Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଉପକାରୀ କଳା ହଳଦୀ, ମହିଳାଙ୍କ ଋତୁସ୍ରାବ ସମସ୍ୟାରୁ ବି ଦିଏ ମୁକ୍ତି

ଭୁବନେଶ୍ଵର: ଭାରତୀୟ ଖାଦ୍ୟର ସ୍ୱାଦ ଏବଂ ରଙ୍ଗ ବଢାଉଥିବା ମସଲା ଭିତରେ ହଳଦୀ ଅନ୍ୟତମ। ଖାଦ୍ୟରେ ହଳଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହଳଦୀର ବ୍ୟବହାର କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ଏହାର ବ୍ୟବହାର କରାଯାଏ । ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହଳଦୀ ଇମ୍ୟୁନିଟିକୁ ବୁଷ୍ଟ…

ପୁଣି ଡରାଇଲାଣି ଚୀନ୍: ଆବିଷ୍କାର କଲାଣି ନୂଆ କରୋନା ଭାଇରସ୍…

ନୂଆଦିଲ୍ଲୀ: ପୁଣି ଡରାଇଲାଣି ଚୀନ୍ । ଆଉ ଏକ କରୋନା ଭାଇରସକୁ ଠାବ କଲାଣି ଚୀନ । ଯାହା ପୁଣି ମଣିଷ ଜୀବନକୁ ବିପଦରେ ପକାଇପାରେ । ଯେବେ ଯେବେ ଚୀନର ଗବେଷକମାନେ କିଛି ନୂତନ ପରୀକ୍ଷା କରିଛନ୍ତି, ଏହାର ଫଳ ସବୁବେଳେ ବିଶ୍ବ ପାଇଁ ଧ୍ବଂସାତ୍ମକ ହୋଇଛି । ଯେମିତି କୋଭିଡ୍-୧୯ର ଉତ୍ପତ୍ତି ।…

ଗ୍ରୀଷ୍ମରେ ସ୍କିନ୍‌ ଆଲର୍ଜି ସମସ୍ୟାରୁ କିପରି ପାଇବେ ଆରାମ୍? ଜାଣନ୍ତୁ ଘରୋଇ ଉପଚାର…

ନୂଆଦିଲ୍ଲୀ: ଖରାଦିନେ ଝାଳ ବୋହିବା ସ୍ୱାଭାବିକ କଥା । ଆଉ ଏହି ସମୟରେ କିଛି ଲୋକଙ୍କ ଝାଳ ବୋହିବା ଦ୍ୱାରା ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ । ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ, ପାଉଡର ଆଣି ଲଗାଇଥାନ୍ତି ।…

ଏହି ଘରୋଇ ଉପଚାର ଦ୍ବାରା ଶୁଖିଲା କାଶକୁ କରନ୍ତୁ ବାଏ ବାଏ ..

ଭୁବନେଶ୍ବର: ବେଳେବେଳେ ଦୀର୍ଘଦିନ ଧରି କାଶ ଲାଗି ରହିଥାଏ । ଔଷଧ ସେବନ ଦ୍ବାରା ମଧ୍ୟ ଏହି କାଶ କମେ ନାହିଁ । ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏହି କାଶରୁ ମୁକ୍ତି ପାଇ ପାରିବେ । - କାଶ ହେଉଥିଲେ ଥଣ୍ଡା ପାଣି, ଆଇସ୍‌କ୍ରିମ୍‌ ଆଦି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ।…

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା, ଚୁଟକିରେ ହୋଇଯିବ ଭଲ

ଶୀତ ସରିଛି ଏବେ ଆସିଛି ଖରା ଦିନ । ଆଉ ଏହି ଖରା ଦିନରେ ଅନେକ ସ୍କିନ ଆଲର୍ଜି ସମସ୍ୟା ଦେଖାଯାଏ । ଯାହାକୁ ନେଇ ଅନେକ ଲୋକ ଚିନ୍ତିତ ଥାଆନ୍ତି । ତେବେ ଏପରି ସ୍କିନ ଆଲର୍ଜିକୁ କେମିଥି ଘରୋଇ ଉପଚାର ଦ୍ୱାରା ଦୂର କରିବା ଆସନ୍ତୁ ଜାଣିବା । ଖରାଦିନେ ଝାଳ ବୋହିବା ଯୋଗୁ ବିଭିନ୍ନ ପ୍ରକାର…

ଗୋଡ ଯନ୍ତ୍ରଣା ହୃଦଘାତର କାରଣ!

ଭୁବନେଶ୍ଵର: ଆଜିର ଗତିଶୀଳ ଜୀବନଶୈଳୀରେ ପାଦ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା । ଅଧିକାଂଶ ଗୋଡରେ ଯନ୍ତ୍ରଣା ଥକ୍କା, ଦୁର୍ବଳତା, ଗଣ୍ଠି କିମ୍ବା ମାଂସପେଶୀରେ ଷ୍ଟ୍ରେନ ହେତୁ ହୋଇଥାଏ । ହେଲେ ଯଦି ଆପଣ କ୍ରମାଗତ ଭାବରେ ଆପଣଙ୍କର ଗୋଡରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହା ମଧ୍ୟ କିଛି…

ରାତିରେ ଖାଦ୍ୟ ହଜମ ସମସ୍ୟା ରହିଛି କି? କରନ୍ତୁ ଏହି ଯୋଗ

ଭୁବନେଶ୍ବର: ରାତିରେ ଅନେକ ଜଣକଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ରାତିରେ ଖାଦ୍ୟ ଖାଇବା ପରେ ପେଟ ଫୁଲିବା, ଗ୍ୟାସ ହେବା ଭଳି ସମସ୍ୟା ଦେଖାଯାଇଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ସରଳ ଯୋଗ ରହିଛି, ରାତିରେ ଖାଦ୍ୟ ଖାଇବା ପରେ କରିପାରିବେ ।…

ଲିଭର୍ ପେସେଣ୍ଟଙ୍କୁ କାହିଁକି ବ୍ଲାକ୍ କଫି ପିଇବା ଉଚିତ? ଜାଣନ୍ତୁ ଏହାର ଲାଭ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଚା କିମ୍ବା କଫି ସହିତ ଦିନ ଆରମ୍ଭ କରନ୍ତି। ଏହା ତୁରନ୍ତ ଶକ୍ତି ଏବଂ ସତେଜତା ପ୍ରଦାନ କରେ। ଯଦି ଆପଣ କଫି ପିଇବାକୁ ପସନ୍ଦ କରନ୍ତି, ତେବେ ଖୁସି ହେଇ ଯାଆନ୍ତୁ। କାରଣ ବ୍ଲାକ୍ କଫି ଯକୃତ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ…

କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ସବୁ ଡ୍ରିଙ୍କସ୍

ସ୍ବାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲ୍ କେତେ ଉପକାରୀ ତାହା ପ୍ରାୟ ସମସ୍ତଙ୍କୁ ଜଣା। କୋଲେଷ୍ଟ୍ରଲ୍ ମାତ୍ରା ମଧ୍ୟ ସନ୍ତୁଳିତ ରହିବା ଉଚିତ୍। କାରଣ ଉଚ୍ଚ କୋଲେଷ୍ଟ୍ରଲ୍ ଏବଂ ନିମ୍ନ କୋଲେଷ୍ଟ୍ରଲ୍ ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଭଲ କୋଲେଷ୍ଟ୍ରଲ ସହିତ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ…

ଏୟାର ଫ୍ରାଏ ନା ଡିପ୍ ଫ୍ରାଏ: କେଉଁଟା ସବୁଠାରୁ ଉତ୍ତମ

ଭୁବନେଶ୍ଵର: କାହିଁ କେଉଁ କାଳରୁ ଆମେ ମାନେ ଖାଦ୍ୟକୁ ତେଲରେ ଛାଣିକି ଖାଉଛୁ । କିନ୍ତୁ ଗତ କିଛି ବର୍ଷ ଧରି ଏୟାର ଫ୍ରାୟର ଟ୍ରେଣ୍ଡରେ ରହିଛି। କୁହାଯାଏ ଯେ କର୍କଟ ରୋଗର ଆଶଙ୍କାକୁ ଏଡାଇବା ପାଇଁ ଏୟାର ଫ୍ରାୟରର ବ୍ୟବହାର ଉତ୍ତମ । କାରଣ ଏଥିରେ ବହୁତ କମ୍ ତେଲ ବ୍ୟବହୃତ ହୁଏ। ଯାହା…