Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଦିନକୁ ୨ କୋଲା ରସୁଣ ଖାଆନ୍ତୁ, ଆଉ ସୁସ୍ଥ ରୁହନ୍ତୁ

ଭୁବନେଶ୍ଵର: ଗତ ଚାରି ଦିନ ତଳେ ରସୁଣକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତି ଶୁଣାଇଥିଲେ । ରସୁଣ ପରିବା ନା ମସଲା? ଏହି ପ୍ରଶ୍ନର ଉତ୍ତର ସାଧାରଣତଃ ଲୋକ ମସଲା ବୋଲି କହିଥାଆନ୍ତି । କିନ୍ତୁ ହାଇକୋର୍ଟ ରସୁଣକୁ ଏକ ପରିବା ବୋଲି ଘୋଷଣା କରିଛନ୍ତି। ଏହା ବ୍ୟତୀତ ଉଭୟ…

 ସାବଧାନ!, ଲୁଣ ଓ ଚିନିରେ ରହିଛି ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଲୁଣ କିମ୍ବା ଚିନି ମାତ୍ରା ଠାରୁ ଅଧିକ ଖାଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ସମସ୍ତେ ଜାଣନ୍ତି । ଏହା ଅଧିକ ମାତ୍ରାରେ ସେବନ ଦ୍ବାରା ମଧୁମେହ, ଶରୀରରେ ଇନଫ୍ଲାମେସନ ସହିତ ଉଚ୍ଚରକ୍ତଚାପ ଏବଂ ହୃଦଜନିତ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ । ଖାଲି ଯେ ଏତିକି ତାହା ନୁହେଁ…

ବିଶ୍ବ ପାଇଁ ବିପଦ ସାଜିଛି ମଙ୍କିପକ୍ସ; ଜାଣନ୍ତୁ ଏହାର ଲକ୍ଷଣ ଓ କିପରି କରିବେ ନିଜକୁ ରକ୍ଷା

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସ ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ୨୦୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଆଫ୍ରିକାରେ ମଙ୍କିପକ୍ସ ଭାଇରସ ଦ୍ରୁତ…

ଡିପ୍ରେସନ୍ରୁ ଦୁରେଇ ରଖେ ଏହି ଖାଦ୍ୟ..

ଭୁବନେଶ୍ଵର: ଡିପ୍ରେସନ୍ ହେଉଛି ମଣିଷର ଏକ ମାନସିକ ସ୍ଥିତି ବା ରୋଗ। ବର୍ତ୍ତମାନ ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ବଢ଼ିଚାଲିଛି ସଂଘର୍ଷ। କ୍ୟାରିୟର ହେଉ ବା ପରିବାର ସମସ୍ୟା, ଆର୍ଥିକ ବା ବ୍ୟକ୍ତିଗତ ସମସ୍ୟା ସବୁଠି ମଣିଷକୁ ଲଢ଼ିବାକୁ ପଡ଼େ। ହେଲେ ଯେବେ ଏହି ସବୁ ସମସ୍ୟା ମଣିଷକୁ ମାନସିକ…

ଗୋଟିଏ ଦିନରେ କିପରି ହୁଏ ଓଜନ ବୃଦ୍ଧି, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: ୫୦ କିଲୋଗ୍ରାମ ରେସଲିଂର ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଧିକ ଓଜନ ଯୋଗୁଁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଗୋଟିଏ ଦିନରେ ଜଣେ ବ୍ୟକ୍ତିର କେତେ ଓଜନ ବଢେ। ଇଭେଣ୍ଟର ଦ୍ୱିତୀୟ ଦିନରେ ଭିନେଶ ଫୋଗଟଙ୍କ ଓଜନ ୫୦…

ଘରେ ରଖନ୍ତୁ ବଂଶୀ, ଦୂର ହୋଇଯିବ ବାସ୍ତୁ ଦୋଷ

ବଂଶୀ ହେଉଛି ସମୃଦ୍ଧିର ପ୍ରତୀକ। ବାସ୍ତୁଶାସ୍ତ୍ର ଅନୁସାରେ, ଯେଉଁ ଘରେ ବଂଶୀ ଥାଏ, ସେଠାରେ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ବଂଶୀ ରଖିବା ଦ୍ବାରା କେଉଁ ସବୁ ବାସ୍ତୁଦୋଷ ଦୂର ହୋଇଥାଏ। ବଂଶୀ ଘରେ ଆଣି ରଖିଲେ ଆପଣଙ୍କ ଘରର ବାତାବରଣ ସକରାତ୍ମକ ଉର୍ଜାରେ…

ଆଇସକ୍ରିମ: ପାଟିକୁ ଥଣ୍ଡା, ଦେହକୁ ଗରମ

ଭୁବନେଶ୍ଵର: ଆଇସକ୍ରିମ, କାହାକୁ ବା ଭଲ ନ ଲାଗେ । ଖରାଦିନ ହେଉ କିମ୍ବା ବର୍ଷାଦିନ, ଏପରିକି ଶୀତ ଦିନରେ ବି ଅଧିକାଂଶ ଲୋକେ ଆଇସକ୍ରିମ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଖରାରେ ଆଇସକ୍ରିମ ଖାଇବା ଗୋଟେ ସାଧାରଣ କଥା । ତାପମାତ୍ରା ଯେତେ ଯେତେ ବଢିବାକୁ ଲାଗେ ଆଇସକ୍ରିମର ଚାହିଦା ସେତେ ସେତେ…

ଦୁନିଆ ଘୁରିବା ପରି ଲାଗୁଛି କି ? ଜାଣନ୍ତୁ ଭର୍ଟିଗୋ ଆଟାକ୍‌ର ଲକ୍ଷଣ

ଶରୀର ଅଛି ତ ରୋଗ ରହିବ। ଏଥିପାଇଁ ବ୍ୟସ୍ତ ନହୋଇ ସଚେତନ ରହିବା ଜରୁରୀ। ସମୟ ଥାଉ ଥାଉ ଶରୀର ପ୍ରତି ସାବଧାନ ରହିଲେ ହିଁ ରୋଗର ମୁକାବିଲା କରିବା ସହଜ ହୋଇଥାଏ। ତେବେ ଆପଣଙ୍କ ଶରୀରରେ କୌଣସି ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଯାହାଦ୍ୱାରା ଯେକୌଣସି ରୋଗର…

ବର୍ଷାଦିନେ ମାଛ ଖାଉଥିଲେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ପ୍ରାୟତଃ ବ୍ୟକ୍ତି ମାଛ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏହାର ସ୍ବାଦ ମଧ୍ୟ ଭଲ ଅଟେ। କିନ୍ତୁ ଅଧିକାଂଶ ଲୋକ ମାଛ ଅପେକ୍ଷା ତାର ମୁଣ୍ଡ ଖାଇବାକୁ ଭଲ ପାଇଥାଆନ୍ତି। ମାଛ ମୁଣ୍ଡର ତରକାରୀ, ଛିଞ୍ଚଡା ଇତ୍ୟାଦି ପ୍ରସ୍ତୁତ କରି ଖାଆନ୍ତି। ମାଛ…

ଦିନ କୁ ଦିନ ବଢିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଏହାର ଲକ୍ଷଣ…

ଭୁବନେଶ୍ଵର: ବର୍ଷା ଋତୁ ଆସୁ ଆସୁ ଏବେ ଡେଙ୍ଗୁର ପ୍ରଭାବ ବଢ଼ିବାରେ ଲାଗିଛି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏହି ରୋଗ ପାଇଁ ଏହି ଋତୁ ବେଶ୍ ଅନୁକୂଳ ଅଟେ। ବର୍ଷା ହେତୁ ଅନେକ ସ୍ଥାନରେ ପାଣି ଭର୍ତ୍ତି ହୋଇଯାଏ । ଫଳରେ ମଶାମାନଙ୍କର ପ୍ରଜନନ ଆରମ୍ଭ ହୋଇଥାଏ। ଏଭଳି ପରିସ୍ଥିତିରେ ଡେଙ୍ଗୁ…