Latest Odisha News

BREAKING NEWS

Browsing Category

ଖାଦ୍ୟ

ନବରାତ୍ରୀ ବ୍ରତରେ ପ୍ରଚୁର ଶକ୍ତି ଦେବ ଏହି ସାତ୍ତ୍ବିକ ଖାଦ୍ୟ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଭୁବନେଶ୍ବର: ଚାଲିଛି ନବରାତ୍ରୀ । ଏହି ନଅ ଦିନିଆ ପର୍ବରେ ଭକ୍ତମାନେ ମାଆ ଦୁର୍ଗାଙ୍କୁ ନଅ ପ୍ରକାର ପୂଜା କରନ୍ତି । ଏହା ସହିତ ଅନେକ ଭକ୍ତ ମଧ୍ୟ ନଅ ଦିନ ଉପବାସ ପାଳନ କରନ୍ତି । ଏହି ଅବଧିରେ ପିଆଜ ଏବଂ ରସୁଣ ଖାଦ୍ୟ ଖାଇବା ନିଷେଧ । ଏପରି ପରିସ୍ଥିତିରେ ଭକ୍ତମାନେ ଫଳ ଓ ସାତ୍ତ୍ବିକ ଆହାର…

ଭାରତର ୨୮ଟି ରାଜ୍ୟର ଲୋକ ସକାଳର ଜଳଖିଆରେ ଖାଆନ୍ତି ଏହି ସବୁ….

ନୂଆଦିଲ୍ଲୀ: ସକାଳ ଜଳଖିଆ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କିଛି ଲୋକ ସକାଳେ ଉଠନ୍ତି ଏବଂ ଚା' ପିଇଥାନ୍ତି, ଆଉ କେତେକ କ୍ଷୀର, ଲସି କିମ୍ବା ଫଳ ରସରୁ ଆରମ୍ଭ କରନ୍ତି ଦିନ । ଯଦିଓ ଭାରତର ଲୋକଙ୍କ ଭାଷା, ଖାଦ୍ୟ ଅଭ୍ୟାସ, ଜୀବନଶୈଳୀ ଏବଂ ସଂସ୍କୃତି ଭିନ୍ନ ଅଟେ । ଜଳଖିଆରେ…

ଛତୁଆ ଦୁର୍ନୀତି: ସାବଧାନ୍! ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପରିପୂରକ ପୃଷ୍ଟି ଯୋଜନାରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଅନେକ କ୍ଷେତ୍ରରେ ଦେଖାଦେଇଛି ଯେ ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ହୋଇଥାଏ । ଯାହାକୁ ନେଇ ଆଜି…

ଉପକାରୀ ସଜନା ଛୁଇଁ, ଖାଇଲେ ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ ଆମ ଶରୀରରେ…

ପୁଣି ରାସନରେ ମିଳିବ ଚାଉଳ ସାଙ୍ଗକୁ ଗହମ

ଭୁବନେଶ୍ବର: ଏଣିକି ରାସନ କାର୍ଡ ହିତାଧିକାରୀମାନେ ପୁଣି ପାଇବେ ଗହମ । ରାସନକାର୍ଡରେ ଚାଉଳ ସହ ପୁଣି ଗହମ ମିଳିବ ବୋଲି କହି ବଡ ଘୋଷଣା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ରାସନରେ ଗହମ ମିଳିବ । ଏଥିପାଇଁ କେନ୍ଦ୍ର ଖାଉଟି କଲ୍ୟାଣ…

ଡିପ୍ରେସନ୍ରୁ ଦୁରେଇ ରଖେ ଏହି ଖାଦ୍ୟ..

ଭୁବନେଶ୍ଵର: ଡିପ୍ରେସନ୍ ହେଉଛି ମଣିଷର ଏକ ମାନସିକ ସ୍ଥିତି ବା ରୋଗ। ବର୍ତ୍ତମାନ ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ବଢ଼ିଚାଲିଛି ସଂଘର୍ଷ। କ୍ୟାରିୟର ହେଉ ବା ପରିବାର ସମସ୍ୟା, ଆର୍ଥିକ ବା ବ୍ୟକ୍ତିଗତ ସମସ୍ୟା ସବୁଠି ମଣିଷକୁ ଲଢ଼ିବାକୁ ପଡ଼େ। ହେଲେ ଯେବେ ଏହି ସବୁ ସମସ୍ୟା ମଣିଷକୁ ମାନସିକ…

ବର୍ଷାଦିନେ ମାଛ ଖାଉଥିଲେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ପ୍ରାୟତଃ ବ୍ୟକ୍ତି ମାଛ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏହାର ସ୍ବାଦ ମଧ୍ୟ ଭଲ ଅଟେ। କିନ୍ତୁ ଅଧିକାଂଶ ଲୋକ ମାଛ ଅପେକ୍ଷା ତାର ମୁଣ୍ଡ ଖାଇବାକୁ ଭଲ ପାଇଥାଆନ୍ତି। ମାଛ ମୁଣ୍ଡର ତରକାରୀ, ଛିଞ୍ଚଡା ଇତ୍ୟାଦି ପ୍ରସ୍ତୁତ କରି ଖାଆନ୍ତି। ମାଛ…

ଶରୀର ପାଇଁ ବରଦାନ ଗିଲୋଇ, ମଧୁମେହ ନିୟନ୍ତ୍ରଣ କରିବା ପାଇଁ କରନ୍ତୁ ବ୍ୟବହାର

ଭୁବନେଶ୍ଵର: ଆମେ ପ୍ରକୃତି କୋଳରୁ ଜନ୍ମିତ । ପ୍ରକୃତିରେ ଥିବେ ବିଭିନ୍ନ ଔଷଧିୟ ବୃକ୍ଷ ନାନା ପ୍ରକାରର ରୋଗରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସୁସ୍ଥ ଜୀବନଶୈଳୀ ପାଇଁ ପ୍ରକୃତିର ଏକ ବରଦାନ ହେଉଛି ଗୁଳୁଚି । ଯାହାକୁ ଗିଲୋଇ ମଧ୍ୟ କୁହାଯାଏ । ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ…

ସ୍ଵାସ୍ଥ୍ୟ ପାଇଁ ଉପକାରୀ ସଜନା ଶାଗ, ଏହି ରୋଗ ପାଇଁ ରାମବାଣ

ଭୁବନେଶ୍ଵର: ଆୟୁର୍ବେଦରେ ଏମିତି ଅନେକ ପନିପରିବା ରହିଛି ଯାହା ସ୍ଵାସ୍ଥ୍ୟ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ । ଏହିପରି ଏକ ପରିବା ହେଉଛି ସଜନା । ସଜନା ଗଛରେ ଚେରରୁ ପତ୍ର ପର୍ଯ୍ୟନ୍ତ ଅନେକ ଔଷଧିୟ ଗୁଣ ଭରି ରହିଛି । ଏହାର ପତ୍ର ଫଳ, ମଞ୍ଜି, ଛାଲ, ମୂଳ ଇତ୍ୟାଦି ସବୁ ବ୍ୟବହୃତ ହୁଏ।…

ପରମ୍ପରାରେ ପାନ

ଭୁବନେଶ୍ୱର : ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା । ରଜ ସହିତ ପାନ…