsing Category

ଫିଚର

ଚାଉଳ ପରେ ଗହମ ଉପରେ ମହଙ୍ଗା ମାଡ଼; ପଢ଼ନ୍ତୁ କିଲୋ ପିଛା କେତେ ବଢ଼ିଲା ଦର

ନୂଆଦିଲ୍ଲୀ: ଦେଶରେ ଚାଉଳ ଦର ବଢ଼ିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ପ୍ରଭାବ ଗହମ ଉପରେ ପଡିଛି। ଦେଶରେ ୬ ମାସ ମଧ୍ୟରେ ଗହମର ମୂଲ୍ୟ କ୍ରମଶଃ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଶୀଘ୍ର…

ବଂଲାଦେଶରେ ଜାଳିଦେଲେ କୋରାନ; ଉତ୍ତେଜନା, ୧୪ ପୋଲିସ ଆହତ

ଢାକା:ଡେନମାର୍କ ଓ ସ୍ୱୀଡେନରେ କୋରାନ ଜଳାଇବା ଘଟଣାର ତାତି ଲିଭି  ନ ଥିବାବେଳେ ମୁସଲିମ ବହୁଳ ବାଂଲାଦେଶରେ କୋରାନ ଜାଳି ଦେଇଛନ୍ତି । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି । ମିଳିଥିବା ସୂଚନା ଅନୁଯାଇ, ୨ ଜଣ ଲୋକ ମିଶି କୋରାନର ଏକାଧିକ ପୁସ୍ତକ ଜାଳି ଦେଇଛନ୍ତି । ଏହାକୁ ବିରୋଧ…

ଶ୍ରୀକ୍ଷେତ୍ର ବେଳାଭୂମିରୁ ଅଢ଼େଇ ବର୍ଷର ରାଧାକୁ ଅପହରଣ ଅଭିଯୋଗ, ୧୩ ଦିନ ପରେ ବି ମିଳୁନି ପତ୍ତା

ପୁରୀ: ଅଢ଼େଇ ବର୍ଷର ରାଧା । ହସଖୁସିରେ ବାପାମାଆଙ୍କ ପଇଡ଼ ଠେଲା ପାଖରେ ଖେଳୁଥିଲା । ସବୁଦିନ ଭଳି ଝିଅକୁ ପାଖରେ ବସାଇ ପଇଡ଼ ବିକ୍ରିରେ ବ୍ୟସ୍ତ ଥିଲେ ବାପା ସଞ୍ଜୟ ଓ ମାଆ ସସ୍ମିତା । ଗ୍ରାହକଙ୍କୁ ଭଲ ପାଣି ଥିବା ପଇଡ଼ ଖୋଜି ଦେଉଥିଲେ ସଞ୍ଜୟ । ଆଉ ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ…

ନିଆରା ଢଙ୍ଗରେ ବାହାରିଲେ କାଉଡ଼ିଆ: ଷଣ୍ଢ ରୂପରେ ସଜ୍ଜାଇଲେ ବାଇକ୍‌, ପଛରେ ବସିଲେ ଶିବ, ହନୁମାନ

ବିହାର: ଏବେ ଶ୍ରାବଣ ମାସ ଚାଲିଛି । ଜଳାଭିଷେକ କରିବା ପାଇଁ ପ୍ରତ୍ୟେକ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମୁଛି । ଅନେକ ଭକ୍ତ ନିଷ୍ଠାର ସହିତ କଷ୍ଟ କରି ଚାଲି ଚାଲି ଜଳ ନେଇ ଯାଉଥିବା ବେଳେ ଆଉ କିଏ ଗାଡ଼ିରେ ଯାଉଛନ୍ତି । କିନ୍ତୁ ଏବେ ଜଳ ନେଇକି ଯିବା ଏକ ପ୍ରକାର ଫ୍ୟାଶନ ପାଲଟିଗଲାଣି । ସାଙ୍ଗ…

ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ -ପିନାକୀ ମିଶ୍ର

ନୂଆଦିଲ୍ଲୀ:ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ଜୋରଦାର ବିରୋଧ କରିଛି ବିଜେଡି । ଅନାସ୍ଥା ପ୍ରସ୍ତାବ ବିତର୍କରେ ମତ ରଖି ବିଜେଡି ସାଂସଦ ପିନାକୀ ମିଶ୍ର  ‘କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି । ତେଣୁ କଂଗ୍ରେସ ପାର୍ଟି ଆଣିଥିବା…

୧୦ ବର୍ଷର କୁନି ଝିଅର ମନ ରଖିଲେ ବାପା ମାଆ, ମୃତ୍ୟୁର ଦିନକ ପୂର୍ବରୁ କରାଇଲେ ବିବାହ

ନ୍ୟୁୟର୍କ: ଆମେରିକାରେ ଏ ଭଳି ଏକ ଘଟଣା ଘଟିଛି, ଯାହା କି ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ୧୦ ବର୍ଷର କୁନି ଝିଅ ଏମା ଏଡୱାର୍ଡ୍ସ ଏବେ ଆଉ ଦୁନିଆରେ ନାହିଁ । ବ୍ଲଡ କ୍ୟାନ୍ସରରେ ତାର ମୃତ୍ୟୁ ଘଟିଛି । ତେବେ ସେ ପିଲା ବେଳୁ ବାହାହେବାକୁ ଚାହୁଁଥିଲା । ବାପା ମାଆଙ୍କୁ ଯେତେବେଳେ ଡାକ୍ତର…

କାନ୍ଧାର ବିମାନ ହାଇଜାକ ଘଟଣା: ପାକିସ୍ତାନର କଳା କାରନାମାର ଖୁଲାସା କଲେ ପାଇଲଟ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IC-814 ସମ୍ବନ୍ଧରେ ଏକ ବଡ ରହସ୍ୟ ସାମ୍ନାକୁ ଆସିଛି। ଏହି ରହସ୍ୟ ଲାହୋର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ ସହିତ ଜଡିତ  ।୧୯୯୯ ଡିସେମ୍ବର ମାସରେ ନେପାଳର ରାଜଧାନୀ କାଠମାଣ୍ଡୁରୁ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IC-814 ଅପହରଣ କରାଯାଇଥିଲା…

ନୂଆ ଭାରତର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବ ବନ ସଂରକ୍ଷଣ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଏକ ଆଲେଖ୍ୟ ମାଧ୍ୟମରେ ବନ ସଂରକ୍ଷଣ ସଂଶୋଧନ ବିଲ୍‌, ୨୦୨୩ ଉପରେ ଆଲୋକପାତ କରିଛନ୍ତି। ବନ ସଂରକ୍ଷଣ ସଂଶୋଧନ ବିଲ୍ ନୂଆ ଭାରତର ଆକାଂକ୍ଷାର ଅନୁରୂପ ବୋଲି…