Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଜୁରାତି: ପ୍ରତିଦିନ ଖାଆନ୍ତୁ ମିଳିବ ଏସବୁ ରୋଗରୁ ମୁକ୍ତି….

ନୂଆଦିଲ୍ଲୀ : ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଗୁଜୁରାତି ଉପଲବ୍ଧ ରହିଥାଏ  । ଅନେକ ଲୋକ ଖାଦ୍ୟରେ ଗୁଜୁରାତିକୁ ସାମିଲ କରନ୍ତି  । କିନ୍ତୁ ଜାଣିଛନ୍ତି ଏହା ଆମ ଶରୀର ପାଇଁ କେତେ ଉପକାରୀ । ଆସନ୍ତୁ ଜାଣିବା ଗୁଜୁରାତିର ଉପକାରିତା । ଯଦି ଆପଣଙ୍କୁ ବାରମ୍ବାର ବ୍ୟସ୍ତ ଲାଗିବା ଭଳି ଅନୁଭବ…

ଥକ୍କା ଓ ଚିଡିଚିଡାପଣର ହେଉଛନ୍ତି କି ଶିକାର? ଆପଣାନ୍ତୁ ଏହି ଉପାୟ…ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: ଭଲ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ନିଦ ଶୋଇବା ପରେ ମଧ୍ୟ କିଛି ବ୍ୟକ୍ତି ଦିନସାରା କ୍ଳାନ୍ତ ଏବଂ ଦୁର୍ବଳ ରହିଥାନ୍ତି । ଯଦି ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଥାଏ, ତେବେ ବ୍ୟକ୍ତିଙ୍କ ଠାରେ ଚିଡିଚିଡାପଣ ଆରମ୍ଭ ହୋଇଯାଇଥାଏ । ଯଦି ଆପଣଙ୍କ ସହିତ ସମାନ ଘଟଣା ଘଟୁଛି ତେବେ…

ମେଦବହୁଳତା ଓ ଡାଇବେଟିସ୍ ନିୟନ୍ତ୍ରଣ କରେ କ୍ୟାପ୍ସିକମ୍

ନୂଆଦିଲ୍ଲୀ : ଆଜିର ଯୁଗରେ  ମେଦବହୁଳତା ଏବଂ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଉପାୟ ରହିଛି। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର…

ଫ୍ରିଜରେ ରଖିଥିବା ଖାଦ୍ୟକୁ ଗରମ କରି ଖାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ସାଧାରଣ ଭାବରେ ଆମେ ରାତ୍ରୀ ଭୋଜନରେ ବଞ୍ଚି ଯାଇଥିବା କିଛି ଖାଦ୍ୟକୁ ଆମେ ପୁନର୍ବାର ଗରମ କରି ଖାଇଥାଉ । ଏହାଛଡା ଏପରି କିଛି ଖାଦ୍ୟକୁ ଆମେ ଫ୍ରିଜରେ ରଖିଥାଉ ଯାହାକୁ ଆମେ ବାରମ୍ବାର ଗରମ କରି ସେବନ କରିଥାଉ । ଏହାଛଡା ଅନେକ ସମୟରେ ଫ୍ରିଜରେ ରଖିଥିବା ଖାଦ୍ୟକୁ ତୁରନ୍ତ…

ପ୍ରତିଦିନ ସକାଳୁ ଖାଆନ୍ତୁ କିସମିସ୍ , ଦୂର ହେବ ବହୁ ଅସାଧ୍ୟ ରୋଗ…

ନୂଆଦିଲ୍ଲୀ : କିସ୍‌ମିସ୍‌ ଖାଇବାକୁ କାହାକୁ ବା ଭଲ ଲାଗେନା ? କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ତାହା ଦେହ ପାଇଁ ତା’ଠାରୁ ବି ଅଧିକ ଭଲ। ଏଥିରେ ବହୁ ସ୍ୱାସ୍ଥ୍ୟଗତ ଫାଇଦା ରହିଛି। ତେବେ ଆସନ୍ତୁ ଜାଣିବା କିସମିସ୍ ଖାଇବା ଆମ ସ୍ବାସ୍ଥ୍ୟପକ୍ଷେ କେତେ ଲାଭଦାୟକ । କିସ୍‌ମିସ୍‌ ଖାଇବା…

ପ୍ରତିଦିନ ସକାଳୁ ଖାଆନ୍ତୁ ଭୃଷଙ୍ଗ ପତ୍ର, ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ

ଭୁବନେଶ୍ଵର: ଆପଣ ନିଶ୍ଚୟ ସାମ୍ବର କିମ୍ବା ତରକାରୀରେ ଭୃଷଙ୍ଗ ପତ୍ର ଖାଇଥିବେ । କିଛି ଲୋକେ ଏହାକୁ ଭିନ୍ନ ଭିନ୍ନ ଉପାୟରେ ମଧ୍ୟ ଖାଇଥାନ୍ତି । କିନ୍ତୁ ସକାଳେ ଭୃଷଙ୍ଗ ପତ୍ରକୁ ଚୋବାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ଘଟେ । ଅନେକ ପୋଷକ ତତ୍ତ୍ୱ ଏହି ଭୃଷଙ୍ଗ ପତ୍ରରୁ ମିଳିଥାଏ ।…

ଗ୍ୟାସ ରୋଗରେ ପୀଡିତ କି? ତେବେ ବ୍ୟବହାର କରନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ଵର: ଖାଦ୍ୟ ଏବଂ ପାନୀୟରେ ଭୁଲ ଏବଂ ଅସାବଧାନତା ହେତୁ ଆଜି ସମସ୍ତେ ପେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦିଓ ପେଟରେ ଗ୍ୟାସ ସୃଷ୍ଟି ହେବାର ଅନେକ କାରଣ ଥାଇପାରେ, କିନ୍ତୁ ଜୀବନଶୈଳୀ ବଦଳାଇବା ଏବଂ ଔଷଧର ଅତ୍ୟଧିକ ବ୍ୟବହାର ମଧ୍ୟ ଏହାର ମୁଖ୍ୟ କାରଣ ହୋଇପାରେ। ଏଥି ସହିତ, ଦିନସାରା…

ଡେଙ୍ଗୁ ରୋଗୀଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଖାଦ୍ୟ, ନହଲେ କମିପାରେ ରକ୍ତକଣିକା

ନୂଆଦିଲ୍ଲୀ: ଚାରିଆଡେ ଏବେ ଡେଙ୍ଗୁ ଆତଙ୍କ । ଦେଶର ରାଜଧାନୀ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ, ହରିୟାଣା ସମେତ ଅନେକ ରାଜ୍ୟରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହି ଜ୍ବରରେ କେତେକଙ୍କ ଜୀବନ ମଧ୍ୟ ଗଲାଣି । ଯାହାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାର ଭୟ ଦେଖାଦେଇଛି । ତେବେ ଡେଙ୍ଗୁ…

ଅଧିକ ପାଣି ପିଉଛନ୍ତି କି? ଯାଇପାରେ ଜୀବନ! ଜାଣନ୍ତୁ ଦିନକୁ ପିଇବେ କେତେ ପାଣି…

ଭୁବନେଶ୍ବର: ଅତ୍ୟଧିକ ପାଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। କାରାଣ ଏହା ଦ୍ବାରା ଅସୁବିଧାରେ ପଡିପାରନ୍ତି ଆପଣ । ହୋଇପାରେ ଆପଣକୁ ଏହି ରୋଗ । ଆଉ ଯାଇପାରେ ଜୀବନ। ଆପଣ ଜାଣିଥିବେ, ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅତ୍ୟଧିକ ପାଣି ପିଇବା ମଧ୍ୟ…

ରୋଗକୁ ଡାକିଆଣେ ଧୂପକାଠି ଧୂଆଁ: ଆସନ୍ତୁ ଜାଣିବା ଆମ ଶରୀର ପାଇଁ କେତେ କ୍ଷତିକାରକ…

ଧୂପକାଠିର ଧୂଆଁ କାହାକୁ ବା ଭଲ ନ ଲାଗେ  । ସାଧାରଣତଃ ଠାକୁର ପୂଜା ଓ ହୋମ ଯଂଗ୍ୟ ସମୟରେ ଆମେ ଧୂପକାଠି ବ୍ୟବହାର କରିଥାଉ  । କିନ୍ତୁ ଆପଣମାନେ ଜଣନ୍ତି କି ଏହାର ଧୂଆଁ ଆମ ଶରୀର ପ୍ରତି କେତେ କ୍ଷତିକାରକ  । ଆସନ୍ତୁ ଜାଣିବା ଧୂପକାଠି ଧୂଆଁ ଆମକୁ କେଉଁ ସବୁ ସମସ୍ୟାରେ ପକାଇଥାଏ  ।…