Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ପାଣିରେ ପଡ଼ିଯାଇଥିବା ମୋବାଇଲ ଚାଉଳ ଭିତରେ ରଖିବାକୁ କାହିଁକି କୁହାଯାଏ ? ଜାଣନ୍ତୁ କାରଣ

ଭୁବନେଶ୍ୱର: ଯେତେବେଳେ ମୋବାଇଲ ପାଣିରେ ପଡ଼ିଯାଏ, କୁହାଯାଏ ଯେ ମୋବାଇଲକୁ ଶିଖିଲା ଚାଉଳ ଭିତରେ ରଖିଦେବାକୁ। ଏହାଦ୍ୱାରା ମୋବାଇଫୋନ ଠିକ ହୋଇଯିବ। ହେଲେ ଏହା କେମିତି ସମ୍ଭବ ଯେ ପାଣିରେ ପଡ଼ିଯାଇଥିବା ମୋବାଇଲ ଚାଉଳ ଭିତରେ ରଖିଲେ ଠିକ୍ ହୋଇଯିବ । କୁହାଯାଏ ପାଣିରେ ପଡ଼ିଯାଇଥିବା ମୋବାଇ…

କଲୋଷ୍ଟ୍ରଲ କମ୍ କରିବ ଏହି ଫଳ! ଜାଣିଲେ କାଲିଠୁ ଖାଇବେ

ପ୍ରତିବର୍ଷ ଭାରତରେ ବହୁ ସଂଖ୍ୟକ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି, ତେଣୁ ଆମେ ସମସ୍ତେ ଏହି ମାରାତ୍ମକ ରୋଗ ବିଷୟରେ ସର୍ବଦା ସତର୍କ ରହିବା ଉଚିତ।ଆମ ଦେଶରେ, ଲୋକମାନେ ପ୍ରାୟତଃ ତେଲଯୁକ୍ତ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତି, ଯାହା ଯଦିଓ ସ୍ୱାଦିଷ୍ଟ ହୋଇପାରେ କିନ୍ତୁ ହାର୍ଟ ପାଇଁ ବହୁତ…

କ୍ରନିକ୍ କିଡନୀ ଡିଜିଜ୍ ରୁ କିପରି ପାଇବେ ରକ୍ଷା; ଜାଣନ୍ତୁ ଏକ୍ସପର୍ଟଙ୍କ ରାୟ

ନୂଆଦିଲ୍ଲୀ: କ୍ରନିକ୍ କିଡନୀ ଡିଜିଜ୍ (ସିକେଡି) ଏକ ଅତ୍ୟନ୍ତ ଗମ୍ଭୀର ଅବସ୍ଥା । ଏହି ଅବସ୍ଥାରେ କିଡନୀ ଧୀରେ ଧୀରେ ରକ୍ତରୁ ଜୀବାଣୁ ସଫା କରିବାର କ୍ଷମତା ହରାଇଥାଏ । କିଡନୀ ବୃକକ୍ ଇଲେକ୍ଟ୍ରୋଲାଇଟ୍ସକୁ ସନ୍ତୁଳିତ କରେ ଏବଂ ଜରୁରୀ ହରମୋନଗୁଡ଼ିକୁ ବଜାୟ ରଖି ରକ୍ତଚାପ ନିୟନ୍ତ୍ରଣ କରିବାରେ…

ସନ୍ଧ୍ୟା ବେଳେ କବାଟ ବନ୍ଦ କରୁଛନ୍ତି ? ଜାଣନ୍ତୁ କଣ କହୁଛି ବାସ୍ତୁ ନିୟମ

କେମିତି ଜୀବନ ଭଲରେ କଟିବ ସେନେଇ ମଣିଷ ସବୁ ପ୍ରକାର ପ୍ରୟାସ କରିଥାଏ । ଆଉ ଏଥିପାଇଁ କିଛି ନିୟମ ଧର୍ମରେ ବନ୍ଧା ହୋଇଛି । ଅନେକ ଅନୁଶାସନ ମଧ୍ୟ ପାଳନ କରୁଛି ମଣିଷ । ଯେଉଁ ସବୁ ନୀତିନିୟମ ମାନି ଆଗକୁ ବଢ଼ିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ। ତେବେ ଚାଲନ୍ତୁ ସେହି ସବୁ ଅନୁଚିନ୍ତା ବିଷୟରେ…

ଏହି ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିଥାନ୍ତି ଗ୍ରାହକ

ନୂଆଦିଲ୍ଲୀ:ଘରଖାଦ୍ୟ ଖାଇଖାଇ ଯେତେବେଳେ ପାଟି ଅରୁଚି ହୋଇଯାଏ ଲୋକେ ରେଷ୍ଟୁରାଣ୍ଟ ଯାଇଥାନ୍ତି କିଛି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ। ଖାଦ୍ୟ ତ ମିଳିଯାଏ ମାତ୍ର ରେଷ୍ଟୁରାଣ୍ଟ ଅଜବ ଧରଣର ହୋଇଥାଏ। ଯେଉଁ ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିବାକୁ ପଡ଼ିଥାଏ ଗ୍ରାହକଙ୍କୁ। ଆଉ କିଛି…

ହାତରେ ଛଅଟି ଆଙ୍ଗୁଠି ଥିଲେ ସାବଧାନ ! ଜାଣନ୍ତୁ ଏହାର କାରଣ

ଆପଣ କେବେ ଏପରି ବ୍ୟକ୍ତିଙ୍କୁ ଦେଖିଛନ୍ତି ଯାହାର ହାତରେ କିମ୍ବା ପାଦରେ ଛଅଟି ଆଙ୍ଗୁଠି ଅଛି? ଏହା ପଲିଡାକ୍ଟିଲି ନାମକ ଏକ ବିରଳ ଅବସ୍ଥା। ଏହା ଏକ ଜନ୍ମଗତ ବ୍ୟାଧି ଯାହା ସାଧାରଣତଃ ଜେନେଟିକ କାରଣ ଯୋଗୁଁ ହୋଇଥାଏ। ଏହି ପରିସ୍ଥିତି କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ ନାହିଁ ବରଂ…

କେଶରୁ କିପରି ସହଜରେ ଛଡାଇବେ ହୋଲି ରଙ୍ଗ ? ଜାଣନ୍ତୁ…

ଭୁବନେଶ୍ବର : ଆନନ୍ଦ ତଥା ଭାଇଚାରାର ପର୍ବ ହୋଲି। ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପାଳନ କରନ୍ତି ଏହି ପର୍ବ । ହୋଲିରେ ବ୍ୟବହୃତ ରାସାୟନିକ ରଙ୍ଗ, ଏବଂ ପାଣି ଆପଣଙ୍କ କେଶକୁ ବିଶେଷ ଭାବରେ କ୍ଷତି ପହଞ୍ଚାଇପାରେ। ରାସାୟନିକ ରଙ୍ଗ କେଶରୁ ଆର୍ଦ୍ରତା ଦୂର କରିବ ସହିତ ରୁପି, କେଶ ଝଡ଼ିବା…

ସ୍ଵାସ୍ଥ୍ୟପାଇଁ ବରଦାନ ସଜନା ଛୁଇଁ…

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ ଆମ ଶରୀରରେ…

ହୋଲିରେ ମିଶାନ୍ତୁ ଏହି ସ୍ଵାଦିଷ୍ଟ ଥଣ୍ଡାଇ, ଜାଣନ୍ତୁ କିପରି କରିବେ..

ଭୁବନେଶ୍ଵର: 'ଥଣ୍ଡାଇ' ହେଉଛି ଏକ ଏପରି ପାନୀୟ ଜଳ, ଯାହା ବିଭିନ୍ନ କାରଣରୁ ଶରୀରରେ ଉତ୍ପନ୍ନ ଉତ୍ତାପକୁ ଥଣ୍ଡା କରିପାରେ । ଏହା ଏକ ପ୍ରାଚୀନ ଗ୍ରୀଷ୍ମକାଳୀନ ଥଣ୍ଡା ପାନୀୟ । ଖ୍ରୀଷ୍ଟପୂର୍ବ ୧୦୦୦ରୁ ଏହି ପାନୀୟର ପ୍ରଚଳନ ରହିଆସିଛି ବୋଲି ବିଶ୍ୱାସ କରାଯାଏ । ଖରାଦିନେ ଏହାର ଚାହିଦା ବେଶ୍…

ଫ୍ରିଜରେ ଥିବା ଅଟା ଚକଟା ବ୍ୟବହାର କରୁଥିଲେ ଭୋଗିବେ ଏହି ଅସୁବିଧା..

ଭୁବନେଶ୍ବର: ଆଜିକାଲି ଲୋକଙ୍କ ପାଖରେ ସମୟର ଅଭାବ ରହୁଛି । ତେଣୁ କିଛିଜଣ ରାତିରେ ଅଟାକୁ ଦଳି ଫ୍ରିଜରେ ରଖନ୍ତି ଏବଂ ପରଦିନ ସେହି ଅଟା ଦଳାରୁ ରୁଟି ତିଆରି କରନ୍ତି । ବାସ୍ତବରେ,ସେହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଏହା ବ୍ୟତୀତ, କିଛି ଲୋକ…