Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ସକାଳୁ ଉଠିବା ପରେ ଅଳସୁଆ ଅନୁଭବ କରୁଛନ୍ତି କି? ଖାଆନ୍ତୁ ଏହି ସୁପର ଫୁଡ୍, ରହିବେ ଆକ୍ଟିଭ୍

ନୂଆଦିଲ୍ଲୀ: ସକାଳେ ଉଠିବା ପରେ ଆପଣ ମଧ୍ୟ ଅଳସୁଆ ଅନୁଭବ କରୁଛନ୍ତି କି? ଯେଉଁ ଲୋକମାନେ ସକାଳେ କ୍ଳାନ୍ତ, ଦୁର୍ବଳ ଏବଂ ଆଳସ୍ୟ ଅନୁଭବ କରନ୍ତି, ସେମାନେ ନିଶ୍ଚିତ ଭାବରେ କିଛି ପୁଷ୍ଟିକର ଖାଦ୍ୟକୁ ସେମାନଙ୍କ ଖାଦ୍ୟ ଚାଟ୍ ର ଏକ ଅଂଶ କରିବା ଉଚିତ । ଠିକ୍ ପରିମାଣରେ ଏବଂ ଠିକ୍ ଉପାୟରେ ଏପରି…

ବାପାଙ୍କୁ ଡାଇବେଟିସ ହୋଇଥିଲେ ପିଲାଙ୍କୁ ବି ହେବ ଏହି ସମସ୍ୟା? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର,: ଡାଇବେଟିସ୍ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ସାମ୍ନାକୁ ଆସୁଛି, ଯାହା ସମସ୍ତ ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଉଥିବା ଏହି ରୋଗ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସବୁବେଳେ…

ପଛୁଆ ଚାଲିବା ଆପଣଙ୍କ ପାଇଁ କେତେ ଉପକାରୀ ? ଜାଣନ୍ତୁ ଏହାର ଚମତ୍କାରିତା

ଭୁବନେଶ୍ୱର: ସାଧାରଣତଃ ଆମେ ସମସ୍ତେ ଚାଲିବାକୁ ଏକ ସରଳ ଓ ସ୍ୱାସ୍ଥ୍ୟକର ଅଭ୍ୟାସ ଭାବେ ଗ୍ରହଣ କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଏହି ସାଧାରଣ ଚାଲିବାକୁ ଓଲଟା କରି ଦେଲେ ଏହା ଆଣ୍ଠୁର ଯନ୍ତ୍ରଣାରୁ ମୁକ୍ତି ଦେବାରେ ଚମତ୍କାର କରିପାରେ? ହଁ, ‘ଓଲଟା ଚାଲିବା’ ବା ‘ପଛକୁ ଚାଲିବା’ ଏବେ…

ଏହି ଲକ୍ଷଣ ଥିଲେ ଜାଣିବେ କିଡନୀରେ ଷ୍ଟୋନ ହେଇଛି..

ଭୁବନେଶ୍ବର: ଆଜିକାଲି କିଡନୀ ଷ୍ଟୋନ ସମସ୍ୟା ବଢିବାକୁ ଲାଗିଲାଣି । ଏହି ସମସ୍ୟା ହେଲେ ଯନ୍ତ୍ରଣା ଅସହ୍ୟ ହୋଇଥାଏ । କିଡନୀ ଆମ ଶରୀରରୁ ଖାଦ୍ୟ ଏବଂ ପାନୀୟରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ ସାହାଯ୍ୟ କରେ । କିନ୍ତୁ ଯେତେବେଳେ ଏହି ବିଷାକ୍ତ ପଦାର୍ଥଗୁଡ଼ିକ କିଡନୀରୁ…

ତ୍ୱଚାରେ ବ୍ରଣ ଓ ଦାଗ: ଭିଟାମିନ୍‌ ଅଭାବ ନୁହେଁ ମୂଳ ସମସ୍ୟା ହେଉଛି …

ମୁହଁ କେମିତି ଟିକେ ସଫା ଦେଖା ଯାଉଥିବ ଆଉ ଦାଗ ନଥିବା ଏହା ସମସ୍ତଙ୍କ ଇଚ୍ଛା । ମାତ୍ର ତ୍ୱଚାରେ ବ୍ରଣ ଓ ଦାଗ ଦେଖାଦେଲେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ । ସାଧାରଣତଃ ଏହାର ମୂଳ କାରଣ ଭାବେ ଭିଟାମିନ୍‌ ଅଭାବକୁ ଦାୟୀ କରାଯାଏ ଓ ଏହାର ସମାଧାନ ପାଇଁ ଲୋକେ ଭିଟାମିନ୍‌ ସି, ଏ ଓ…

ଅଧିକ ହାଇଡ୍ରେସନ୍ ଓ ମଜଭୁତ ତ୍ୱଚା ପାଇଁ ଖରାଦିନେ ଏମିତି ଖାଆନ୍ତୁ ଚିଆ ସିଡ୍….

ଭୁବନେଶ୍ବର: ଚିଆ ସିଡ୍; ଶରୀରକୁ ସତେଜ, ଏବଂ ହାଇଡ୍ରେଟ୍ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ଚିଆ ସିଡ୍ ଗୁଡିକ ଛୋଟ ସତ, କିନ୍ତୁ ହାଇଡ୍ରେସନ୍ ଏବଂ ତ୍ୱଚା ଯତ୍ନ କ୍ଷେତ୍ରରେ ଏହା ସେତିକି ପ୍ରଭାବଶାଳୀ ମଧ୍ୟ । ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକିୟାରେ ଏହାକୁ ଗ୍ରହଣ କରିଥାନ୍ତି ।…

ଘରେ ବୁଢ଼ିଆଣୀ ଜାଲ: ଅସଫଳତା ଓ ଅସୁସ୍ଥତାର ମୂଳ କାରଣ !

ଭୁବନେଶ୍ୱର: ଘରକୁ ସଫାସୁତୁରା ରଖିବା କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ଏହା ଆମ ଜୀବନରେ ସୁଖ, ସମୃଦ୍ଧି ଓ ସ୍ୱାସ୍ଥ୍ୟ ଆଣିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ଜମି ରହିଥିବା ଧୂଳିମଳି ଓ ବୁଢ଼ିଆଣୀ ଜାଲ କେବଳ ଅପରିଚ୍ଛନ୍ନତାର ଚିହ୍ନ…

ଲବଙ୍ଗ: ମସଲା ନୁହେଁ, ଘରୋଇ ଔଷଧ ଭଣ୍ଡାର

ଆମ ରୋଷେଇ ଘରେ ସାଧାରଣତଃ ମସଲା ଭାବେ ବ୍ୟବହୃତ ଲବଙ୍ଗ କେବଳ ଖାଦ୍ୟର ସ୍ୱାଦ ବଢ଼ାଇବାରେ ସୀମିତ ହୋଇରହିଛି।  ଏହି ମସଲା ଭିତରେ ଯେ ଅନେକ ଲୁକାୟିତ ଔଷଧୀୟ ଗୁଣର ଭଣ୍ଡାର ଅଛି ତାହା କାହାକୁ ଜଣାନାହିଁ। ଅନେକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାରୁ ଆରମ୍ଭ କରି ଗମ୍ଭୀର ରୋଗ ପର୍ଯ୍ୟନ୍ତ, ଲବଙ୍ଗ ଏକ…

ପାଣି ପିଇବାକୁ ନେଇ ଏହି ୫ଟି ଭୁଲ କରୁଛନ୍ତି କି? ଜାଣନ୍ତୁ କଣ ପଡିବ ପ୍ରଭାବ..

ନୂଆଦିଲ୍ଲୀ: ପାଣି ଆମ ଜୀବନ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ଆପଣ ଜାଣିଥିବ ଯେ ଶରୀର ଏବଂ ପୃଥିବୀ ଉଭୟର ୬୦ ରୁ ୭୦ ପ୍ରତିଶତ ପାଣିରେ ଗଠିତ । କିନ୍ତୁ ଶରୀରରେ ଥିବା ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ପୃଥିବୀରେ ଥିବା ଅତିରିକ୍ତ ପାଣି ପିଇବା ପାଇଁ ଉପଯୋଗୀ ନୁହେଁ, ଅର୍ଥାତ୍…

ଆମ ଖାଦ୍ୟରେ ବ୍ୟବହୃତ ହେଉଥିବା ଏହି ଚଟପଟା ଚଟଣୀରେ ଥାଏ ଅନେକ ସ୍ଵାସ୍ଥ୍ୟଗତ ଫାଇଦା, ଜାଣନ୍ତୁ…

ଭୁବନେଶ୍ଵର: ଚଟଣୀ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଚଟଣୀ ଯେକୌଣସି ତରକାରୀ ବା ଡିସ୍‌ର ସ୍ୱାଦକୁ ମଜାଦାର୍‌ କରିଦେଇଥାଏ । ଭାତ, ରୁଟି ମୋମୋ ସବୁଥିରେ ଭିନ୍ନ ଭିନ୍ନ ପ୍ରକାରର ଚଟଣି ଟିକେ ହେଇଗଲେ । ଓହୋ ମଜା ଆସିଯାଏ। ଭାରତର ସମସ୍ତ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ମିଳିଥାଏ…