Latest Odisha News

BREAKING NEWS

Browsing Category

ଫିଚର

ବିଜେପି ସରକାର ୫୦ ପ୍ରତିଶତ କମିଶନ ନେଉଛି କହିଲେ ପ୍ରିୟଙ୍କା, ଚେତାବନୀ ଦେଲା ଶାସକ ଦଳ

ଭୋପାଳ: ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟିର ନେତାମାନେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ…

ୱାୟନାଡ ଗଲେ, ମଣିପୁର କଥା କହିଲେ, ଛାଡିବେନି ରାହୁଲ!

ଭୁବନେଶ୍ୱର: ଲୋକସଭା ସଦସ୍ୟ ପଦ ଫେରି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ୱାୟନାଡ଼ ଗସ୍ତ କରିଛନ୍ତି। ସଦସ୍ୟ ପଦ ଫେରିପାଇବା ପରେ ପ୍ରଥମେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ନିଜର ଉଗ୍ର ରୁପ ଦେଖାଇ ରାହୁଲ ଚର୍ଚ୍ଚାକୁ ଆସିଥିଲେ।…

ଯେଭଳି ମନ୍ତବ୍ୟ ପାଇଁ ରାହୁଲଙ୍କ ପଦ ନେଇଥିଲ, ସେଭଳି ମନ୍ତବ୍ୟ ପାଇଁ ସଞ୍ଜୟଙ୍କ ପଦ ନିଅ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ଟିପ୍ପଣୀ ପାଇଁ ଯଦି ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ନିଆଯାଇପାରିଲା ତାହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପାଇଁ ବିଜେପି ସାଂସଦ ବନ୍ଦୀ ସଞ୍ଜୟ କୁମାରଙ୍କ ସଦସ୍ୟ ପଦ କାହିଁକି ନିଆଯିବ ନାହିଁ ବୋଲି ପ୍ରଶ୍ନ…

ବାଚସ୍ପତିଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସାଂସଦ ଅଧୀର ରଞ୍ଜନ !

ନୂଆଦିଲ୍ଲୀ: ଲୋକସଭାରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଶନିବାର ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଆଳର ଆଶ୍ରୟ ନେଇ ବିରୋଧୀଙ୍କ ସ୍ୱରକୁ କଣ୍ଠରୋଧ କରିବା ପାଇଁ ଶାସକ ଦଳ ବିଜେପି ଏକ ସୁଚିନ୍ତିତ ରଣନୀତି ତିଆରି କରିଛି। ଅଧୀର ରଞ୍ଜନ…

ଜି-୨୦ ଦୁର୍ନୀତି ନିରୋଧୀ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା- ଦୁର୍ନୀତିର ସର୍ବୋଚ୍ଚ ପ୍ରଭାବ ଗରିବ ଓ ଅବହେଳିତ…

ନୂଆଦିଲ୍ଲୀ: ଦୁର୍ନୀତିର ସର୍ବୋଚ୍ଚ ପ୍ରଭାବ ଗରିବ ଓ ଅବହେଳିତ ଲୋକମାନେ ବହନ କରୁଛନ୍ତି  । ଦୁର୍ନୀତି ସମ୍ବଳର ଉପଯୋଗକୁ ପ୍ରଭାବିତ କରେ । ବଜାରକୁ ଅବ୍ୟବସ୍ଥିତ କରେ  ।  ସେବା ପ୍ରଦାନକୁ ପ୍ରଭାବିତ କରେ ଏବଂ ଶେଷରେ ଲୋକଙ୍କ ଜୀବନର ଗୁଣବତ୍ତାକୁ ହ୍ରାସ କରିଥାଏ । ଜି-୨୦ ଦୁର୍ନୀତି ନିରୋଧୀ…

ପାକିସ୍ତାନର ନୂଆ କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା

ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଅନୱର-ଉଲ-ହକ କାକର ଶନିବାର ଦେଶର ଅଷ୍ଚମ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଶେହାବାଜ ସରିଫ ଏବଂ ବିରୋଧୀ ଦଳର ନେତା ରାଜା ରିଆଜଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହେବା ପରେ…

ଆୟର୍ଲାଣ୍ଡ ଗସ୍ତରେ ଦ୍ରାବିଡ, ଲକ୍ଷ୍ମଣ ଯିବେନି

ନୂଆଦିଲ୍ଲୀ: ପ୍ରାୟ ବର୍ଷେ ହେବ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା ଯଶପ୍ରୀତ ବୁମରାହ ଆୟର୍ଲାଣ୍ଡ ଗସ୍ତରେ ପ୍ରତ୍ୟାବର୍ତନ କରିବାକୁ ଯାଉଛନ୍ତି । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜ ଅଗଷ୍ଟ ୧୮ରୁ ଆରମ୍ଭ ହେବ । ବୁମରାହଙ୍କୁ ଏହି ଗସ୍ତ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି । ତେବେ ଏହି…

ଘରର ଆସବାବପତ୍ର ହୋଇ ଘଣ୍ଟା ଘଣ୍ଟା ଧରି ଠିଆ ହୁଅନ୍ତି ମହିଳା

ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କିଏ ପାଠ ପଢି ଭଲ ଚାକିରି କରିବାକୁ ସଉକ ରଖିଥିବା ବେଳେ ଆଉ କିଏ ବିଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯିଏକି ଘରର ବିଭିନ୍ନ ପ୍ରକାରର ଆସବାବପତ୍ର ହେବାକୁ ଭଲ ପାଇଥାଆନ୍ତି । ଅଲିମ୍ପିଆ…

ରାଜ୍ୟରେ ଆଗାମୀ ନିର୍ବାଚନ ବିଜେପି ଏକାକୀ ଲଢିବ ଏବଂ  ସରକାର ଗଢିବ-କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ଏକା ଲଢିବ ବିଜେପି । କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ  । ଶନିବାର ଯାଦବ  ସ୍ପଷ୍ଟ କରିଛନ୍ତି ଯେ, ବିଜେପି ଆଗାମୀ…

ଜୱାନର କ୍ଲିପ ଲିକ୍‌, ଏଫଆଇଆର ରୁଜୁ କଲେ ମେକର୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନକୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ ଫିଲ୍ମ ରିଲିଜ ହେବାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏହାର କ୍ଲିପ ଲିକ ହୋଇଯାଇଛି । ଯାହାକୁ ନେଇ ମେକର୍ସ ଅସନ୍ତୋଷ ବ୍ୟକ୍ତ କରିବା ସହ ଏ ନେଇ…