Latest Odisha News

BREAKING NEWS

Browsing Category

ଫିଚର

ଏହି କମ୍ପାନୀରେ କେବଳ ଗେମ୍ ଖେଳିଲେ ମିଳିବ ସପ୍ତାହକୁ ୩ ଲକ୍ଷ ଟଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେଉଁମାନେ ଗେମ୍ ଖେଳିବାକୁ ପସନ୍ଦ କରନ୍ତି କେବଳ ସେମାନେ ପାଇବେ ଚାକିରି। ଖବରଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଦୁନିଆରେ ଆପଣ ବିଭିନ୍ନ ପ୍ରକାର ଚାକିରି ବିଷୟରେ ଶୁଣିଥିବେ, କିନ୍ତୁ ଯେଉଁମାନେ ଗେମ୍ ଖେଳନ୍ତି ସେମାନେ କେବଳ ଏହି ଚାକିରି କରିପାରିବେ ଏପରି କଥା ଆପଣ…

ଏମିତି ନଦୀ ଯେଉଁଠି ୨୪ ଘଣ୍ଟା ପ୍ରବାହିତ ହୁଏ ଗରମ ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ; ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । ତେବେ  ନଦୀକୁ ନେଇ ସାରା ବିଶ୍ୱରେ ଅନେକ ରହସ୍ୟ ରହିଛି । କେଉଁଠି ବେଳେ ବେଳେ ନଦୀର ପାଣି ରକ୍ତ ଭଳି ଦେଖାଯାଉଛି ତ କେଉଁଠି ଅନବରତ ବନ୍ୟା ହେବା ଭଳି ପାଣି…

ହଲରେ ଆଲିଆ ରଣବୀରଙ୍କ ଯାଦୁ, ନବମ ଦିନରେ କଲା ବମ୍ପର କଲେକ୍ସନ

ମୁମ୍ବାଇ: କରଣ ଜୋହରଙ୍କ ନିର୍ଦ୍ଦେଶିତ ରଣବୀର ଓ ଆଲିଆଙ୍କ ଅଭିନୀତ ରୋମାଣ୍ଟିକ ଡ୍ରାମା ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ବକ୍ସ ଅଫିସରେ ଧମାକା କରୁଛି । ରକି ଏବଂ ରାନୀଙ୍କ ଲଭଷ୍ଟୋରୀ ଫିଲ୍ମ ରିଲିଜ୍ ହେବାର ୯ ଦିନ ବିତିଗଲାଣି । ତଥାପି କମିନି ଫିଲ୍ମର କ୍ରେଜ । ଦ୍ଵିତୀୟ ସପ୍ତାହର…

ବ୍ରିଜ ଉପରୁ ତଳକୁ ଠେଲିଦେଲେ ମା’ଙ୍କ ପ୍ରେମିକ: ଜାଣନ୍ତୁ, ବୁଦ୍ଧି ବଳରେ କେମିତି ଜୀବନ ବଞ୍ଚାଇଲା କୁନିଝିଅ

ଗୁଣ୍ଟୁର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଜଣେ ୧୩ ବର୍ଷର ନାବାଳିକାଙ୍କୁ ତାଙ୍କ  ମା’ଙ୍କ ଲିଭ ଇନ୍ ପାର୍ଟନର  ବ୍ରିଜ ଉପରୁ ତଳକୁ ଠେଲି ଦେଲେ । ହେଲେ କୁନିଝିଅଟିର ସାହସ ଏବଂ ଧୈର୍ଯ୍ୟକୁ ଶତ ସଲାମ । ଝିଅଟି କିପରି ଜୀବନ ବଞ୍ଚାଇଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।  ମୃତ୍ୟୁର କରାଳ…

ଟ୍ରାଫିକ ଯୋଗୁଁ ପ୍ରତିବର୍ଷ ୨୦ ହଜାର କୋଟି କ୍ଷତି ସହୁଛି ବେଙ୍ଗାଲୁରୁ: ଅଧ୍ୟୟନ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ବୈଷୟିକ ଶିଳ୍ପ ଏବଂ ଭିଡ଼ ପାଇଁ ବେଶ୍ ଜଣାଶୁଣା। ଏଠାରେ ଟ୍ରାଫିକ ସମସ୍ୟା ମଧ୍ୟ ବହୁତ ଅଧିକ। ଏହି ଟ୍ରାଫିକ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି, ଟ୍ରାଫିକ ଜାମ୍ ଯୋଗୁଁ ପ୍ରତିବର୍ଷ ସହରକୁ ପ୍ରାୟ ୨୦…

ପ୍ରେମିକ ଉପରେ ରାଗିଯାଇ ୮୦ ଫୁଟ୍ ଟାଓ୍ବାରରେ ଚଢିଲା ପ୍ରେମିକା, ପଛେ ପଛେ ପ୍ରେମିକ ବି

ରାୟପୁର : ଗରେଲା ପେଣ୍ଡ୍ରା ମାରଓ୍ବା ଜିଲ୍ଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଝିଅ ନିଜ ବୟଫ୍ରେଣ୍ଡ ଉପରେ ରାଗି ଯାଇ ପାଓ୍ବାର ଲାଇନର ୮୦ ଫୁଟ ଉଚ୍ଚ ଟାଓ୍ବାର ଉପରେ ଚଢି ଯାଇଛି । ଏହି ଘଟଣାର ଭିଡିଓ ବତ୍ତର୍ମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରେମିକ ଜଣକ ମଧ୍ୟ…

ଦିନିକିଆ ବିଶ୍ୱକପ କ୍ରିକେଟ: ୧୮ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଅଷ୍ଟ୍ରେଲିଆ ସମ୍ଭାବ୍ୟ ୧୮ଜଣିଆ ଦଳ ଘୋଷଣା କରିଛି । ପ୍ୟାଟ କୁମିନ୍ସ ଦଳର ନେତୃତ୍ୱ ନେଇଥିବା ବେଳେ ଷ୍ଟାର ଖେଳାଳି ମାର୍ନସ ଲାବୁସେନଙ୍କୁ ସୁଯୋଗ ମିଳିନି । ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ଟିମକୁ ୨୮ ସେପ୍ଟମ୍ବର…

ସଦସ୍ୟତା ହରାଇ ପାରନ୍ତି ବିଜେପି ସାଂସଦ ରାମଶଙ୍କର କଠେରିୟା

ନୂଆଦିଲ୍ଲୀ; ଉତ୍ତରପ୍ରଦେଶ ଇଟାବାର ବିଜେପି ସାଂସଦ ରାମଶଙ୍କର କଠେରିୟାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଆଗ୍ରା ସ୍ଵତନ୍ତ୍ର କୋର୍ଟ । ଏଯାବତ୍ ଏହି ଦଣ୍ଡାଦେଶ ଆଦେଶ ଲୋକସଭା ପର୍ଯ୍ୟନ୍ତ ପହଞ୍ଚିନାହିଁ । କୋର୍ଟର ଏହି ଆଦେଶ ମିଳିବା ପରେ ରାମଶଙ୍କର କଠେରିୟାଙ୍କ ସଂସଦର ସଦସ୍ୟ ପଦ…

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ: ଏମର୍ଜେନ୍ସି ୱାର୍ଡ ପାଖରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ଏମର୍ଜେନ୍ସି ୱାର୍ଡ ପାଖରେ ଲାଗିଗଲାନ ନିଆ । ଦମକଳ ବିଭାଗର ୮ଟି ଗାଡି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଦିଲ୍ଲୀ ଏମ୍ସର ଏମର୍ଜେନ୍ସି ୱାର୍ଡ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ସୋମବାର ଦିନ ପ୍ରାୟ ୧୧.୫୪ରେ ଏହି ଅଗ୍ନିକାଣ୍ଡ…

ପ୍ରଥମ ପୋଷ୍ଟପାର୍ଟମ ମେଡିସିନକୁ ମିଳିଲା ଅନୁମୋଦନ; ଦୂର ହେବ ପ୍ରସବ ପରର ଅବସାଦ

ନୂଆଦିଲ୍ଲୀ:  ଗର୍ଭାବସ୍ଥା କିମ୍ବା ପ୍ରସବ ପରର ଅବସାଦକୁ ଦୂର କରିବାର ପ୍ରଥମ ଔଷଧକୁ ଅନୁମୋଦନ ମିଳିଛି । ଆମେରିକାର ଏକ ନାମିଦାମୀ କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି । ମାତୃତ୍ବ ଜଣେ ମହିଳା ପାଇଁ ସୌଭାଗ୍ୟର ବିଷୟ । କିନ୍ତୁ ଗର୍ଭାବସ୍ଥା ଅବଧି ସମୟ କିମ୍ବା ପ୍ରସବ ପରେ ଅଧିକାଂଶ ମହିଳା…