Latest Odisha News

BREAKING NEWS

Browsing Category

ଫିଚର

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ମନୋଜ ତିୱାରୀ

କୋଲକାତା: ଭାରତୀୟ କ୍ରିକେଟର ମନୋଜ ତିୱାରୀ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ତିୱାରୀ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଟିମ ଇଣ୍ଡିଆ ପକ୍ଷରୁ ୨୦୧୫ରେ ସେ ଶେଷ ଥର ପାଇଁ ଖେଳିଥିଲେ । ୨୦୨ରେ ତାଙ୍କ ନେତୃତ୍ୱରେ…

୨୦୨୪ ଲୋକସଭା ନିର୍ବାଚନ ଲଢିବେ ସୀମା ହାଇଦର; ଜାଣନ୍ତୁ, କେଉଁ ଦଳ ଦେବ ଟିକେଟ

ନୂଆଦିଲ୍ଲୀ:ସୀମା ହାଇଦରକୁ ନେଇ ଚର୍ଚ୍ଚା ଥମୁନି । ନିଜର ୪ ସନ୍ତାନ ସହ ବିନା ପାସପୋର୍ଟରେ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରର ପ୍ରେମ କାହାଣୀରେ ଏବେ ରାଜନୈତିକ ରଙ୍ଗ ଲାଗିଲାଣି । ପ୍ରେମ ପାଇଁ ଭାରତ ଛାଡି ଅଞ୍ଜୁ ପାକିସ୍ତାନ ଯିବା ପରେ ତାକୁ ସେଠାରେ ଚାକିରିଠାରୁ ଆରମ୍ଭ କରି…

ବଢିଲା ରୋଗୀଙ୍କ ଖାଦ୍ୟ ଅନୁଦାନ: ଦୈନିକ ଖାଦ୍ୟ ୮୫ରୁ ୧୧୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ଡାକ୍ତରଖାନାରେ ରୋଗୀଙ୍କୁ ମିଳିବ ଉତ୍ତମ ଖାଦ୍ୟ । ସ୍ୱାଦିଷ୍ଟ ଆଉ ପୁଷ୍ଟିକର ଖାଦ୍ୟ । ଏଥିପାଇଁ ଖର୍ଚ୍ଚ କରିବେ ସରକାର ।   ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟେରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି ।…

ମେଟା ଲଞ୍ଚ କଲା ଏଆଇ ଟୁଲ୍, ଟେକ୍ସଟ୍ ଲେଖିଲେ ସୃଷ୍ଟି ହୁଏ ସ୍ୱର

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେଟା ଉପଭୋକ୍ତାମାନଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଏଆଇ ଟୁଲ୍ ଆସିଛି। ଏହି ଟୁଲର ନାମ ହେଉଛି ଅଡିଓକ୍ରାଫ୍ଟ। ଯେଉଁମାନେ ପ୍ରଫେସନାଲ ମ୍ୟୁଜିସିଆନ ଏବଂ ଯେଉଁ ବ୍ୟକ୍ତି ମ୍ୟୁଜିକ୍ ତିଆରି କରିବା ପାଇଁ ଚାହୁଁଛନ୍ତି ସେମାନେ ପାଇଁ ଏହି ଟୁଲ୍ ବ୍ୟବହାର କରି ଲାଭବାନ ହେବେ।…

ଲୋକସଭାରେ ଦିଲ୍ଲୀ ବିଲ୍କୁ ନେଇ ଶାହଙ୍କ ବୟାନ; ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ନେହରୁ ବି ବିରୋଧ…

ନୂଆଦିଲ୍ଲୀ:ଲୋକସଭାରେ ଗତ ମଙ୍ଗଳବାର ଆଗତ ଦିଲ୍ଲୀ ଉପରେ ଆଜି ଅର୍ଥାତ ଗୁରୁବାର ଲୋକସଭାରେ ଚର୍ଚ୍ଚା ହୋଇଛି ।ଏ ସମ୍ପର୍କରେ ଆଲୋଚନା କରି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଜବାହରଲାଲ ନେହରୁ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବି…

ଜୀବିତଙ୍କୁ କାଗଜପତ୍ରରେ ମୃତ ଦର୍ଶାଇ ନିର୍ମାଣ ଶ୍ରମିକଙ୍କ ସହାୟତା ଅର୍ଥ ହଡ଼ପ ପାଇଁ ମସୁଧା

ନବରଙ୍ଗପୁର (କେ. ସନ୍ତୋଷ): ଦାଦନ ପ୍ରବଣ ନବରଙ୍ଗପୁର ଜିଲ୍ଲାର ନିରୀହ ଲୋକଙ୍କ ସରଳତାର ଫାଇଦା ଉଠାଉଛନ୍ତି ଦଲାଲ । ବାହାର ରାଜ୍ୟକୁ ଦାଦନ ଖଟାଇବାକୁ ନେଇ ଶୋଷଣ କରୁଥିବା ବେଳେ ଏବେ ଜୀବିତଙ୍କୁ ମୃତ ଦର୍ଶାଇ ସରକାରୀ ସହାୟତା ହଡ଼ପ ପାଇଁ ଚକ୍ରାନ୍ତ କରିଛନ୍ତି । ୟେ ହେଉଛନ୍ତି ନବରଙ୍ଗପୁର…

ଅବତରଣ ବେଳେ ବିମାନ ଟାୟାରରେ ଲାଗିଲା ନିଆଁ, ୧୯୦ ଯାତ୍ରୀ ସ୍ଥାନାନ୍ତର

ୱାଶିଂଟନ: ଅବତରଣ କରିବା ସମୟରେ ବିମାନ ଟାୟାରରେ ଲାଗିଲା ନିଆଁ। ଡେଲଟା ଏୟାରଲାଇନ୍ସର ବିମାନରେ ଥିଲେ ୧୯୦ ଯାତ୍ରୀ। ବିମାନକୁ ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜ୍ୟାକସନ ଅନ୍ତର୍ଜାତୀୟ ବିମାନବନ୍ଦରର ଟାର୍ମାକରେ ୧୯୦ ଯାତ୍ରୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଛି। ଏନେଇ ସୂଚନା ଦେଇଛନ୍ତି ଫେଡେରାଲ…

୧୫ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ, ଖୋଲିଲାନି ସୋ ରୁମ୍

ଭୁବନେଶ୍ୱର: ବଢିବ ଗହଳି ଆଉ ପୁଣି ଜମିବ କିଣାବିକା । ଖୋଲିଲା ୟୁନିଟ୍ ୨ ମାର୍କେଟ୍ ବିଲ୍ଡିଂ । ହେଲେ ଖୋଲିଲାନି ସୋ ରୁମ୍ । ମାକେର୍ଟ୍ ବିଲ୍ଡିଂର କେବଳ ରିଟେଲ୍ ଦୋକାନ ଗୁଡିକ ଖୋଲିଲା । ମାତ୍ର ମାର୍କେଟ୍ ବିଲ୍ଡିଂ ଭିତରେ ଥିବା ପ୍ରମୁଖ ସୋ ରୁମ୍ ଗୁଡିକ ଖୋଲିନି । କାରଣ ଏ…

୭ ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ଇରାନ, ମାଛ ଧରିବା ସମୟରେ ଭୁଲିଯାଇଥିଲେ ପଥ

ଥିରୁଭାନନ୍ତପୁରମ୍: ଇରାନ ନୌସେନା ଦ୍ୱାରା ଗିରଫ ହୋଇଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଇରାନ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗିରଫ ହୋଇଥିବା ୭ ଭାରତୀୟ ମତ୍ସଜୀବୀଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ସମସ୍ତ ମତ୍ସ୍ୟଜୀବୀ କେରଳର…