Latest Odisha News

BREAKING NEWS

Browsing Category

ଫିଚର

ଦୁର୍ବୃତ୍ତଙ୍କୁ ଧରାପକେଇଲା ଡିଜିଟାଲ ପେମେଣ୍ଟ; ଛତିଶଗଡରୁ ଉଦ୍ଧାର ହେଲେ ଅପହୃତ ଶିକ୍ଷକ

ସୁନ୍ଦରଗଡ:ସୁନ୍ଦରଗଡରୁ ଅପହୃତ ଜଣେ ସ୍କୁଲ ହେଡମାଷ୍ଟରଙ୍କୁୂ ମଙ୍ଗଳବାର ଉଦ୍ଧାର କରିଛି ପୋଲସ । ଛତିଶଗଡର ଯୋରନ୍ଦାର ଏକ ଜଙ୍ଗଲିଆ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିଛି ଓଡ଼ିଶା ପୋଲିସ । ଏଥିସହିତ ତାଙ୍କୁ ଅପହରଣ କରି ନେଇଥିବା ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି । ମିଳିଥିବା…

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା, ରାହୁଲଙ୍କ ସ୍ଥାନରେ ଗୌରବ ଗୋଗୋଇ ନେଲେ ନେତୃତ୍ୱ

ନୂଆଦିଲ୍ଲୀ: ଲୋକସଭାରେ ମଙ୍ଗଳବାର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ମଣିପୁର ପ୍ରସଙ୍ଗରେ ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସର ବରିଷ୍ଠ ନେତା ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ…

କାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି: ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ କରିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର…

୨୫ ବର୍ଷ ପରେ ଏକତ୍ର ହେବେ କି ସଲମାନ-କରଣ

ମୁମ୍ବାଇ: ୨୫ ବର୍ଷ ପରେ ସଲମାନ ଖାଁ ଓ କରଣ ଜୌହର ପୁନର୍ବାର ଏକତ୍ର ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ୧୯୯୮ରେ ରିଲିଜ କୁଛ କୁଛ ହୋତା ହୈରେ ଉଭୟ ଏକାଠି କାମ କରିଥିଲେ । ଶେରଶାହା ଫିଲ୍ମର ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ କରଣ…

ଓଡ଼ିଆ ନାମଫଳକ ବାଧ୍ୟତାମୂଳକ, ନମାନିଲେ ଗଣିବେ ୨୫ ହଜାର ଟଙ୍କା ତଣ୍ଡ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ନାମ ଫଳକ ଲେଖୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଯେଉଁମାନେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଇଂରାଜୀରେ ନାମ ଫଳକ ଲେଖିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ଶ୍ରମ…

ଫିଲ୍ମ ‘ଜେଲର’ ପାଇଁ ଛୁଟି ରହିବ ସବୁ ଅଫିସ୍, ଜାଣନ୍ତୁ କେଉଁ ରାଜ୍ୟରେ ହେଲା ଛୁଟି ଘୋଷଣା

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' । ଏହି ଫିଲ୍ମ ରିଲଜ୍ ହେବା ପୂର୍ବରୁ ହିଁ ଏହାର କ୍ରେଜ୍ ଜବରଦସ୍ତ ରହିଛି ।ତେଣୁ ଫିଲ୍ମ 'ଜେଲର' ସମଗ୍ର ଦେଶରେ ବକ୍ସ ଅଫିସରେ ଧମାଲ କରିବ ବୋଲି…

ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ

ନୂଆଦିଲ୍ଲୀ: ରାଜ୍ୟସଭାରୁ ନିଲମ୍ବିତ ହେଲଷ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାୟନ  । ମୌସୁମୀ ଅଧିବେଶନର ବଳକା ଦିନ ପାଇଁ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଜି କାର୍ଯ୍ୟକାଳ ଚାଲିଥିବା ସମୟରେ ବ୍ରାୟନଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବନ…

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର

କଟକ: ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି। ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା କୋଠା…

ସୁରକ୍ଷାକର୍ମୀଙ୍କ ଗୁଳିଲେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର କମାଣ୍ଡର ନିହତ

ଶ୍ରୀନଗର: ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର ଗତିବିଧିକୁ ପଣ୍ଡ କଲା ସୁରକ୍ଷାବଳ। ସୋମବାର ଜମ୍ମୁ-କାଶ୍ନୀର ପୁଞ୍ଛ ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର କମାଣ୍ଡର ନିହତ। ମୃତକ ଜଣକ ପୁଞ୍ଛ ଜିଲ୍ଲାର ମୁନୀର ହୁସେନ ବୋଲି ଜଣାପଡି଼ଛି। ହୁସେନ ଜମ୍ମୁ…

ଭୂତ କୋଠି ପାଲଟିଛି ସରକାରୀ କୋଠା, କେବେ ହେବ କାର୍ଯ୍ୟକ୍ଷମ ?

ଖଡ଼ିଆଳ: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ କୋଟି କୋଟି ସରକାରୀ ଟଙ୍କା ବ୍ୟୟବରାଦ କରି କାର୍ଯ୍ୟାଳୟ, ଷ୍ଟାପ କ୍ବାଟର ଭଳି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ସରକାରୀ କାମରେ ଆସି ଯୋଜନାର ସଫଳ କାର୍ଯ୍ୟ…