Latest Odisha News

BREAKING NEWS

Browsing Category

ଫିଚର

ରକୀ ଔର ରାନୀ କି ପ୍ରେମ କାହାନୀ ରିଲିଜ ପରେ କରନଙ୍କୁ ପରୋକ୍ଷରେ ସମାଲୋଚନା କଲେ କଙ୍ଗନା

ମୁମ୍ବାଇ: ରଣବୀର ସିଂ ଓ ଆଲିୟା ଭଟ୍ଟ ଅଭିନୀତ ରକୀ ଔର ରନୀ କି ପ୍ରେମ କାହାନୀ ରିଲିଜ ହୋଇଯାଇଛି । ପ୍ରଥମ ଦିବସରେ ଫିଲ୍ମ ଉତ୍ସାହଜନକ କଲେକ୍ସନ କରି ନାହିଁ । ଇତି ମଧ୍ୟରେ କୁଇନ କଙ୍ଗନା ରାନାୱତଙ୍କ ସୋସିଆଲ ମିଡିଆ ମେସେଜ ଚର୍ଚ୍ଚାର କାରଣ ସାଜିଛି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ…

ମିଳିମିଶି ଲାଞ୍ଚ ନେଉଥିଲେ ଆଇଆଇସି ଓ ଏଏସ୍ଆଇ: ମାଡ଼ି ବସିଲା ଭିଜିଲାନ୍ସ

ଜୟପୁର: ରକ୍ଷକ ହୋଇ ଭକ୍ଷକ ସାଜିଥିଲେ । ଲୋକଙ୍କୁ ସୁରକ୍ଷା ଦେବା ଦାୟିତ୍ୱ । ହେଲେ ଟଙ୍କା ଲୋଭରେ ସୁରକ୍ଷା ବିପନ୍ନ କଲେ ।  ମିଳିମିଶି ଲାଞ୍ଚ ନେଉଥିଲେ । ରେଡ ହାଣ୍ଡରେ ଧରିଲା ଭିଜିଲାନ୍ସ  । ଏବେ ଜାଲରେ ପଡିଛନ୍ତି ଦଶମନ୍ତପୁର ଆଇଆଇସି ଓ ଏଏସଆଇ ଉଭୟେ। ସାମାନ୍ୟ ମାମଲାର ରଫା ଦଫା…

ରାହୁଲଙ୍କ ବାହାଘର ପାଇଁ ଝିଅ ଖୋଜିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ:କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋନିପତର କିଛି ମହିଳା ଚାଷୀଙ୍କ ସହ ସାକ୍ଷାତର ଏକ   ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ମହିଳା ଜଣେ ମହିଳା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ମହିଳା ଚାଷୀ ଜଣକ ସୋନିଆଙ୍କୁ…

ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୧୮ ମୃତ, ୧୨ ନିଖୋଜ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। କିଛି ସ୍ଥାନରେ ପରିସ୍ଥିତି ଏମିତି ହୋଇଛି ଯେ ସେନା ହେଲିକପ୍ଟର ଏବଂ ଏନ୍‌ଡିଆରଏଫ୍‌ ଦ୍ଵାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେଲେଙ୍ଗାନାର ଜୟଶଙ୍କର ଭୁପାଲପାଲ୍ଲି ଜିଲ୍ଲା ଅଧୀନସ୍ଥ…

୨୦୨୪ ଟି୨୦ ବିଶ୍ୱକପ ତାରିଖ ଘୋଷିତ

ନୂଆଦିଲ୍ଲୀ: ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟର ତାରିଖ ଆଜି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଆମେରିକା ଓ ୱେଷ୍ଟଇଣ୍ଡିରେ ଏହା ୪ରୁ ୩୦ ଜୁନ ପର୍ଯ୍ୟନ୍ତ ଖେଳାଯିବ । ୧୦ଟି ସହରରେ ୨୭ ଦିନ ଧରି ୨୦ ଟିମ ମଧ୍ୟରେ ୫୫ଟି ମୁକାବିଲା ହେବ । ୧୪୭ ବର୍ଷ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା…

ସାମ୍ନାକୁ ଆସିଲା ଗୋପାଳ ଜମାନବନ୍ଦୀର ଦସ୍ତାବିଜ: ନବଙ୍କ ବାହୁବଳି ସାମ୍ରାଜ୍ୟର କଲା ପର୍ଦ୍ଦାଫାଶ

ଭୁବନେଶ୍ୱର:ନବ ଦାସ ବହୁତ ଅନ୍ୟାୟ କରୁଥିଲା । ଧମକଚମକ ଦେଉଥିଲା ।  ସରକାରୀ କର୍ମଚାରୀ ହେଉ ବାନ ପୋଲିସ, ସମସ୍ତଙ୍କୁ ଧମକ ଦେଇ କାମ ଆଦାୟ କରୁଥିଲା । ଗୁଣ୍ଡାଗିରି କରୁଥିବା ତା ପିଲାମାନେ ଗିରଫ ହେଲେ ସେମାନଙ୍କୁ ଛାଡିଦେବା ପାଇଁ ଚାପ ପକାଉଥିଲା । ଜମାନବନ୍ଦୀବେଳେ ମନ୍ତ୍ରୀ ନବଦାସଙ୍କ…

ମଣିପୁର ଗସ୍ତରେ ଇଣ୍ଡିଆ ମେଣ୍ଟର ସଦସ୍ୟ, ପୂର୍ବରୁ ରାହୁଲ ଗାନ୍ଧୀ ଘଟଣାସ୍ଥଳକୁ ଯାଇଥିଲେ

ନୂଆଦିଲ୍ଲୀ: ମଣିପୁର ଗସ୍ତରେ ଇଣ୍ଡିଆ ମେଣ୍ଚର ସଦସ୍ୟ। ଆଜି ଓ ଆସନ୍ତାକାଲି ଦୁଇ ଦିନ ହିଂସା ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବେ। ମଣିପୁର ହିଂସା ପ୍ରସଙ୍ଗ ସଂସଦର ଉଭୟ ଗୃହରେ ପ୍ରତିଦିନ ବିତର୍କ ହେଉଛି। ଏହି କାରଣରୁ ଲୋକସଭାର ପ୍ରକ୍ରିୟା ପ୍ରତିଦିନ ସ୍ଥଗିତ ରଖାଯାଉଛି। ବିରୋଧୀ…

ଆଜି ପବିତ୍ର ହରିଶୟନ ଏକାଦଶୀ, ୪ମାସ ଯାଏଁ ଶୋଇବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ହରିଶୟନ ଏକାଦଶୀ ଉପଲକ୍ଷେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶୟନ ନୀତି। ପରମ୍ପରା ଅନୁଯାୟୀ, ଆଜି ଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ହରି ହେଉଛନ୍ତି ବିଷ୍ଣୁ।…

ବିଜେପିରେ ରାଷ୍ଚ୍ରୀୟ ଉପାଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡା ତୃତୀୟ ଥର ପାଇଁ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଶନିବାର ଏହାର କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତୃତୀୟ ଥର ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବୈଜୟନ୍ତ ଏବେ ଦିଲ୍ଲୀର ପ୍ରଭାରୀ ସହିତ ଆସାମର…

ଆଜି ମହରମ୍, ଭଦ୍ରକରେ ୨୫ ପ୍ଲାଟୁନ ପୋଲିସ ମୁତୟନ

ଭୁବନେଶ୍ଵର: ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ମହରମ । ବର୍ଷର ଚାରିଟି ପବିତ୍ର ମାସ ମଧ୍ୟରୁ ଏହା ହେଉଛି ଅନ୍ୟତମ । ରମଜାନ ପରେ ଏହା ଦ୍ୱିତୀୟ ପବିତ୍ର ମାସ । ଏହି ମାସରେ ମୁସଲମାନମାନେ ଉପବାସ ପାଳନ କରିଥାନ୍ତି । ଶିୟା ମୁସଲମାନମାନେ ମାସ ସାରା ରୋଜା ପାଳନ କରିଥାନ୍ତି ।…