Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଅଟାର ରୁଟି ଆପଣଙ୍କ ତ୍ବଚାରେ ଆଣିବ ଅଦ୍ଭୁତ ଚମକ, ଜାଣନ୍ତୁ ପ୍ରଣାଳୀ

ଭୁବନେଶ୍ବର: ପ୍ରଦୂଷଣ ବୃଦ୍ଧି, ଅଦ୍ଭୁତ ଜୀବନଶୈଳୀ ଏବଂ ଚାପ ହେତୁ ଅଳ୍ପ ବୟସ ସତ୍ବେ ଆମ ତ୍ବଚା ବୟସ୍କ ପରି ଦେଖାଯାଇଥାଏ । ଆମେ ତ୍ବଚାର ଯତ୍ନ ନ ନେବା ଦ୍ବାରା ମୁଖର ରଙ୍ଗ ନଷ୍ଟ ହେବା, ଚର୍ମର ଢିଲାପଣ କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ । ତ୍ବଚାର ଯତ୍ନର ଅଭାବ ହେତୁ ଡେଡ୍ ସେଲ୍ସ ବା…

ମେହେନ୍ଦିରେ ଏହି ପ୍ରାକୃତିକ ଜିନିଷ ମିଶାଇ ଲଗାନ୍ତୁ, କେବେ ବି ଧଳା ହେବନି କେଶ

ସୁନ୍ଦର କେଶ କାହାକୁ ବା ପସନ୍ଦ ନୁହେଁ । ସମସ୍ତେ ଚାହାଁନ୍ତି ତାଙ୍କ କେଶ ସୁନ୍ଦର ଦିଶୁ। କେଶ ଧଳା ହେବା ଏବେ ଏକ ସାଧାରଣ କଥା। ଆଜିକାଲି ଛୋଟ ଛୋଟ ପିଲାଙ୍କ କେଶ ମଧ୍ୟ ଧଳା ହୋଇଯାଉଥିବା ଦେଖିବାକୁ ମିଳୁଛି। ବୟସ୍କଙ୍କ କଥା ତ ନକହିବା ଭଲ। ଯାବତୀୟ ଶାରୀରିକ ସମସ୍ୟା ଦେଖାଦେଉଥିବାରୁ ଖୁବ୍‌…

ଶୀତ ଦିନେ ପାଦ ହୋଇଯାଉଛି କି ଥଣ୍ଡା, ତେବେ ହେଳା ନ କରି ଶ୍ରୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ଭୁବନେଶ୍ଵର: ଶରୀର ଥିଲେ ରୋଗ ଅଛି, ହେଲେ ସମୟ ପୂର୍ବରୁ ଏହି ରୋଗର ନିରାକରଣ କରିବା ବୁଦ୍ଧିମାନର କାର୍ଯ୍ୟ । ଶୀତ ଦିନ ଆସିଲେ ସାଧାରଣତଃ ବିଭିନ୍ନ ପ୍ରକାରର ସମସ୍ୟା ବୃଦ୍ଧି ଘଟେ । ସେଥିମଧ୍ୟରୁ ହାତ ଗୋଡା ଫୁଲା ବା ବିନ୍ଧା ଏକ । ଯଦି ଏହି ରୋଗକୁ ହେଳା କରାଯାଏ ତେବେ ଏହା ମାରାତ୍ମକ…

ଏହି ଲୋକଙ୍କ ପାଇଁ ବେଶୀ ଦରକାର ଅଖରୋଟ, ଜାଣନ୍ତୁ ଡାଏଟରେ କିପରି କରିବେ ସାମିଲ..

ଭୁବନେଶ୍ୱର: ଶରୀରକୁ ସୁସ୍ଥ ରଖିବାକୁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ସେବନ କରିଥାଉ। ଏମାନଙ୍କ ଭିତରେ ବଡ ଜାଗା ନେଇଥାଏ ଡ୍ରାୟ ଫ୍ରୁଟ। ଏହା ପୋଷଣରେ ଭରପୁର ହୋଇଥାଏ। କିଛି ଡ୍ରାୟ ଫ୍ରୁଟ ସେବନ କରିବା ଦ୍ବାରା ଏହା ଆମ ଶରୀରର ବିଭିନ୍ନ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ଅଖରୋଟ ଗୋଟିଏ ଏପରି…

ପରିବର୍ତ୍ତିତ ପାଣିପାଗରେ ହେଉଛି କି ଶୁଖିଲା କାଶ, ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ଵର: ପରିବର୍ତ୍ତିତ ବାୟୁମଣ୍ଡଳ ସହ ପାଣିପାଗରେ ମଧ୍ୟ ସମୟେ ସମୟେ ହଠାତ୍ ପରିବର୍ତ୍ତନ ଆସେ। ତେବେ ଏହି ସମୟରେ ଅଧିକାଂଶ ଲୋକଙ୍କ ଦେହ ଖରାପ ହେବା ସହ ଶୁଖିଲା କାଶ ହେବାର ଦେଖାଯାଏ। ତାପମାତ୍ରାରେ ପରିବର୍ତ୍ତନ ତଥା ଇନଫେକ୍ସନ ଯୋଗୁଁ ଥଣ୍ଡା, କାଶ, ସର୍ଦ୍ଦି ଆଦି ବିଭିନ୍ନ ପ୍ରକାର ରୋଗ…

ପରିବର୍ତ୍ତିତ ଋତୁରେ ଲେମ୍ବୁର ସେବନ କିପରି କରିବା ଉଚିତ୍ ?

ଲେମ୍ବୁ ହେଉଛି ଏକ ଖାଦ୍ୟ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ପରିବର୍ତ୍ତିତ ଋତୁରେ ଏହାର ବ୍ୟବହାର ବିଶେଷ ଲାଭଦାୟକ ଅଟେ। ଯେତେବେଳେ ଥଣ୍ଡା ଆରମ୍ଭ ହୁଏ, ଭାଇରାଲ୍ ସଂକ୍ରମଣର ଆଶଙ୍କା ବଢିଯାଏ। ଯେଉଁ କାରଣରୁ ଥଣ୍ଡା, କାଶ ଏବଂ ଫ୍ଲୁ ଭଳି ରୋଗ ଆକ୍ରମଣ…

ମାସେ ରୁଟି ନ ଖାଇଲେ କ’ଣ ମିଳିବ ଫାଇଦା ? ଆସନ୍ତୁ ଜାଣିବା ….

ଭୁବନେଶ୍ଵର: ଆମ ସମସ୍ତଙ୍କ ଖାଦ୍ୟର ମୁଖ୍ୟ ଉପାଦାନ ପାଲଟିଛି ରୁଟି । କେବଳ ଭାରତ ନୁହେଁ ଅନ୍ୟ ଦେଶମାନଙ୍କରେ ମଧ୍ୟ ଅଧିକାଂଶ ଲୋକ ଅଟାଜାତୀୟ ଖାଦ୍ୟକୁ ପସନ୍ଦ କରନ୍ତି। ଆପଣ ଜାଣନ୍ତି କି , ଯଦି ଆପଣ ୧ ମାସ ଅଟାଜାତୀୟ ଖାଦ୍ୟ ନଖାଇବେ ଏହା ଆପଣଙ୍କ ଶରୀରରେ କଣ ପ୍ରଭାବ ପକାଇବ ? ଆସନ୍ତୁ…

ଜଳ ଯେମିତି ତେଲ ସେମିତି: ଚର୍ମ ପାଇଁ ବେଶ ଉପଯୋଗୀ ଗୋଲାପ

ଭୁବନେଶ୍ୱର: ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ଏହାର ଔଷଧୀୟ ଗୁଣ ବେଳେବେଳେ ଆମର କିଛି ଶାରୀରିକ ସମସ୍ୟାର ସମାଧାନ କରିଥାଏ । ତ୍ଵଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ଜଳ। ଏହାକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରୁଥିବେ। ଏହାକୁ ଲୋକମାନେ ରୋଷେଇରେ ମଧ୍ୟ…

କ’ଣ ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣ ଦ୍ବାରା କମ୍ ହୋଇଥାଏ ଡାଇବେଟିସ୍

ଭୁବନେଶ୍ବର: ପ୍ରାତଃ ଭ୍ରମଣ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଚାଲିବା ଦ୍ବାରା ଡାଇବେଟିସ୍ ବା ମଧୁମେହ ନିୟନ୍ତ୍ରଣ ରହିଥାଏ । ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ ଡାଇବେଟିସ୍ ହେବାର ଆଶଙ୍କା କମାଇବା ପାଇଁ ପ୍ରତିଦିନ ୧୦ ହଜାର ଷ୍ଟେପ୍ ଚାଲିବାକୁ ପରାମର୍ଶ ଦେଇଥାଏ । ତେବେ ଏକ ନୂତନ…

କାଠ ପାନିଆଁ ବ୍ୟବହାର ଦ୍ବାରା କେଶକୁ ମିଳିଥାଏ କେଉଁ ସବୁ ଲାଭ?

ଭୁବନେଶ୍ବର: କ'ଣ ଆପଣ କେଶର ଯତ୍ନ ନେବାକୁ ପ୍ଲାଷ୍ଟିକ୍ ପାନିଆଁ ବ୍ୟବହାର କରନ୍ତି କି? ଯଦି ହଁ, ତେବେ ଜାଣନ୍ତୁ କେଶକୁ ପ୍ଲାଷ୍ଟିକ୍ ପାନିଆଁ ରେ କୁଣ୍ଡାଇଲେ ଆପଣଙ୍କ କେଶକୁ ଖରାପ କରିପାରେ । ସେହି ସମୟରେ, ଜେଜେମା’ଙ୍କ ସମୟରୁ ବ୍ୟବହୃତ କାଠ ପାନିଆଁ ଆପଣଙ୍କ କେଶର ସ୍ୱାସ୍ଥ୍ୟ ପାଇଁ…