Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଫ୍ଲୋରାଲ୍ ପ୍ରିଣ୍ଟର ଜଲଓ୍ବା : ଆଜିକାଲିର ଯୁବପିଢିଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି…

ନୂଆଦିଲ୍ଲୀ : ଆଜିକାଲିର ସମୟରେ ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ କିଏ ପାର୍ଲରରେ ସମୟ ବିତାଉଛି ତ ଆଉ କିଏ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁଛି  । ତ ଆଉ କିଏ ଭଳିକି ଭଳି ଫ୍ୟାଶନେବୁଲ ପୋଷାକ ପିନ୍ଧି ନିଜକୁ ସଜାଉଛି  ।…

ଶୀତଦିନେ ଖାଆନ୍ତୁ ଏହି ଶାଗ : ମଧୁମେହ, ହୃଦରୋଗ ଓ ମେଦବହୁଳତାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ଶୀତଦିନେ ସାଧାରଣତଃ ଆମେ ବିଭିନ୍ନ ଉପାୟରେ ଆମ ଶରୀରର ଯତ୍ନ ନେଇଥାଉ  । କିଏ ଶରୀରକୁ ସୁସ୍ଥ ରଖିବାକୁ ସତେଜ ପନିପରିବା ଖାଆନ୍ତି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟ ପ୍ରଣାଳୀରେ ସାମିଲ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଶାଗ ବିଷୟରେ କହିବାକୁ ଯାଉଛୁ ।…

ସ୍ୱାସ୍ଥ୍ୟ ପାଇଁ ବରଦାନ ଫୁଲକୋବି : ଜଳଖିଆଠୁ ରାତ୍ରି ଭୋଜନ ସବୁଥିରେ ସାମିଲ କରନ୍ତୁ..

ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଲୋକ ଅଧିକାଂଶ ସମୟରେ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି  । ଆଉ ଏହା ଏପରି ଏକ ପରିବା , ଯାହା ସମସ୍ତଙ୍କ ପ୍ରିୟ । ପଲୋଉ,ମଞ୍ଚୁରିଆନ୍‌‌ , ଉପମା ଭଳି ଅନେକ ସ୍ୱାଦିଷ୍ଟ ଖାଦ୍ୟ ତିଆରି ପାଇଁ ଆମେ ଫୁଲକୋବିକୁ ବ୍ୟବହାର କରୁ  । ଜଳଖିଆ ଠାରୁ ଆରମ୍ଭ କରି…

ପ୍ରତିଦିନ ଖାଆନ୍ତୁ ଧନିଆ ପତ୍ର : ଦୂର ହେବ ଏସବୁ ରୋଗ..

ନୂଆଦିଲ୍ଲୀ : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି  । କିଏ ସବୁଜ ପନିପରିବା ଖାଉଛି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟରେ ସାମିଲ କରୁଛନ୍ତି  । ଆମେ ସାଧାରଣତଃ ଆମ ରୋଷେଇ କାର୍ଯ୍ୟରେ ଧନିଆ ପତ୍ରକୁ…

ଶୀତଦିନେ ଖାଆନ୍ତୁ ଏହି ସବୁ ଫଳ, ଶରୀରରେ ଦେଖାଦେବନି ଜଳୀୟ ଅଂଶର ଅଭାବ

ଭୁବନେଶ୍ଵର: ଶୀତଦିନ ସାଧାରଣତଃ ଲୋକମାନେ କମ୍ ପାଣି ପିଇଥାନ୍ତି । ଯେଉଁଥିପାଇଁ ସେମାନଙ୍କର ତ୍ବଚା ଶୁଷ୍କ ରହିବା ସହ ଓଠ ମଧ୍ୟ ଫାଠି ଥାଏ । କିଛି କିଛି ଲୋକଙ୍କ ଶରୀରରେ ଜଳୀୟ ଅଂଶ ଅଭାବରୁ ଡିହାଇଡ୍ରେସନ୍, କୋଷ୍ଠ କାଠିନ୍ୟ, ଚର୍ମ ସମସ୍ୟା ଆଦି ମଧ୍ୟ ଦେଖାଯାଏ । ଯେଉଁ କାରଣରୁ ସେମାନେ…

ଶୀତଦିନେ କିପରି ନେବେ ତ୍ଵଚାର ଯତ୍ନ, ଜାଣନ୍ତୁ କିଛି ଘରୋଇ ଉପାୟ…

ଭୁବନେଶ୍ଵର: ଆରମ୍ଭ ହୋଇଗଲାଣି ଶୀତଋତୁ। ଶୀତଦିନରେ କିଛି ଲୋକ ମାନଙ୍କର ଚର୍ମ ଜନିତ ସମସ୍ୟା ଦେଖା ଯାଇଥାଏ । ଶୀତଦିନରେ ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ମୁହଁ, ଗୋଡ, ହାତ ଫାଟିବା ଭଳି ସମସ୍ୟା ଦେଖା ଯାଇଥାଏ । କାରଣ ଶୀତଦିନରେ ସ୍କିନ ଡ୍ରାଏ ହୋଇଯାଏ ଯାହା କାରଣରୁ ସ୍କିନ ଫାଟିଥାଏ ।…

ଏହି ଫଳ ଥାଇରଏଡ୍ ଓ ବ୍ଲଡପ୍ରେସର୍ ପାଇଁ ରାମବାଣ

ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଶରୀରକୁ ସୁସ୍ଥ ରଖିବାକୁ ପ୍ରତିଦିନ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଖାଇଥାଉ  । ଆପଣମାନେ ଜାଣିଛନ୍ତି କି ବଜାରରେ ମିଳୁଥିବା ଡ୍ରାଗନ୍ ଫଳ ଆମ ଶରୀର ପାଇଁ କେତେ ଉପଯୋଗୀ । ବଜାରରେ ଡ୍ରାଗନ୍ ଫଳର ଚାହିଦା ଯେମିତି, ଏହାର ରେଟ୍ ମଧ୍ୟ ସେମିତି  ।  ଏହା…

ଘରୋଇ ଉପାୟରେ କେମିତି ଦୂର ହେବ ଡାର୍କ ସର୍କଲ ?

ନୂଆଦିଲ୍ଲୀ : ଆଜିକାଲିକା ବ୍ୟସ୍ତବହୁଳ ସମୟ ମଧ୍ୟରେ ଲୋକଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି  । ବର୍ତ୍ତମାନ ସମୟରେ ଆଖି ଚାରିପାଖେ ଡାର୍କ ସର୍କଲ ଦେଖାଯିବା ଏକ ବଡ ସମସ୍ୟା ପାଲଟିଛି ।  କୁହାଯାଏ ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବୁଲିବା, ଏବଂ…

ଘରୋଇ ଉପାୟରେ କେମିତି ଆଣିବେ ଚେହେରାରେ ଗ୍ଲୋ ?

ନୂଆଦିଲ୍ଲୀ : ଆଜିକାଲିର ସମୟରେ ଲୋକମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ବେଶ୍ ସଚେତନ ରହିଥାନ୍ତି  । ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ  । ନିଜ ତ୍ବଚାରେ ଗ୍ଲୋ ଆଣିବାକୁ କିଏ ବଜାରରୁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଆଣି ବ୍ୟବହାର କରନ୍ତି ତ ଆଉ କିଏ ପାର୍ଲର ଯାଇ ସମୟ ବିତାନ୍ତି ।…

ପୁରୁଣା ଶାଢୀକୁ ଫୋପାଡୁଛନ୍ତି କିମ୍ବା ଅନ୍ୟକୁ ଦେଇ ଦଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହି ସବୁ କଥା …

ଭୁବନେଶ୍ଵର: କୌଣସି ପର୍ବପର୍ବାଣୀ ହେଉ କିମ୍ବା ପାର୍ଟି ସମସ୍ତଙ୍କ ମନରେ ଥାଏ ଯେ ସେ କିପରି ସମସ୍ତଙ୍କ ଅପେକ୍ଷା ଟିକେ ଅଲଗା ଓ ସୁନ୍ଦର ଲାଗିବେ । ସାଧାରଣତଃ ମହିଳା ମାନେ ଏହି ସବୁ କାର୍ଯ୍ୟକ୍ରମରେ ଶାଢୀ ପିନ୍ଧିବାକୁ ବେଶି ପସନ୍ଦ କରିଥାନ୍ତି । ଶାଢି ଆପଣଙ୍କ ସୁନ୍ଦରତାକୁ ଦ୍ଵିଗୁଣିତ…