Latest Odisha News

BREAKING NEWS

Browsing Category

ଫିଚର

ସ୍ବାଧୀନତା ଦିବସରେ ଦିଲ୍ଲୀରେ ଆତଙ୍କୀ ହମଲା ଷଡଯନ୍ତ୍ର: କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପାଖେଇ ଆସୁଛି ସ୍ବାଧୀନତା ଦିବସ  । ଏଥିପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲଗାତାର ଭାବେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଲାଲକିଲ୍ଲାକୁ ପୁରା ଘେରାବନ୍ଦୀ କରାଯାଇଛି  । ଏହାରି ମଧ୍ୟରେ ଗୁଇନ୍ଦା ଏଜେନ୍ସିକୁ ଆତଙ୍କୀ ହମଲା…

ରୁଦ୍ରପ୍ରୟାଗରେ ଭୂ-ସ୍ଖଳନ: ୫ ଶ୍ରଦ୍ଧାଳୁ ମୃତ

ଡେରାଡୁନ୍; ଉତ୍ତରାଖଣ୍ଡରେ ବଡ ଧରଣର ଦୁ୍ର୍ଘଟଣା । ରୁଦ୍ରପ୍ରୟାଗ ଚୌକି ଫାଟା ଅନ୍ତର୍ଗତ ତରସାଲୀ ନିକଟରେ ଭୂ-ସ୍ଖଳନ ହୋଇଛି । ଭୂ-ସ୍ଖଳନ କାରଣରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶ୍ରଦ୍ଧାଳୁମାନେ ଗୁଜୁରାଟର ବୋଲି ଜଣାପଡିଛି । କେଦାରନାଥ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା…

ପୁରୀ ଜିଲ୍ଲାରେ ୪ ମେଗା ପାନୀୟ ଜଳ ପ୍ରକଳ୍ପ: କ୍ୟାବିନେଟରେ ମଂଜୁର ହେଲା ୬୩୯ କୋଟି ୧୬ ଲକ୍ଷ

ପୁରୀ: ଜଳ ଜୀବନ ଯୋଜନାରେ ପୁରୀ ଜିଲ୍ଲାରେ ତିଆରି ହେବ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ | ଏହି ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ ୬୩୯ କୋଟି ୧୬ ଲକ୍ଷ ଟଙ୍କା ମଂଜୁର କରିଛନ୍ତି  । ଏହି ପ୍ରକଳ୍ପକୁ ଗତକାଲି କ୍ୟାବିନେଟରେ ମିଳିଛି ମଞ୍ଜୁରୀ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୀ…

ଆମେରିକା ଜଙ୍ଗଲରେ ଭୟଙ୍କର ନିଆଁ, ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି

ନୂଆଦିଲ୍ଲୀ : ହାୱାଇ ଜଙ୍ଗଲରେ ଭୟଙ୍କର ନିଆଁ। ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି । ମାଉଇର ହାୱାଇନ ଆଇଲ୍ୟାଣ୍ଡରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ନିଆଁ ୬୭ଜଣଙ୍କ ଜୀବନ ନେଲାଣି। ଆଇଲ୍ୟାଣ୍ଡର ମୁଖ୍ୟ ପର୍ଯ୍ୟଟନ ସହର ଲାହାଇନା ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି । ବାତ୍ୟାରେ ଭୀଷଣ ପବନ…

ପାକିସ୍ତାନ ଓ ଚୀନ୍‌ଠାରୁ ବିପଦ: ଶ୍ରୀନଗର ବିମାନ ବନ୍ଦରରେ ନିୟୋଜିତ ହେଲା ମିଗ୍-୨୯ ଯୁଦ୍ଧ ବିମାନ ସ୍କ୍ୱାଡ୍ରନ୍

ଶ୍ରୀନଗର: ଭାରତର ଦୁଇ ପାର୍ଶ୍ୱରେ ରହିଛି ପାକିସ୍ତାନ ଏବଂ ଚୀନ। ଉଭୟ ଦେଶ ଭାରତର ଶତ୍ରୁ। ଏହି ଦୁଇ ଦେଶ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ସେନାଙ୍କୁ ବର୍ଷ ତମାମ ଅତ୍ୟଧିକ ସତର୍କ ରହିବାକୁ ପଡେ। ଜମ୍ମୁ-କାଶ୍ମୀର, ଲଦାଖରେ ପଡ଼ୋଶୀ ପାକିସ୍ତାନ ଏବଂ ଚୀନ୍ ଠାରୁ ଭାରତ…

ଆଜି ବିଶ୍ୱ ହସ୍ତୀ ଦିବସ, ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆଜି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ…

ନବୋଦୟ ବିଦ୍ୟାଳୟର ୭୦ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ସମ୍ବଲପୁର: ନବୋଦୟ ବିଦ୍ୟାଳୟର ୭୦ ଛାତ୍ରଛାତ୍ରୀ ଅସୁସ୍ଥ। ସମ୍ବଲପୁର ଗୋଶାଲାସ୍ଥିତ ନବୋଦୟ ବିଦ୍ୟାଳୟର ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ରାତିରେ ଛାତ୍ରଛାତ୍ରୀ ରାତ୍ରୀ ଭୋଜନ ଖାଇ ସାରିବା ପରେ ହଠାତ ଜଣକ ପରେ ଜଣେ ଅସୁସ୍ଥ ହୋଇପଡ଼ିଥିଲେ। ପେଟ…

ଏଣିକି ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିଲେ ଉଠାଇ ନେବ ବିଏମସି

ଭୁବନେଶ୍ୱର: ଏଣିକି ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିଲେ ଉଠାଇ ନେବ ବିଏମସି। ଗୋରୁ-ଗାଈଙ୍କ ମାଲିକ ନେବାକୁ ଚାହିଁଲେ ନିଆଯିବ ଆଇନଗତ ପଦକ୍ଷେପ। କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ରାସ୍ତାରେ ଗୋରୁ-ଗାଈଙ୍କ ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଥିବାରୁ…

ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗିଦେଲେ ବସା: ନନ୍ଦନକାନନ ଆସିଲେ ୭୫ ଧଳା ବଗ

ଭୁବନେଶ୍ୱର: ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗି ଦେଲେ ଶତାଧିକ ବଗ ବସା। ଫଳରେ ବଗ ଶାବକ ଉଡ଼ି ନପାଡି ତଳେ ପଡ଼ିଗଲେ। ଉଦ୍ଧାର କଲେ ନନ୍ଦନକାନନର ପୂର୍ବତନ ଉପନିର୍ଦ୍ଦେଶକ। ବଡ଼ଗଡ଼ ନିକଟରେ ଏକ ବରଗଛରେ ଶଧାଧିକ ଧଳା ବଗ ବସା କରିଥିଲେ। ଏଠାରେ ରାସ୍ତା ସମ୍ପ୍ରାସରଣ ଲାଗି ଗଛଟିକୁ କାଟି…

ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍) ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିର ଶୁଭାରମ୍ଭ କରିଛନ୍ତି । ଏହି ଏନଏପିଏସ ଅଧୀନରେ ୧ ଲକ୍ଷ…