Latest Odisha News

BREAKING NEWS

Browsing Category

ଖାଦ୍ୟ

ରକ୍ତ ପରୀକ୍ଷାରୁ ଜଣାପଡ଼ିବ ଆପଣଙ୍କ ମୃତ୍ୟୁ କେବେ ? ଜାଣନ୍ତୁ କ’ଣ ଏହି ଟେଷ୍ଟ

ନୂଆଦିଲ୍ଲୀ: ଆଧୁନିକ ଚିକିତ୍ସାରେ ରୋଗର ଚିକିତ୍ସା କରିବାଠାରୁ ଅଧିକ ଏବେ ତାହାର ପ୍ରାଥମିକ ସଙ୍କେତଗୁଡ଼ିକୁ ଧରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଦିଗରେ ଏକ ନୂଆ ଗବେଷଣାରେ ସଙ୍କେତ ମିଳିଛି ଯେ ରକ୍ତରେ ଉପସ୍ଥିତ କିଛି ବିଶେଷ ପ୍ରୋଟିନ୍ ଭବିଷ୍ୟତରେ ଗମ୍ଭୀର ରୋଗ ଏବଂ ମୃତ୍ୟୁ ଆଣିପାରେ।…

ମାତ୍ର ୫ ମିନିଟରେ ବ୍ଲଡ୍ ପ୍ରେସର୍ ବଢାଇ ଦେବ ଏହି ତିନୋଟି ଜିନିଷ, ଖାଇବା ପୂର୍ବରୁ ୧୦୦ ଥର ଭାବନ୍ତୁ

ଭୁବନେଶ୍ୱର: ଆଜିକାଲିର ଜୀବନଶୈଳୀରେ ହାଇ ବ୍ଲଡ୍ ପ୍ରେସର୍ (ଉଚ୍ଚ ରକ୍ତଚାପ) ଏକ ସାଧାରଣ କଥା ହୋଇଗଲାଣି। ହେଲେ ଏହା ଯେ କେତେବେଳେ ଜୀବନ ବି ନେଇପାରେ ସେ କଥା ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ। ଏହାକୁ ‘ନୀରବ ଘାତକ’ କୁହାଯାଏ କାରଣ ଏହାର ଲକ୍ଷଣଗୁଡ଼ିକ ଧୀରେ ଧୀରେ ପ୍ରକାଶ ପାଏ, କିନ୍ତୁ…

ଚମକଦାର ତ୍ୱଚା ପାଇଁ ଏହି ଫଳଗୁଡ଼ିକୁ ଖାଦ୍ୟରେ କରନ୍ତୁ ସାମିଲ …

ଭୁବନେଶ୍ବର: ଶୀତଦିନ ଆସିଗଲାଣି। ଏହି ଋତୁରେ ଅନେକ ଚର୍ମ ସମସ୍ୟା ହୋଇଥାଏ । ସାଧାରଣତଃ ଶୁଷ୍କତା,କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଯାଏ । କାରଣ ଥଣ୍ଡା, ଶୁଷ୍କ ପବନ ଏବଂ ଘର ଭିତରେ ଗରମ ହେବା ଦ୍ୱାରା ଚର୍ମର ଆର୍ଦ୍ରତା ନଷ୍ଟ ହୋଇଯାଏ। ଏହି ସମସ୍ୟାଗୁଡ଼ିକରୁ ରକ୍ଷା ପାଇବା ପାଇଁ ଆପଣଙ୍କ…

ଆପଣ ଚା’ ସହ ସିଗାରେଟ ନେଉଛନ୍ତି କି ? ତେବେ ଜୀବନ ମାତ୍ର ଏତିକି ଦିନ

ଭୁବନେଶ୍ୱର: ଆପଣ ଅନେକ ସମୟରେ ଦେଖିଥିବେ ଚା’ ଦୋକାନରେ ଅନେକ ଲୋକ ଚା’ ସହ ସିଗାରେଟ ଟାଣୁଥିବେ । ଅନେକଙ୍କ ଏହା ଅଭ୍ୟାସ ଥିବା ବେଳେ ଅନେତ ଏହାକୁ ଫ୍ୟାସନ ଭାବନ୍ତି । ହେଲେ ଏହା ଯେ କେତେବେଳେ ବି ଯେ ଜୀବନ ନେଇଯିବ କେହି ଜାଣନ୍ତି ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ…

ଜୀବନ ନେଇଯିବ ଏହି ୫ଟି ରୋଷେଇ ତେଲ ! ଜାଣନ୍ତୁ କେତେ କ୍ଷତି

ନୂଆଦିଲ୍ଲୀ: ଖାଇବା ତେଲ ବାଛିବା ପୂର୍ବରୁ ଆପଣ କଣ ଖୋଜନ୍ତି? ସ୍ୱାଦ କିମ୍ବା ସ୍ୱାସ୍ଥ୍ୟ? ଯଦି ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ତେଲ ବାଛନ୍ତି, ତେବେ ବଜାରରେ ଉପଲବ୍ଧ ଅନେକ ତେଲ ଯାହା ରକ୍ତଚାପ ନିୟନ୍ତ୍ରଣ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଦାବି କରନ୍ତି, କିନ୍ତୁ ଏହି…

ନବରାତ୍ରିରେ ଉପବାସ କଲେ ଏତେ ଫାଇଦା ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର: ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କ ନଅଟି ରୂପକୁ ପୂଜା କରାଯାଏ। ଉପବାସର ମଧ୍ୟ ବହୁତ ଗୁରୁତ୍ୱ ଅଛି। ଅନେକ ଲୋକ ନଅ ଦିନ ପାଇଁ ଉପବାସ ପାଳନ କରନ୍ତି। ସେମାନେ ଦିନକୁ ଥରେ କେବଳ ଖାଦ୍ୟ ଖାଆନ୍ତି, ଯେଉଁଥିରେ କ୍ଷୀର, ଦହି, ଫଳ, ବାଦାମ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ସମୟରେ ଅନେକ…

ରାତିରେ ଶୋଇବା ପୂର୍ବରୁ ଖାଉଛନ୍ତି ଏହି ସବୁ ଖାଦ୍ୟ, ନେଇଯିବ ଜୀବନ !

ନୂଆଦିଲ୍ଲୀ: ଆଜିକାଲି ନିଦ୍ରାହୀନତା ଏକ ସାଧାରଣ ସମସ୍ୟା ହେବାକୁ ଲାଗିଛି। ଅନେକ ଲୋକ ରାତିରେ ଭଲ ନିଦ ନପାଇ ଅନୁଭବ କରୁଛନ୍ତି ଅସୁସ୍ଥତା, ମାନସିକ ଅବସାଦ ଏବଂ ଦୁର୍ବଳତା। ଏହାର ମୁଖ୍ୟ କାରଣ ମଧ୍ୟରୁ ଗୋଟିଏ ହେଉଛି ରାତିରେ ଶୋଇବା ପୂର୍ବରୁ ଖାଦ୍ୟରେ ଅନିୟମିତତା। ଆସନ୍ତୁ ଜାଣିବା କେଉଁ…

ଆପଣଙ୍କର ହଠାତ୍ ମୁଣ୍ଡ ବୁଲାଉଛି କି ? ଆଶ୍ଚର୍ଯ୍ୟ କଲା ଡାକ୍ତରଙ୍କ କଥା

ନୂଆଦିଲ୍ଲୀ: ଆଧୁନିକ ଜୀବନଶୈଳୀରେ ଅନେକ ଲୋକ ହଠାତ୍ ମୁଣ୍ଡ ବୁଲାଇବା କିମ୍ବା ଭାରସାମ୍ୟ ହରାଇବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା କେବଳ ବୟସ୍କମାନଙ୍କୁ ନୁହେଁ, ବରଂ ଯୁବକ-ଯୁବତୀମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ଡାକ୍ତରମାନେ କହୁଛନ୍ତି ଯେ ଏହି ଲକ୍ଷଣ ସାଧାରଣତଃ ଥକ୍କାପଣ, ପାଣିର…

ଏହି ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ କ୍ୟାନସର ସଂଖ୍ୟା ବେଶି: ରିପୋର୍ଟ

ନୂଆଦିଲ୍ଲୀ: କର୍କଟ ବା କ୍ୟାନସର ଏକ ଗମ୍ଭୀର ରୋଗ । ଏହାର ଚିକିତ୍ସା ସମ୍ଭବ, ତଥାପି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର କାରଣ ଜୀବନଶୈଳୀ ବୋଲି ବିବେଚନା କରାଯାଉଛି । ଭାରତରେ ମଧ୍ୟ ଏହି ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଏକ ରିପୋର୍ଟରୁ ଜଣାପଡିଛି ଯେ…

ଫ୍ରିରେ ମିଳୁଥିବା ଏହି ପତ୍ର ବଢ଼ାଇ ଦେବ ରକ୍ତ, ଗୋଟିଏ ସପ୍ତାହରେ ରେଜଲ୍ଟ

ଭୁବନେଶ୍ୱର: ପ୍ରତିବର୍ଷ ୧ ରୁ ୭ ସେପ୍ଟେମ୍ବର ଯାଏ ରାଷ୍ଟ୍ରୀୟ ପୋଷଣ ସପ୍ତାହ ମନାଯାଏ। ଏହି ସପ୍ତାହକୁ ମନାଇବାର ଉଦ୍ଦେଶ୍ୟ ଲୋକମାନଙ୍କୁ ପୋଷକ ତତ୍ତ୍ୱଗୁଡ଼ିକୁ ଖାଦ୍ୟର ଅଂଶ ଭାବେ ସାମିଲ କରିବାକୁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ପୋଷଣ କିପରି ବଢ଼ାଯାଇପାରେ ତାହା ବିଷୟରେ ଜଣାଇବା।…