Latest Odisha News

BREAKING NEWS

Browsing Category

ଜୀବନଶୈଳୀ

‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ସ୍ଥାନ ପାଇଲା ଓଡିଶାର ଛେନା ପୋଡ

ଭୁବନେଶ୍ୱର: ଭାରତର ଏକତା ତଥା ଅଖଣ୍ଡତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ଏକ ଭାରତ ଶ୍ରଦ୍ଧା ଭାରତ’ ଅଭିଯାନରେ ଓଡିଶାର ସ୍ୱତନ୍ତ୍ର ମିଠା ‘ଛେନା ପୋଡ’ ସ୍ଥାନ ପାଇଛି। ଯାହା ଓଡିଶା ପାଇଁ ଏକ ଗୌରବମୟ କଥା । ଏନେଇ ରବିବାର ଦିନ ପିଆଇବି ଇଣ୍ଡିଆ ଟୁଇଟ୍ କରିଛି । ଏହି…

ପବିତ୍ର ଶଙ୍ଖ: ବାସ୍ତୁ, ଆଧ୍ୟାତ୍ମିକତା ଦୃଷ୍ଟିରୁ କେତେ ଉପକାରୀ, ଜାଣନ୍ତୁ…

ମହାନ ହିନ୍ଦୁ ସଂସ୍କୃତିରେ ଶଙ୍ଖକୁ ଘରେ ହେଉ କିମ୍ବା ଦେବାଳୟରେ ବାସ୍ତୁ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ । ଶଙ୍ଖକୁ ଘରେ ରଖି ପୂଜା କରିବା କିମ୍ବା ସକାଳ ସଞ୍ଜରେ ଠାକୁରଘରେ ଉପାସନା କରିବା ସମୟରେ ବଜାଇବା ଲାଗି ଭିନ୍ନ ଭିନ୍ନ ଶଙ୍ଖ ରହିଛି । ଶଙ୍ଖ:…

ବଳକା ଖାଦ୍ୟକୁ ଗରମ କରି ଖାଉଥିଲେ ହୋଇଯା’ନ୍ତୁ ସାବଧନ !

ଭୁବନେଶ୍ୱର: କେବେ କେବେ ଆମ ମାନଙ୍କ ପାଖରେ ତାଜା ଖାଦ୍ୟ ପ୍ରସ୍ତୁତ କରିବାର ସମୟ ଅଭାବ ବା ଅଧିକ ଖାଦ୍ୟ ବଳକା ରହିଯିବାରୁ ଆମେମାନେ ସେହି ଖାଦ୍ୟକୁ ଫ୍ରିଜରେ ରଖିଦେଉ । ପରେ ପୁଣି ଥରେ ଏହାକୁ ଗରମ କରି ଖାଇଥାଉ। ଦୈନନ୍ଦିନ ଜୀବନରେ ଏହା ଏକ ଅଭ୍ୟାସ ରୂପ ପରିଣତ ହୋଇଗଲାଣି । ତେବେ କଣ ଆପଣ…

ଜାଣନ୍ତୁ, କିପରି ସନ୍ତୁଳିତ ରଖିବେ ହେମୋଗ୍ଲୋବିନର ମାତ୍ରା

ଶରୀରରେ ହେମୋଗ୍ଲୋବିନର ଭାଗ ପର୍ଯ୍ୟାପ୍ତ ମାତ୍ରାରେ ରହିବା ନିତାନ୍ତ ଆବଶ୍ୟକ । ବିଶେଷଜ୍ଞଙ୍କ ମତ ଅନୁସାରେ ହେମୋଗ୍ଲୋବିନର ମାତ୍ରା ଶରୀରରେ ସଠିକ ଭାବେ ରହିଲେ ମସ୍ତିଷ୍କ, ବୃକକ୍, ହୃଦଯନ୍ତ୍ର ଆଦି ମୁଖ୍ୟ ଅଙ୍ଗ ଗୁଡିକ ଉତ୍ତମ ଭାବରେ କାମ କରିଥାଏ । ହେମୋଗ୍ଲୋବିନର ମାତ୍ରା କମ୍ ହେଲେ…

ହିନ୍ଦୁଶାସ୍ତ୍ରାନୁସାରେ ରବିବାର ସୂର୍ଯ୍ୟ ଉପାସନାର ନିୟମ…

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ ବୋଲି ବିଶ୍ଵାସ ରହିଛି। ରବିବାର ହେଉଛି ଆଦିତ୍ୟଙ୍କ ବାର । ଏହିଦିନ ସୂର୍ଯ୍ୟଦେବଙ୍କୁ ଜଳଦାନ କଲେ…

ବିବାହ ସମୟରେ କାହିଁକି ଲଗାଯାଏ ବର-ବଧୂଙ୍କୁ ହଳଦୀ, ଜାଣନ୍ତୁ

ଭୁବନେଶ୍ୱର: ବିବାହ ଭଳି ଏକ ପବିତ୍ର କାର୍ଯ୍ୟରେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଅନେକ ରୀତି ନୀତି ପାଳନ ହୋଇଥାଏ। ତେବେ ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ବର ଓ କନ୍ୟାକୁ ହଳଦୀ ଲଗାଯାଏ। ହଳଦୀ ଲଗା ବିନା ବିବାହ ସମ୍ପୂର୍ଣ୍ଣ ହୁଏନି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେବେ କାହିଁକି ବର ଓ…

ଏହି ୫ଟି ଦ୍ରବ୍ୟର ଧୂଆଁ, ଘରେ ଭରିଦେବ ସକରାତ୍ମକ ଶକ୍ତି !

ଭୁବନେଶ୍ୱର: ଘରେ ନକରାତ୍ମକ ଶକ୍ତି ରହିଥିଲେ ଜୀବନରେ ସମସ୍ୟା ହିଁ ସମସ୍ୟା ଦେଖା ଦେଇଥାଏ। ଯଦି ଆପଣ ନିଜ ଘରେ ନକରାତ୍ମକ ଶକ୍ତି ଥିବା ଜାଣିବାକୁ ପାଉଛନ୍ତି ଏବଂ ଘରୁ ଏହି କୁଶକ୍ତିକୁ ବାହାର କରିବାକୁ ଆପଣାନ୍ତୁ ଏହିସବୁ ଉପାୟ.. ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାକୁ ପ୍ରତିଦିନ…

ସ୍ୱାସ୍ଥ୍ୟ ପାଇଁ ହିତକର ହଳଦୀ ତେଲ…

ଦୈନନ୍ଦିନ ଜୀବନରେ ଆମେ ହଳଦୀକୁ ମସଲା ଭାବେ ବ୍ୟବହାର କରିଥାଉ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆମ ଭିତରୁ ଅନେକ ହଳଦୀର ତେଲ ସମ୍ପର୍କରେ ଜାଣିନଥିବେ, ଖାଲି ଯେ ହଳଦୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତା ନୁହେଁ, ଏହାର ତେଲ ମଧ୍ୟ ବହୁ ଲାଭଦାୟକ । ଜାଣନ୍ତୁ ହଳଦୀ ତେଲ ଶରୀରର କେଉଁ…

ତମ୍ବାପାତ୍ର ପାଣି ଆପଣଙ୍କ ଶରୀର ଲାଗି କେତେ ଉପକାରୀ, ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପୁରାତନ କାଳରୁ ଯେଉଁ ସବୁ ପଦ୍ଧତି ଗୁଡ଼ିକ ରହିଛି ସେସମସ୍ତକୁ ଉପଯୋଗ କଲେ ଆମେ ଦୈନନ୍ଦିନ ଜୀବନରେ ଅନେକ ଉପକୃତ ହୋଇଥାଉ । ପୁରାତନ ଆୟୁର୍ବିଦ ଚିକିତ୍ସା ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି ଯାହାକୁ ପାଳନ କଲେ ଶାରୀରୀକ ଓ ମାନସିକ…

ପ୍ରତିଦିନ ମୃଦୁପାନୀୟ ପିଉଥିଲେ ହୋଇଯାଆନ୍ତୁ ସାବଧାନ !

ଖରା ହେଉକି ବର୍ଷା ନିଜର ଶୋଷ ମେଣ୍ଟାଇବା ପାଇଁ ଲୋକମାନେ ପାଣି ବଦଳରେ ବଜାରରେ ମିଳୁଥିବା ବିଭିନ୍ନ କମ୍ପାନିର ମୃଦୁପାନୀୟକୁ ଅଧିକ ପସନ୍ଦ କରୁଛନ୍ତି । ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା ଏ ବିଷୟରେ...…