Latest Odisha News

BREAKING NEWS

Browsing Category

ଫିଚର

କଞ୍ଚା ଖାଆନ୍ତୁ ଏହି ୫ଟି ଫଳ: ସ୍ୱାସ୍ଥ୍ୟ ପାଇଁ ଦ୍ୱିଗୁଣ ଲାଭଦାୟକ

ଓଡିଶା ସମ୍ବାଦ ବ୍ୟୁରୋ: କଞ୍ଚା ଫଳଗୁଡିକରେ ପାଚିଲା ଫଳ ଅପେକ୍ଷା ଅଧିକ ଡାଇଟରୀ ଫାଇବର ଧାରଣ କରିଥାଏ । ତେଣୁ ଯଦି ଆପଣ ଓଜନ ହ୍ରାସ ପାଇଁ ଯୋଜନା କରୁଛନ୍ତି କିମ୍ବା ହଜମ ସମସ୍ୟା ଭୋଗୁଛନ୍ତି, ତେବେ ଏହି କଞ୍ଚା ଫଳଗୁଡ଼ିକ ଆପଣଙ୍କ ପାଇଁ ଲାଭଦାୟକ । ଆମ୍ବ, ଅମୃତଭଣ୍ଡା, ସେଓ, କଦଳୀ ଓ…

ଲୋକସଭାରେ ନିଜ ଆସନକୁ କେବେ ଫେରିବେ ଓମ ବିର୍ଲା ?

ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା । ସରକାରୀ ଏବଂ ବିରୋଧୀ ନେତା ମୁହାଁମୁହିଁ । ପ୍ରତିଦିନ ସମାନ ସ୍ଥିତି ।  ଏମିତି ହଙ୍ଗାମା ଭିତରେ ଶେଷ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି । ଅଧିବେଶନର ୧୨ ଦିନ ବିତିଗଲାଣି । ହେଲେ ସ୍ଥିତି ସୁଧୁରିନି । ବିରୋଧୀ…

ଷ୍ଟଡିରେ ଖୁଲାସା: ପୁଅ, ଝିଅ କେବଳ ବନ୍ଧୁ ହୋଇ ରହିପାରିବେନି !

ନୂଆଦିଲ୍ଲୀ: ସାଧାରଣତଃ ପୁଅ ଓ ଝିଅଙ୍କ ବନ୍ଧୁତା ପ୍ରତି ପରିବାରଠାରୁ ଆରମ୍ଭ କରି ସମାଜ ସର୍ବଦା ସତର୍କ ଦୃଷ୍ଟି ରଖିଥାଏ । ସେମିତି କିଛି ନାହିଁ, ଅନୀଲ ମୋର କେବଳ ବନ୍ଧୁ ଅଧିକାଂଶ ଘରେ ଏ ଭଳି ବୟାନ ଦେଇ ବିଶ୍ୱାସ ଜନ୍ମାଇଥାନ୍ତି ଝିଅମାନେ । ପୁଅମାନଙ୍କ କ୍ଷେତ୍ରରେ ମଧ୍ୟ ସେୟା...ନୋଟ…

ଭୋପାଳ ପହଞ୍ଚି ଉତ୍କର୍ଷ-ଉନ୍ମେଷ ଉତ୍ସବର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୋପାଳ: ଗୁରୁବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ମଧ୍ୟ ଉପସ୍ଥିତ ଥିଲେ।…

ଘାଟିରୁ ଖସିଲା ପଥର : କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଭୀଷଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆଜି ସକାଳେ ଜୁଡ଼ିଆ ଘାଟିରୁ ପଥର ଖସିଛି। ବଡ଼ ପଥରଟି ଗଡ଼ି ଆସି ୪୯ ନମ୍ବର ଜାତୀୟ ରାଜପଥ ମଝିରେ ପଡ଼ିଥିଲା। ସୌଭାଗ୍ୟକୁ ଏହି ସମୟରେ କୌଣସି ଗାଡ଼ି ସେହି ରାସ୍ତାରେ ଯାଉନଥିଲା। ତେବେ ଏହି କାରଣରୁ ଦୀର୍ଘ ସମୟ ଧରି…

ଜ୍ଞାନବାପୀ ମାମଲାରେ ମୁସଲିମ୍‌ ପକ୍ଷକୁ ଝଟକା, ଜାରି ରହିବ ଏଏସଆଇ ସର୍ଭେ

ବାରଣାସୀ: ଜ୍ଞାନବାପୀ ମସଜିଦ୍ ମାମଲାରେ ମୁସଲିମ୍‌ ପକ୍ଷକୁ ଝଟକା। ବାରଣାସୀର ଜ୍ଞାନବାପୀ ମସଜିଦକୁ ନେଇ ଆଜି ଆହ୍ଲାବାଦ ହାଇକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ମାମଲାର ଶୁଣାଣି କରି ମୁସଲମାନ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଆର୍କୋଲୋଜିକାଲ୍ ସର୍ଭେ…

ବର୍ଷା ଭୟ କମିଲା ହେଲେ ବଢିଲା ବନ୍ୟା ଭୟ: ହୀରାକୁଦ ଖୋଲିଲା ଆଉ ଦୁଇ ଗେଟ

ଭୁବନେଶ୍ୱର: ରାଜ୍ୟକୁ ଟଳିଛି ବଡ ବର୍ଷା ଭୟ । ହେଲେ ବଢିଛି ବନ୍ୟା ଭୟ ।  ତିନିଦିନ ଧରି ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ତଳିଆ ଅଞ୍ଚଳ ବର୍ଷା ଜଳରେ ବୁଡି ରହିଥିବାବେଳେ ଏପଟେ ଫୁଲୁଛି ନଦୀ । ତେବେ…

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ପତ୍ନୀ ସୋଫି ଅଲଗା ହେବେ

ଓଟୱା: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ପତ୍ନୀ ସୋଫି ଟ୍ରୁଡୋ ବିବାହର ୧୮ ବର୍ଷ ପରେ ପରଷ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ବୁଧବାର ଉଭୟ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଉଭୟ ଛାଡପତ୍ର ପାଇଁ ଆବଶ୍ୟକ କାଗଜପତ୍ର ମଧ୍ୟ ସ୍ୱାକ୍ଷର କରିଛନ୍ତି ।…

ହରିଆଣାରେ ହିଂସା: ଗିରଫ ହେଲେଣି ୧୩୯ ଜଣ, ଅଗଷ୍ଟ ୫ ଯାଏଁ ଇଣ୍ଟରନେଟ୍ ସେବା ସ୍ଥଗିତ

ଚଣ୍ଡିଗଡ଼: ଜୁଲାଇ ୩୧ ସୋମବାର ଦିନ ହରିୟାଣାର ନୁହରେ ଘଟିଥିବା ଭୟଙ୍କର ହିଂସା ମାମଲାରେ ଖଟ୍ଟର ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଗୁରୁଗ୍ରାମର ସୋହନାରେ ହୋଇଥିବା ହିଂସା ପରେ ହରିୟାଣା ପୋଲିସ ୧୩୯ ଜଣଙ୍କୁ ଗିରଫ କରିଛି। ଏହା ସହିତ ୬୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା…

ମହାନଦୀରେ ଛୋଟ ବନ୍ୟା ଆଶଙ୍କା,ଫୋକସରେ ଜିରୋ କାଜୁଆଲଟି

ଭୁବନେଶ୍ବର: ସାରା ରାଜ୍ୟରେ ଲଗାଣ ବର୍ଷା ଏବେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ଉପୁଜାଇଲାଣି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି। ଆଖୁଆପଦା ଓ ଆନନ୍ଦପୁରରେ ବୈତରଣୀରେ ବିପଦ ସଂକେତଠାରୁ ଉଚ୍ଚରେ ପାଣି ବହୁଛି। ରାତି ୧୧ଟା ବେଳକୁ ଆଖୁଆପଦାରେ…