Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

କମ ଟଙ୍କାରେ ଚମତ୍କାର ଅଫର ! ୫୧ ଟଙ୍କା ପ୍ଲାନରେ Jio ଦେଲା ଅସୀମିତ ଡାଟା

ମୁମ୍ବାଇ: ରିଲାଏନ୍ସ ଜିଓ ପୁଣି ଥରେ ପ୍ରମାଣ କରିଛି କାହିଁକି ଏହା ଦେଶର ସବୁଠୁ ଅଧିକ ମୋବାଇଲ ଗ୍ରାହକଙ୍କ ପସନ୍ଦ। କମ୍ ମୂଲ୍ୟରେ ଅଧିକ ଲାଭ ଦେବାରେ ଜିଓ ନିଜର ଅନନ୍ୟ ଶୈଳୀ ବଜାୟ ରଖି ମାତ୍ର ୫୧ ଟଙ୍କାରେ ଏକ ଏପରି ଡାଟା ପ୍ୟାକ୍ ଆରମ୍ଭ କରିଛି, ଯାହା ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଏକ…

Oppo Reno 12 ଉପରେ ୧୩ ହଜାର ଟଙ୍କାରୁ ଅଧିକ ଅଫର, ଫ୍ଲିପକାର୍ଟରେ ଖସିଲା ଦାମ

ଭୁବନେଶ୍ୱର: ଆପଣ କମ୍‌ ଖର୍ଚ୍ଚରେ ନିଜ ସ୍ମାର୍ଟଫୋନକୁ ଆପଗ୍ରେଡ କରିବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଓପୋ ରେନୋ ୧୨ ଉପରେ ଫ୍ଲିପକାର୍ଟରେ ଚାଲୁଥିବା ନୂଆ ଡିଲ୍‌କୁ ଆପଣ ନିଶ୍ଚିତ ଦେଖିବା ଉଚିତ। ଏହି ଷ୍ଟାଇଲିସ୍‌ ନୂଆ ଫୋନ୍‌ ଉପରେ ଏବେ ଚମତ୍କାର ରିହାତି ମିଳୁଛି, ଯାହା ଏହାକୁ କିଣିବା…

ଫରଚ୍ୟୁନର ଭଳି ଦୌଡିବ ଟିଭିଏସର ଏହି ଗାଡ଼ି…

ନୂଆଦିଲ୍ଲୀ: ଟିଭିଏସ ମୋଟର କମ୍ପାନୀ  ଏହାର ସୁପର ପ୍ରିମିୟମ୍ ମୋଟରସାଇକେଲ୍ ଆପାଚି RR310 ର 2025 ସଂସ୍କରଣ ଲଞ୍ଚ କରିଛି। ନୂତନ ସଂସ୍କରଣର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ₹୨,୭୭,୯୯୯ ଲକ୍ଷ। ଏହି ବାଇକ୍‌ ଏସିଆ ରୋଡ୍‌ ରେସିଂ ଚାମ୍ପିଅନସିପ୍‌ (ARRC)ରେ 1:49.742 ସେକେଣ୍ଡ ଲାପ୍‌…

AI ଫିଚର ଓ 50MP କ୍ୟାମେରା ସହ ଲଞ୍ଚ ହେଲା Samsung Galaxy M56 5G

ନୂଆଦିଲ୍ଲୀ:ସାମସଙ୍ଗ ଭାରତୀୟ ବଜାରରେ ଆଜି (ଗୁରୁବାର) Galaxy M56 5G ସ୍ମାର୍ଟଫୋନକୁ ଲଞ୍ଚ କରିଛି । ଯାହାକି କମ୍ପାନୀର M-ସିରିଜରେ ସବୁଠୁ ପତଳା ଫୋନ ହୋଇଛି । ଗୁରୁତ୍ୱପୂର୍ଣ୍ଣ ଫିଚର ବିଷୟରେ କହିବାକୁ ଗଲେ, ଏହି ସାମସଙ୍ଗ ମୋବାଇଲ୍ ଫୋନଟି 50MP ଟ୍ରିପଲ୍ ରିଅର୍ କ୍ୟାମେରା ସେଟଅପ୍, AI…

ଆସିଗଲା ଘୋଡା ପରି ୪ଗୋଡ ବିଶିଷ୍ଟ ବାଇକ୍ ! ଦେଖନ୍ତୁ Kawasakiର ଇନୋଭେସନ୍

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଆପଣ କାୱାସାକି(Kawasaki)କୁ ଏକ ଦମଦାର ସ୍ପୋର୍ଟସ୍ ବାଇକ୍ ତିଆରି କରୁଥିବା କମ୍ପାନୀ ଭାବରେ ଜାଣିଥିବେ, କିନ୍ତୁ ଏଥର କମ୍ପାନୀ ଏପରି କିଛି କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜାପାନର ଓସାକା କାନସାଇ ଏକ୍ସପୋ ୨୦୨୫ରେ କାୱାସାକି ପରବର୍ତ୍ତୀ…

କମ୍ ବଜେଟରେ ଷ୍ଟାଇଲସ୍ ପେନ୍ ସପୋର୍ଟର ଫୋନ୍ ଲଞ୍ଚ କଲା ମୋଟୋରୋଲା; ଜାଣନ୍ତୁ ଫିଚର

ନୂଆଦିଲ୍ଲୀ: ମୋଟୋରୋଲା (Motorola) ଆଜି ଭାରତରେ ଏହାର ଷ୍ଟାଇଲସ୍ ସ୍ମାର୍ଟଫୋନ୍ Moto Edge 60 STYLUS ଲଞ୍ଚ କରିଛି। କମ୍ପାନୀ ମଧ୍ୟ ଏହି ନୂଆ ହ୍ୟାଣ୍ଡସେଟ୍‌ରେ ଏଆଇ ଫିଚର ଆଣିଛି । ଯେପରିକି Sketch to Image, AI styling ଓ ସ୍ମାର୍ଟ ସପିଂ ଲାଗି Glance AI ରହିଛି । 5000mAh…

ନମ୍ବର ସେଭ୍ ନଥିଲେ ମଧ୍ୟ ହ୍ୱାଟ୍ସଆପରେ ଆସିବ ସମସ୍ତ କଲ୍, ଏହି ଟ୍ରିକ୍ ଆପଣାନ୍ତୁ..

ନୂଆଦିଲ୍ଲୀ: ଅନେକ ସମୟରେ, ଫୋନ୍ ଏବଂ ହ୍ୱାଟ୍ସଆପରେ ଭିନ୍ନ ଭିନ୍ନ କଲ୍ ଆସିବା ଯୋଗୁଁ ଆପଣ ବିଚଳିତ ହୋଇଥାନ୍ତି । କିନ୍ତୁ ଏପରି ହେବ କି ସମସ୍ତ କଲ୍ ହ୍ବାଟସଆପ୍ ରେ ଆସିବ ଏବଂ ଆପଣଙ୍କୁ ଆପ୍ ଖୋଲିବାକୁ ମଧ୍ୟ ପଡିବ ନାହିଁ? କିନ୍ତୁ ଏହା କିପରି ହେବ? ଆପଣ ଏହା ସହଜରେ କରିପାରିବେ, ଏଥିପାଇଁ…

ହ୍ୱାଟସଆପର ନୀଳ ଗୋଲାକାର କେଉଁ କାମ କରିଥାଏ, ଜାଣନ୍ତୁ…

ନୂଆଦିଲ୍ଲୀ: କୋଟି କୋଟି ୟୁଜରଙ୍କ ପାଇଁ ହ୍ୱାଟସଆପରେ ନୂଆ ନୂଆ ଫିଚର୍ ଆସୁଛି ଯାହା ୟୁଜରଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ କାମ କରିବ । ଆପଣ ହ୍ୱାଟ୍ସଆପ୍ ଆପ୍ ବ୍ୟବହାର କରିବା ସମୟରେ ଏଥିରେ 'ନୀଳ ଗୋଲାକାର' ଅନେକ ଥର ଦେଖିଥିବେ, କିନ୍ତୁ ଆପଣ କ'ଣ ଜାଣନ୍ତି ଯେ ଏହି ନୀଳ ଗୋଲାକାର କ'ଣ…

ୱାଗନଆରର ପ୍ରତ୍ୟେକ ମଡେଲରେ ୬-ଏୟାରବ୍ୟାଗ୍ ସୁରକ୍ଷା

ହାଇଦ୍ରାବାଦ:ଭାରତର ସର୍ବାଧିକ ବିକ୍ରି ହେଉଥିବା କାର ମାରୁତି ସୁଜୁକି ୱାଗନଆର (Maruti Suzuki WagonR)ଏବେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହୋଇଯାଇଛି। ଏବେ ମାରୁତି ୱାଗନଆରର ପ୍ରତ୍ୟେକ ମଡେଲରେ ଛଅଟି ଏୟାରବ୍ୟାଗ ରହିବ। ଗତ ୪ ଆର୍ଥିକ ବର୍ଷ ଧରି ଭାରତୀୟ ବଜାରରେ ମାରୁତି ୱାଗନଆର…

ଚୋରୀ ଗାଡିକୁ ଏବେ ଟ୍ରାକ କରିବା ସହଜ, ଆସିଲା ଏହି ଖାସ୍ ଡିଭାଇସ୍

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡା ଏବଂ ଏନସିଆର ଭଳି ଅଞ୍ଚଳରେ, କାର ଚୋରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉଚ୍ଚ-ସୁରକ୍ଷା ନମ୍ବର ପ୍ଲେଟ୍ ଥିବା ସତ୍ତ୍ୱେ, ଚୋରମାନେ ଗାଡ଼ି ଚୋରି କରିବା ପାଇଁ ନୂଆ ନୂଆ ଟ୍ରିକ୍ ଆପଣଉଛନ୍ତି । ପୋଲିସରେ ଅଭିଯୋଗ କରିବା ପରେ ମଧ୍ୟ ଅଧିକାଂଶ ଗାଡି…