Latest Odisha News
Browsing Category

ସ୍ୱାସ୍ଥ୍ୟ

ପିଆଜ ହେଉଛି ଓୗଷଧିୟ ଗୁଣର ଖଣି: କେବଳ ରୋଷେଇରେ ନୁହେଁ , ଏଥିରେ ରହିଛି ଅନେକ ସ୍ବାସ୍ଥ୍ୟଗତ ଫାଇଦା

ନୂଆଦିଲ୍ଲୀ : ସାଧାରଣତଃ ପିଆଜ ହେଉଛି ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ  । ଯାହାକି ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ରହିଥାଏ  । ବର୍ତ୍ତମାନ ପିଆଜ ଦର ଆକାଶ ଛୁଆଁ ହୋଇବା ସତ୍ତ୍ବେ ବି ଲୋକ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି  । କାରଣ ଆପଣ ଯେକୌଣସି ବି ତରକାରୀ ପ୍ରସ୍ତୁତ କରନ୍ତୁ ,…

ପ୍ରତିଦିନ ସକାଳୁ ଖାଲିପେଟରେ ଖାଆନ୍ତୁ ନିମ୍ବ ପତ୍ର : ଦୂରେଇ ଯିବ ଏସବୁ ରୋଗ…

ନୂଆଦିଲ୍ଲୀ : ନିମ୍ବ ପତ୍ର  ସାଧାରଣତଃ ସମସ୍ତଙ୍କ ପାଟିକୁ ପିତା ଲାଗିଥାନ୍ତି । ଆମେ ସାଧାରଣତଃ ଚର୍ମ ସମ୍ବନ୍ଧୀୟ କୌଣସି ରୋଗ ହେଲେ ଆମେ ତୁରନ୍ତ ନିମ୍ବ ପତ୍ରକୁ ବ୍ୟବହାର କରୁ  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ହିତକାରୀ । ଆସନ୍ତୁ ଜାଣିବା  । ନିମ୍ବ ପତ୍ରରେ…

ହଠାତ୍ ହୃଦଘାତ୍‌ ନେଇ ହୁଅନ୍ତୁ ନାହିଁ ବ୍ୟତିବ୍ୟସ୍ତ, ଏହି ୩ଟି ଟେଷ୍ଟ ଜଣାଇବ ହାର୍ଟ କେତେ ମଜଭୁତ!

ନୂଆଦିଲ୍ଲୀ: ଯେଉଁମାନେ ମହାମାରୀ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଅତ୍ୟଧିକ ବ୍ୟାୟାମ କରିବା ଠାରୁ ଦୂରେଇ ରହିବା ଉଚିତ। ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଗତ କିଛି ସମୟ ମଧ୍ୟରେ ବାରମ୍ବାର ହୃଦଘାତ ଯୋଗୁଁ ମୃତ୍ୟୁ ହେବା ମାମଲା ଅଧିକ…

ଶୀତ ଋତୁରେ କିପରି ନେବେ ତ୍ୱଚାର ଯତ୍ନ, ଆପଣାନ୍ତୁ କିଛି ଘରୋଇ ଟିପ୍ସ

ଭୁବନେଶ୍ଵର: ଆରମ୍ଭ ହୋଇଗଲାଣି ଶୀତଋତୁ। ଏହି ଋତୁରେ ଥଣ୍ଡା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ଏବଂ ଧିରେ ଧିରେ ଫାଟିବାକୁ ଲାଗେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାର ଉପଯୋଗରେ ଶୀତଦିନରେ ଆପଣ ତ୍ୱଚାର ଚମକ୍ ଆଣିପାରିବେ। ଥଣ୍ଡା…

ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ଉତ୍ତମ ମେଡିସିନ୍ ସପୁରୀ ଜୁସ୍

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଖରାଦିନେ ଶରୀରରେ ଜଳୀୟ ଅଂଶ କମ୍ ରହିଥାଏ । ତେଣୁ ଏପରି ପରିସ୍ଥିତିରେ ଆମେ ବିଭିନ୍ନ ପ୍ରକାର ଜୁସ୍ ପିଇଥାଉ  । କିନ୍ତୁ ଆପଣମାନେ ଜାଣନ୍ତି କି ଶ ସପୁରୀ ଜୁସ୍ ଆମ ଶରୀର ପାଇଁ କେତେ ହିତକର  । ଆସନ୍ତୁ ଜାଣିବା  ।…

ଶୀତ ଦିନେ ଘରୋଇ ଉପାୟରେ କିପରି ନେବେ ଓଠର ଯତ୍ନ….

ନୂଆଦିଲ୍ଲୀ: ଶୀତ ଦିନ ଆସିବା ମାତ୍ରେ ସମସ୍ତଙ୍କ ସମସ୍ୟା ଓଠ ଫାଟିବାରୁ ହିଁ ଆରମ୍ଭ ହୋଇଥାଏ  । ଏହି ସମସ୍ୟା ପୂରା ଶୀତ ଦିନ ସରିବା ଯାଏଁ ଲାଗିରହିଥାଏ  । ଆମେ ସାଧାରଣତଃ ଓଠ ଫାଟିବାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଲିପ୍ ବାମ୍ ବ୍ୟବହାର କରିଥାଉ  । କିନ୍ତୁ ଆସନ୍ତୁ ଜାଣିବା…

କେବଳ ତ୍ବଚା ପାଇଁ ନୁହେଁ , ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରେ ହଳଦୀ..

ନୂଆଦିଲ୍ଲୀ : ତ୍ୱଚା ପାଇଁ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ୱଳ କରିଥାଏ। କଞ୍ଚା ହଳଦୀ ଖାଇବା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ। ହଳଦୀ କେବଳ ତ୍ବଚା ପାଇଁ ନୁହେଁ , ଏହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।…

ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁସଂଖ୍ୟା କମାଇବା ଲାଗି ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ପ୍ରାୟ ଦୁଇ ସପ୍ତାହ ଧରି ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ସଚେତନତା ଅଭିଯାନ ଆରମ୍ଭ କରାଯଇଛି । ସେହି ପରିପ୍ରେକ୍ଷୀରେ ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତର…

ଥକ୍କା ଓ ଚିଡିଚିଡାପଣର ହେଉଛନ୍ତି କି ଶିକାର? ଆପଣାନ୍ତୁ ଏହି ଉପାୟ…ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: ଭଲ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ନିଦ ଶୋଇବା ପରେ ମଧ୍ୟ କିଛି ବ୍ୟକ୍ତି ଦିନସାରା କ୍ଳାନ୍ତ ଏବଂ ଦୁର୍ବଳ ରହିଥାନ୍ତି । ଯଦି ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଥାଏ, ତେବେ ବ୍ୟକ୍ତିଙ୍କ ଠାରେ ଚିଡିଚିଡାପଣ ଆରମ୍ଭ ହୋଇଯାଇଥାଏ । ଯଦି ଆପଣଙ୍କ ସହିତ ସମାନ ଘଟଣା ଘଟୁଛି ତେବେ…

ମେଦବହୁଳତା ଓ ଡାଇବେଟିସ୍ ନିୟନ୍ତ୍ରଣ କରେ କ୍ୟାପ୍ସିକମ୍

ନୂଆଦିଲ୍ଲୀ : ଆଜିର ଯୁଗରେ  ମେଦବହୁଳତା ଏବଂ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଉପାୟ ରହିଛି। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର…