Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ପ୍ରତିଦିନ ଖାଆନ୍ତୁ ବାଇଗଣ : ଏସବୁ ଗମ୍ଭୀର ରୋଗରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ବାଇଗଣ ଏପରି ଏକ ପରିବା  । ଯାହା ବର୍ଷର ୧୨ ମାସ ଯାକ ମାର୍କେଟରେ ଉପଲବ୍ଧ ରହିଥାଏ  । ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ  । କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ  । ଏଥିରୁ ଅନେକ ଖାଦ୍ୟ ଆଇଟମ୍ ବନାଇଥାଏ  । ଯାହା ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥାଏ…

ହାର୍ଟ ସମସ୍ୟା ସହ କୋଲେଷ୍ଟ୍ରଲ ହ୍ରାସ କରେ ସୋରିଷ

ନୂଆଦିଲ୍ଲୀ: ଆମେ ସାଧାରଣତଃ ଖାଦ୍ୟ ପ୍ରସ୍ତୁତିରେ ସୋରିଷକୁ ବ୍ୟବହାର କରୁ । ମାତ୍ର ଆପଣମାନେ ଜାଣନ୍ତି କି କେବଳ ରୋଷେଇ କାର୍ଯ୍ୟରେ ନୁହେଁ , ସୋରିଷ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଏଥିରେ ଅନେକ ମାତ୍ରାରେ ପୋଷକ ତତ୍ତ୍ୱ ଭରପୂର ହୋଇ ରହିଥାଏ । ସୋରିଷ ମଞ୍ଜିରେ ଆଇରନ୍‌,…

ଓଡ଼ିଆ ବୈଜ୍ଞାନିକଙ୍କ ସଫଳତା, ନିମ୍ବ ପତ୍ରରେ ସ୍ତନ କର୍କଟ ରୋଗ ଦୂର କରିବାର କ୍ଷମତା ରହିଛି

ଭୁବନେଶ୍ୱର: ନିମ୍ବ ପତ୍ରରେ ସ୍ତନ କର୍କଟ ରୋଗ ଦୂର କରିବାର କ୍ଷମତା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ବୈଜ୍ଞାନିକମାନେ ଗବେଷଣା କରି ଏପରି ଏକ ବଡ଼ ସଫଳତା ପାଇଛନ୍ତି। ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଞ୍ଜୀବ ସାହୁଙ୍କ ନେତୃତ୍ୱାଧୀନ ଟିମ୍ ନିମ୍ବ ପତ୍ରରେ…

ପ୍ରୋଟିନରେ ଭରପୁର ମସୁର ଡାଲି: ପ୍ରତିଦିନ ଖାଇଲେ ମିଳିବ ଏହି ଫାଇଦା..

ନୂଆଦିଲ୍ଲୀ: ମସୁର ଡାଲି ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ପ୍ରାୟ ଲୋକ ଖାଆନ୍ତି  । ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ ରହିଥାଏ  । ଯେପରିକି କଳା, ବାଦାମୀ, ନାଲି ଏବଂ ସବୁଜ  । ମସୁର ଡାଲିକୁ ପ୍ରୋଟିନର ଏକ ଉତ୍ସ ଭାବରେ ବିବେଚନା କରାଯାଏ  । ଶାକାହାରୀ ଅର୍ଥାତ୍ ଯେଉଁମାନେ ମାଛ,…

ଖାଦ୍ୟରେ ସାମିଲ କରନ୍ତୁ ଲେମ୍ବୁ, ଦେଖନ୍ତୁ ଏହାର ଚମତ୍କାର ଫାଇଦା

ଭୁବନେଶ୍ଵର: ଆଜିକାଲି ବଜାରରେ ସହଜରେ ଯେକୌଣସି ସନମୟରେ ଲେମ୍ବୁ ମିଳିଯାଉଛି । ଲେମ୍ବୁ ହେଉ ଅବା ଏଥିରୁ ପ୍ରସ୍ତୁତ ସର୍ବତ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହା ବ୍ୟତିତ ତ୍ୱଚା ଠାରୁ ଆରମ୍ଭ କରି ଇମ୍ୟୁନିଟି ସିଷ୍ଟମ ପର୍ଯ୍ୟନ୍ତ ସବୁ କିଛିର ଉପକାରିତା କରିଥାଏ ଲେମ୍ବୁ ।…

ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରବ ଟାଇଫସ ରୋଗ ଚିହ୍ନଟ କରି ପାରିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌  ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ  ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ରୋଗୀ ଚିହ୍ନଟ  ହେଉଛନ୍ତି । ଏପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି…

ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ, କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା

ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ  ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ  ହେଉଛନ୍ତି । ସମ୍ବଲପୁର, କେନ୍ଦୁଝର, ବରଗଡ଼, ପୁରୀ ଓ  କେନ୍ଦ୍ରାପଡ଼ାରେ ଅଧିକ ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟରେ ଭୟ ବଢ଼ି ଚାଲିଥିବା ବେଳେ…

ହଠାତ୍ ବାନ୍ତି କିପରି ନିୟନ୍ତ୍ରଣ କରିବେ ? ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର…

ନୂଆଦିଲ୍ଲୀ: ସାଧାରଣତଃ ଆମେମାନେ କାର୍, ଟ୍ରେନ୍ କିମ୍ବା ବସ୍ ରେ ଯାତ୍ରା କରିବାକୁ ପସନ୍ଦ କରିଥାଉ  । କିନ୍ତୁ କିଛି ଯାତ୍ରା କରିବା ସମୟରେ ଅସୁସ୍ଥତା ଅନୁଭବ କରନ୍ତି ବା ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି  । ଯେଉଁଥିପାଇଁ ସେମାନେ ଯାତ୍ରା କରିବା ସମୟରେ ନିଜକୁ ବହୁତ ଦୁର୍ବଳ…

ଆଉ ଯିବନି ମ୍ୟାଲେରିଆରେ ଜୀବନ; R21 / Matrix-M ଟିକାକୁ WHOର ମଞ୍ଜୁରୀ

ନୂଆଦିଲ୍ଲୀ: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରୀ ପ୍ରଦାନ କରିଛି । ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ ଭାରତ ପାଇଁ ଏହା ଏକ…

ରାତିରେ ଭଲରେ ନିଦ ହେଉନି କି? ତେବେ ଦୁରେଇ ରୁହନ୍ତୁ ଏହି ସବୁ ଖାଦ୍ୟରୁ

ଭୁବନେଶ୍ଵର: କର୍ମମୟ ଜୀବନରେ ଲୋକମାନେ ନିଦ୍ରା ପାଇଁ ବେଶ ଚିନ୍ତିତ ରହିଥାନ୍ତି । ଏହାରିଭିତରେ ଅଧିକାଂଶ ଲୋକେ ସଠିକ ଭାବରେ ନିଦ ହେଉନଥିବା ସମସ୍ୟାର ସାମ୍ନା କରନ୍ତି । ଏଥିପାଇଁ ସେମାନେ ସେମାନଙ୍କର ବ୍ୟସ୍ତ ଜୀବନଶୈଳୀକୁ ମଧ୍ୟ ଦାୟୀ କରିଥାନ୍ତି । କିନ୍ତୁ ଜୀବନଶୈଳୀ ଅପେକ୍ଷା ଆପଣଙ୍କ…