Latest Odisha News
Browsing Category

ଜୀବନଶୈଳୀ

ଫିଟ ରହିବାକୁ ଚାହୁଁଥିଲେ ସକାଳୁ ଖାଆନ୍ତୁ ଏହି ଖାଦ୍ୟ

ଭୁବନେଶ୍ୱର: ନିରୋଗ ଶରୀର ପାଇଁ ସକାଳ ଖାଦ୍ୟ ପ୍ରୋଟିନଯୁକ୍ତ ହେବା ଜରୁରୀ।ଆପଣଙ୍କୁ ସ୍ୱାସ୍ଥ୍ୟବାନ ଓ ଫୁର୍ତ୍ତି ରଖିବା ପାଇଁ କିମ୍ବା ଦିନସାରା ଥକ୍କା ଓ ଅଳସରୁ ମୁକ୍ତି ରହିବା ପାଇଁ ବ୍ରେକଫାଷ୍ଟରେ ପ୍ରୋଟିନଯୁକ୍ତ ଖାଇବା ଉଚିତ। ପୁଷ୍ଟିକର ଖାଦ୍ୟ ଆପଣଙ୍କ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ।…

ଅଣ୍ଟା ବିନ୍ଧା ହେଉଛି କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନ ଶୈଳୀ ପାଇଁ ଅନେକ ରୋଗ ମଣିଷକୁ ଆକ୍ରାନ୍ତ କରୁଛି। ଦୀର୍ଘ ସମୟ ଧରି ଅଫିସରେ ବସି ରହିବା ହେଉ କି ଅଧିକ ସମୟ ବାଇକ୍‌ ଚଲାଇବା ଅଥବା ମେଦ ବହୁଳତା ପାଇଁ ମଧ୍ୟ ଅଣ୍ଟା ଓ କାନ୍ଧ ବିନ୍ଧିବା ଏବେ ଲୋକଙ୍କର ଯେପରି ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। କଷ୍ଟ କମ୍‌ ପାଇଁ…

ଶରୀରରେ କୋଲେଷ୍ଟ୍ରୋଲର ବଢିବାର କାରଣ ଓ ଏହାର ଘରୋଇ ନିରାକରଣ, ଜାଣନ୍ତୁ

ଭୁବନେଶ୍ୱର: ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଏବଂ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଟ୍ରାଇଗ୍ଲିସେରାଇଡ୍‌ରେ ପରିଣତ ହୋଇଥାଏ। ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରାନଯାଏ, ତେବେ ଏହା ମଧୁମେହ,…

ଏସିଡିଟିର କାରଣ ଓ ଏହାର ଘରୋଇ ନିରାକରଣ

ଭୁବନେଶ୍ୱର: ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏସିଡିଟି ପାଇଁ ଅନେକ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏସିଡିଟି ହେଲେ ଖାଇବାକୁ ଇଚ୍ଛା ହୁଏନାହିଁ, ସହଜରେ ଖାଦ୍ୟ ହଜମ ହୋଇପାରେନାହିଁ, ଆମ୍ବିଳି ହାକୁଟି ଆସେ,…

କାହିଁକି ହୁଏ ବ୍ରେନ ଷ୍ଟ୍ରୋକ୍, କ’ଣ ଏହାର ଲକ୍ଷଣ 

ଭୁବନେଶ୍ୱର: ବ୍ରେନ୍‌ ବା ମସ୍ତିଷ୍କ ଆମ ଶରୀରର ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ। ଏହା ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି ମସ୍ତିଷ୍କ। ମସ୍ତିଷ୍କର କୋଷିକାଗୁଡ଼ିକ ଅହରହ ରକ୍ତ ପ୍ରବାହ, ଅମ୍ଳଯାନ ଓ ଗ୍ଲୁକୋଜ ଉପରେ ନିର୍ଭର କରିଥା’ନ୍ତି। କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ…

ଆଜି ବିଶ୍ୱ ମାଛ ଦିବସ; ଜାଣନ୍ତୁ ମାଛ ଖାଇଲେ ମିଳେ କେଉଁସବୁ ଫାଇଦା..

ଭୁବନେଶ୍ୱର: ଆଜି ହେଉଛି ବିଶ୍ଵ ମତ୍ସ୍ୟ ଦିବସ। ପାଟିରେ ଟିକେ ଆଇଁଷ ନବାଜିଲେ ବହୁ ଲୋକଙ୍କର ଭାତ ଉଠେନି। ବିଶେଷକରି ଉପକୂଳ ଓଡ଼ିଶାର ପ୍ରତିଟି ଘରେ ସପ୍ତାହରେ ଅତି କମରେ ଚାରିଦିନ ଆମିଷ ହୋଇଥାଏ। ତେବେ ମାଂସ ବା ଅଣ୍ଡା ଅପେକ୍ଷା ମାଛ ଅନେକଙ୍କର ପ୍ରିୟ ଖାଦ୍ୟ! ସୁଲଭ ହୋଇଥିବାରୁ ଧନୀଠୁ ଗରିବ…

ଖାଲିପେଟରେ ଖାଆନ୍ତୁ ଦୁଇ କୁଳା ରସୁଣ;ମିଳିବ ଏହି ଅଦ୍ଭୁତ ଫଳ

ଭୁବନେଶ୍ୱର ରସୁଣ ଖାଦ୍ୟର ସ୍ୱାଦକୁ ଦୁଇଗୁଣ କରିଦେଇଥାଏ। କେବଳ ରୋଷେଇ ନୁହେଁ ବରଂ ବିଭିନ୍ନ ରୋଗର ଘରୋଇ ଉପଚାର ମଧ୍ୟ ଏହି ରସୁଣରେ ଲୁଚି ରହିଛି। ଥଣ୍ଡା, କାଶ, ଉଚ୍ଚ ରକ୍ତଚାପ, ଭଳି ଅନେକ ସମସ୍ୟାର ଉପଚାର ପାଇଁ ନାନାଦି ଉପାୟରେ ଏହାର ସେବନ କରାଯାଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ…

ଶୀତଦିନ ଆରମ୍ଭରୁ ନିଜ ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଫଳ; ବଢିବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: ଋତୁ ପରିବର୍ତ୍ତନ ସହ ଆମ ଶରୀରର ରୋଗ ପ୍ରତିରୋଧକ ସ୍ତରକୁ ବଢ଼ାଇବା ପାଇଁ ଆମ ଖାଦ୍ୟରେ ପୁଷ୍ଟିକର ଫଳକୁ ସାମିଲ କରିବା ବହୁତ ଜରୁରୀ। ତେବେ, ଜାଣନ୍ତୁ ଶୀତଦିନେ କେଉଁ ସବୁ ଫଳ ଖାଇବା ଜରୁରୀ। ସେଓ :ସେଓରେ ଫାଇବର, ଭିଟାମିନ ସି’ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି।…

କିପରି ପାଇବେ ଗ୍ୟାସ ସମସ୍ୟାରୁ ମୁକ୍ତି…

ଭୁବନେଶ୍ୱର:ଗ୍ୟାସ ହେବା କୌଣସି ରୋଗ ନୁହେଁ। ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା ଯୋଗୁଁ ଆମକୁ ଗ୍ୟାସ ହୋଇଥାଏ। ଲକ୍ଷଣ: ପେଟରେ ଗ୍ୟାସ୍‌ ହେଲେ ସାଧାରଣତଃ ବାନ୍ତି ହେବା ଭଳି ଲକ୍ଷଣ ଦେଖାଦିଏ। ଖାଦ୍ୟ ହଜମ ହୋଇନପାରିଲେ ପେଟରେ ସାଧାରଣତଃ ଗ୍ୟାସ୍‌ ସୃଷ୍ଟି ହୋଇଥାଏ।ଭୋକ…

ଶୀତ ଋତୁ ଆରମ୍ଭରୁ ନିଅନ୍ତୁ ନିଜ ପାଦର ଯତ୍ନ

ଭୁବନେଶ୍ୱର: ଶୀତଋତୁ ଆରମ୍ଭ ହୋଇଗଲାଣି। ଏହି ଋତୁରେ ଦେହ ହାତ ଶୁଷ୍କ ହୋଇଯାଏ। ଦେହହାତ ସହ ଅନେକଙ୍କର ଗୋଇଠି ମଧ୍ୟ ଫାଟିଯାଏ। ଏହାଦ୍ୱାରା ଚାଲିବା ବେଳେ ଦରଜ ହେବା ସହ ରକ୍ତ ମଧ୍ୟ ବାହାରିଥାଏ। ତେବେ ଶୀତ ଆରମ୍ଭରୁ ପାଦର ଯତ୍ନ ନେଲେ ଏଭଳି ସମସ୍ୟା ଉପୁଜେ ନାହିଁ। ସାଧାରଣତଃ ଶୀତଦିନେ…