Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଦିନବେଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଉଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଲୋକଙ୍କୁ କହିଥିବାର ଶୁଣିଥିବେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ହୋଇଥାଏ। ଦିନରେ ଖାଇବା ପରେ ନିଦ ଆସେ। ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅଧିକ ଶୋଇବା ପସନ୍ଦ କରନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଯଦି ଆପଣ ପ୍ରତିଦିନ ଅପରାହ୍ନରେ ଶୋଇବା…

ଆପଣ ଅତ୍ୟଧିକ ପାଣି ପିଉଛନ୍ତି କି ?

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଶୁଣିଥିବେ ଯେ ସମସ୍ତେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ୍। ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ପାଣି ପିଇଲେ ଦେହ ହାଇଡ୍ରେଟ୍ ରହେ। କିନ୍ତୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇପାରେ। ସାଧାରଣତଃ ଦେଖାଯାଏ ଯେ ଲୋକଙ୍କ ମନରେ…

ମାରାତ୍ମକ ରୋଗ କାଲାଆଜାର, ନେଇଥିଲା ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କାଲାଆଜାର ହେଉଛି ଏକ ସାଂଘାତିକ ଧରଣର ଲିସମାନିଆସିସ ରୋଗ l ଏହି ରୋଗ ବିହାର ସମେତ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ବର୍ତ୍ତମାନ ଏହା ଭାରତରୁ ପ୍ରାୟ ବିଲୁପ୍ତ ହେବାକୁ ଯାଉଛି। କ୍ରମାଗତ ଦୁଇ ବର୍ଷ ହେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ରୋଗକୁ ଦୂର କରିବା ପାଇଁ…

ଶୀତଦିନେ ଗିଜର ପାଣିରେ ସ୍ନାନ କରୁଥିଲେ ସାବଧାନ! ହୋଇପାରେ ଏହି ସବୁ ସମସ୍ୟା

ଶୀତ ଋତୁ ଆସିଲାଣି। ଏହି ଋତୁରେ, ଲୋକମାନେ ପ୍ରବଳ ଥଣ୍ଡା ଠାରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି। କିଛି ଲୋକ ଏହି ଋତୁରେ ଅନେକ ଦିନ ସ୍ନାନ ନକରି ରହିଥା’ନ୍ତି, ଯେତେବେଳେ କି ଅନେକ ଲୋକ ପ୍ରତିଦିନ ଗିଜରର ଗରମ ପାଣି ଦ୍ୱାରା ସ୍ନାନ କରନ୍ତି। ଗିଜର ପାଣିରେ ଗାଧୋଇବା…

ଗନ୍ଧମାର୍ଦ୍ଦନ ଯୋଗାଇଦେବ କର୍କଟ ଭଳି ଦୁରାରୋଗର ଔଷଧ…

ସମ୍ବଲପୁର: ପୁଣି ଗବେଷଣାରେ ଆଉ ପାଦ ଆଗକୁ ଆଗେଇଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ତରଫରୁ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ୧୬ ପ୍ରକାର ମିଶ୍ରିତ ଜଡ଼ିବୁଟିର ମିଶ୍ରଣରୁ ମଧୁମେହ ଔଷଧର ପେଟେଣ୍ଟ ପ୍ରସ୍ତୁତ କରାଯାଇଛି। ଏହା ସହିତ…

କସ୍ତୁରୀ ହଳଦୀ ଓ ସାଧାରଣ ହଳଦୀ ମଧ୍ୟରେ ପାର୍ଥକ୍ୟ କଣ? ଜାଣନ୍ତୁ ଏହାର ଫାଇଦା

ତ୍ୱଚା ସୁନ୍ଦର ପାଇଁ ସବୁଠୁ ଅଧିକ ବ୍ୟବହାର କରାଯାଉଛି ହଳଦୀ। ହେଲେ ସାଧାରଣତଃ ସମସ୍ତେ ସାଧାରଣ ହଳଦୀ ଅଧିକ ବ୍ୟବହାର କରନ୍ତି। କିନ୍ତୁ ବାସ୍ତବରେ ତ୍ୱଜା ପାଇଁ ସାଧାରଣ ହଳଦୀ ସେତେ ଉପକାର ନୁହେଁ। ବଜାରରେ ଦୁଇ ପ୍ରକାରର ହଳଦୀ ଉପଲବ୍ଧ ରିହିଛି। ଗୋଟିଏ ହେଉଛି ସାଧାରଣ ହଳଦୀ ଯାହାକୁ ଆମେ…

ମଧୁମେହ ରୋଗୀ ଛାଡିଦିଅନ୍ତୁ ଅତ୍ୟଧିକ ଚିନ୍ତା, ନଚେତ୍ ହୋଇପାରେ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା

ଯଦି ଆପଣ ଅତ୍ୟଧିକ ଚାପ ନିଅନ୍ତି ତେବେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଯେତେବେଳେ ଚାପ ବଢେ, ଶରୀର ଅନେକ ପ୍ରକାରର ହରମୋନ୍ ମୁକ୍ତ କରିଥାଏ, ଯାହା ରକ୍ତରେ ଗ୍ଲୁକୋଜର ପରିମାଣ ବଢାଇପାରେ। ଏହାର ଅର୍ଥ ମଧୁମେହ ରୋଗୀଙ୍କ ଉପରେ ଚାପ ଖରାପ ପ୍ରଭାବ ପକାଇପାରେ। ଯେତେବେଳେ…

କାନ୍ଦିବା ବେଳେ କାହିଁକି ନାକରୁ ବାହାରେ ପାଣି?

ଭୁବନେଶ୍ବର: ଆମେ କାନ୍ଦିବା ବେଳେ ଆମ ଆଖିରୁ ଲୁହ ବୋହିବା ସଙ୍ଗେ ସଙ୍ଗେ ଆମ ନାକରୁ ମଧ୍ୟ ପାଣି ବୋହିବା ଆମେ ସମସ୍ତେ ଲକ୍ଷ କରିଛେ । ହେଲେ କ’ଣ ଆପଣ ଜାଣନ୍ତି, ଆମେ କାନ୍ଦିବା ବେଳେ କାହିଁକି ନାକରୁ ପାଣି ବାହାରେ? କାହିଁକି ନାକ ଜାମ୍ ହୋଇଯାଏ? ଯେମିତି ଲାଗେ ସତେ ଆମକୁ ଆଉ ଥଣ୍ଡା…

ସ୍କିନ୍‌ଟୋନ୍‌ ଅନୁସାରେ କିପରି ଚୟନ କରିବେ ଲିପ୍‌ଷ୍ଟିକ୍‌, ଜାଣିରଖନ୍ତୁ ଟିପ୍ସ…

ମହିଳାମାନେ ମେକ୍‌ଅପ୍ ପ୍ରିୟ। ମୁହଁର ମେକ୍‌ଅପ୍ ପ୍ରତି ସେମାନେ ଯେତିକି ଗୁରୁତ୍ୱ ଦିଅନ୍ତି ଓଠର ମେକ୍‌ଅପ୍‌ ପାଇଁ ବି ସେତିକି ଯତ୍ନଶୀଳ ଥାଆନ୍ତି। ଓଠର ମେକ୍‌ଅପ୍ ପାଇଁ ସାଧାରଣତଃ ଲିପ୍‌ଷ୍ଟିକ୍‌, ଲାଇନର ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି। ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ବିଭିନ୍ନ…

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ କଥା, ସମ୍ପର୍କରେ କେବେବି ଆସିବ ନାହିଁ ଦୂରତା

ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ମଧ୍ୟରେ ମତଭେଦ ହେବା ଗୋଟେ ସାଧାରଣ କଥା। ଏହି ସମ୍ପର୍କ ବେଳେବେଳେ ପ୍ରେମରେ ପରିପୂର୍ଣ୍ଣ ଏବଂ ବେଳେବେଳେ ବିବାଦପୂର୍ଣ୍ଣ ମଧ୍ୟ। କିନ୍ତୁ ଯଦି ମତଭେଦ ଅଧିକ ବଢିଯାଏ ତେବେ ଆସ୍ତେ ଆସ୍ତେ ସମ୍ପର୍କ ମଧ୍ୟରେ ଦୂରତା, ଫାଟ ସୃଷ୍ଟି ହୁଏ। ଅନେକ ଥର ପାରସ୍ପରିକ…