Latest Odisha News

BREAKING NEWS

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ କଞ୍ଚା ଅମୃତଭଣ୍ଡା, ଆସନ୍ତୁ ଜାଣିବା…

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ…

ଏଥର ସହିଦନଗରରେ ଚମକିବ ଇକୋ ଫ୍ରେଣ୍ଡଲି ତୋରଣ : ଉଚ୍ଚତା ୮୫ ଫୁଟ

ଭୁବନେଶ୍ବର: ପାଖେଇ ଆସୁଛି ଦୁର୍ଗା ପୂଜା  । ଏହି  ଅବସରରେ  ଆଜି ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ସଭାପତି, ଉପସଭାପତି, ଉପଦେଷ୍ଟା,କର୍ମକର୍ତ୍ତା,ସମ୍ପାଦକ ଓ ୩୦ ନମ୍ବର ଓ୍ବାର୍ଡର କର୍ପୋରେଟର ଏଥିରେ ଉପସ୍ଥିତ ଥିଲେ । ଚଳିତବର୍ଷ ସମିତି…

ସମ୍ବଲପୁର କୁଚିଣ୍ଡାରେ ଅଜଣା ଗାଡି ଧକ୍କାରେ ଦୁଇ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ଥାନା ପାରୁଆଭାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି  । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ବର ଧାନ  ଏବଂ ପଣ୍ଡରୀକଟା ଗାଁର ଦଧି ଦର୍କା ବୋଲି ଜଣାପଡିଛି । ସୂଚନା ମୂତାବକ ଏମାନେ ଦୁଇ ଜଣ ଆଜି…

ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ଲଟକିଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

କଟକ: ବାଙ୍କୀ ମହାନଦୀ ବ୍ରିଜରେ ଲଟକିଛି ଯାତ୍ରୀବାହୀ ବସ୍ । ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବସଟି ଲଟକି ରହିଛି । ବସଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସୂଚନା ମୂତାବକ କଟକ ଜିଲ୍ଲା ବାଙ୍କୀର…

ଅକ୍ଟୋବର ୨ରୁ ବୁଲିବ ସାଇବର ସଚେତନତା ରଥ, ଆସନ୍ତାକାଲି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର /ଭଦ୍ରକ : ସୁବର୍ଣ୍ଣପୁର ଜିଲ୍ଲାରେ  ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଅପରାଧ  । ତେଣୁ ଜିଲ୍ଲାବାସୀ ସଚେତନ କରିବା ଲାଗି ବୁଲିବ ସାଇବର ସଚେତନତା ରଥ  । ଏହା  ଆସନ୍ତା ୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବୁଲିବ  । ଏ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ…

କୃଷି ବୈଜ୍ଞାନିକ ଏମ ଏସ୍ ସ୍ବାମୀନାଥନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ

ପୁରୀ: ବିଶିଷ୍ଟ କୃଷି ବୈଜ୍ଞାନିକ ଏମ ଏସ ସ୍ଵାମୀନାଥନ ଙ୍କ ପରଲୋକ ଘଟିଛି  ।  ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକ ର ଛାୟା ଖେଳି ଯାଇଛି। ବିଭିନ୍ନ ମହଲ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା ଚିତ୍ରକଳା ମାଧ୍ୟମରେ ଏମ ଏସ୍…

ଯାଜପୁରରେ ବିଜେପିକୁ ଶକ୍ତ ଝଟକା: ଇସ୍ତଫା ଦେଲେ ୨୦୦ରୁ ଉର୍ଦ୍ଧ୍ବ କର୍ମୀ

ଯାଜପୁର: ଯାଜପୁରରେ ବିଜେପିକୁ ଶକ୍ତ ଝଟକା ଲାଗିଛି  । ଯାଜପୁର ଭାରତୀୟ ଜନତା ପାର୍ଟିର ଯୁବ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ,  ଜିଲ୍ଲା ସାଧାରଣ ସମ୍ପାଦକ ହୃଷୀକେଶ ମେକାପଙ୍କ ସହ ଦୁଇଶହରୁ ଅଧିକ କର୍ମୀ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଯାଜପୁରର…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପିଜୁଳି

ଦିଲ୍ଲୀ: ପିଜୁଳି ହେଉଛି ଏକ ଏମିତି ଫଳ  । ଯାହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି  । ପିଜୁଳିର ମୂଲ୍ୟ ବେଶୀ ଅଧିକ ନୁହେଁ , ମାତ୍ର ଶରୀର ପାଇଁ ଏହା ବହୁ ଉପକାରୀ  ।   ଆସନ୍ତୁ ଜାଣିବା ପିଜୁଳି ଖାଇବା ଆମ ଶରୀର ପାଇଁ କେତେ ଉପକାରୀ । ପିଜୁଳିକୁ ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ…

୧କୋଟି ଶିବଲିଙ୍ଗରେ ସ୍ଥାପିତ ଅଲୗେକିକ ମନ୍ଦିର…

ଦିଲ୍ଲୀ: ଆପଣ  ଭଗବାନ ଶିବଙ୍କର ଅନେକ ମନ୍ଦିର ଦେଖିଥିବେ । କିନ୍ତୁ ଏହି ମନ୍ଦିରର ଆକୃତି କହେ ଭିନ୍ନ କାହାଣୀ । ଏହି ମନ୍ଦିର ଅନେକ ଚମତ୍କାରରେ ଭରା  ।  କର୍ଣ୍ଣାଟକର କୋଲାର ଜିଲ୍ଲାର ଏହି ମନ୍ଦିରରେ ବିଶ୍ୱର ସର୍ବାଧିକ ଶିବଲିଙ୍ଗ ସ୍ଥାପିତ ହୋଇଛି । ପ୍ରାୟ ୧ କୋଟି ବୋଲି କୁହାଯାଉଛି ।…

ଚୁଟି ରଙ୍ଗ କରୁଥିଲେ ଧ୍ୟାନ ଦିଅନ୍ତୁ…

ଦିଲ୍ଲୀ: ବର୍ତ୍ତମାନ ସମୟରେ ଚୁଟି ରଙ୍ଗ କରିବା କିଛି ଲୋକଙ୍କ ପାଇଁ ଫ୍ୟାସନ୍ ହୋଇଥିବାବେଳେ ଆଉ କିଛି ଲୋକ ବାଧ୍ୟ ହୋଇକରୁଛନ୍ତି। କିଛି ଲୋକ ଚୁଟି ରଙ୍ଗ କରିବାକୁ ସେଲୁନକୁ ଯାଉଥିବାବେଳେ ଆଉ କିଛି ଲୋକ ଘରେ କାମ ଚଳାଇ ଦେଉଛନ୍ତି  । ସବୁଠାରୁ ବଡ କଥା ହେଲା ଚୁଟି ରଙ୍ଗ କରିବାବେଳେ କିଛି…