Latest Odisha News
Browsing Category

ସ୍ୱାସ୍ଥ୍ୟ

କର୍କଟ ବିରୋଧରେ ଲଢିପାରେ ଏହି ଫଳ: ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ

ମୁମ୍ବାଇ: ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ,  ଏହା ସମସ୍ତେ ଜାଣନ୍ତି। ଫଳ ଭିତରେ କମଳା ହେଉଛି ଅନ୍ୟତମ ଉତ୍ତମ ଫଳ ।  ଯାହାକୁ ଖାଇଲେ ଅନେକ ସୁଫଳ ମିଳିଥାଏ। ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର…

ଶରୀର ପାଇଁ କେତେ ଉପଯୋଗୀ କାଙ୍କଡ: ଆସନ୍ତୁ ଜାଣିବା

ମୁମ୍ବାଇ: କାଙ୍କଡରେ କାରୋଟିନୋଏଡ୍ , ଲ୍ୟୁଟିନ୍ ଭଳି ଅନେକ ଉପାଦାନ ରହିଥାଏ  । ଯାହା ଆମକୁ ଚକ୍ଷୁ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ  । ଆମ ଶରୀରରେ କର୍କଟ ରୋଗ ହେବାର ଆଶଙ୍କାକୁ ହ୍ରାସ କରିଥାଏ  । କାଙ୍କଡ଼ରେ ଭିଟାମିନ୍ ସି ଏବଂ ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ ଥାଏ  । ଯାହା…

ବର୍ଷାଦିନେ ମାଛ ଖାଉଥିଲେ ତୁରନ୍ତୁ ବନ୍ଦ କରନ୍ତୁ, ନଚେତ…

ଭୁବନେଶ୍ଵର: ମାଛ ବର୍ଷର ସବୁ ଋତୁରେ ମିଳିଥାଏ। ଯଦି ଆପଣ ବର୍ଷା ଋତୁରେ ମଧ୍ୟ ମାଛ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ମାଛ ସ୍ଵାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ସତ ମାତ୍ର ବର୍ଷା ଦିନେ ମାଛ ଖାଇବା ସ୍ଵାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ମୌସୁମୀ ଆସିବା କ୍ଷଣି ଆମକୁ ଆରାମ ମିଳିଥାଏ…

ବାସ୍ନା ଯେପରି, ହିତକାରୀ ବି ସେପରି: ଶରୀର ପାଇଁ ଉପକାରୀ ଗୋଲାପ

ଭୁବନେଶ୍ଵର: ଗୋଲାପ ଫୁଲ ଦେଖିବା ପାଇଁ ଯେତେ ସୁନ୍ଦର, ତାର ବାସ୍ନା ବି ସେତେ ମଧୁର । ଗୋଲାପର ମହକରେ ପୁରା ବାତାବରଣ ଖୁସିରେ ଭରି ଯାଏ । ଏଥିପାଇଁ ସବୁ ବ୍ୟକ୍ତି ତାଙ୍କ ପ୍ରେମ କୁ ବ୍ୟକ୍ତ କରିବା ପାଇଁ ଗୋଲାପ ଫୁଲର ବ୍ୟବହାର କରନ୍ତି । ଏମିତି କି ଏ ଫୁଲ ରେ ସାଜସଜ୍ଜା ହୁଏ, ଏଥିରେ ତିଆରି…

ଦେହ ପାଇଁ ଏହି ଫଳ ସାଜିଥାନ୍ତି ରାମବାଣ, ଶରୀରକୁ ରଖିଥାନ୍ତି ସୁସ୍ଥ

ଭୁବନେଶ୍ଵର: ପାଣିପାଗ ପରିବର୍ତ୍ତନ ସମୟରେ ଆମେ ମାନେ ଆମର ଶରୀର ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ଆମ ଖାଦ୍ୟ ଶୃଙ୍ଖଳକୁ ସଠିକ ଢଙ୍ଗରେ ପ୍ରସ୍ତୁତ କରିବାର ଆବଶ୍ୟକ ରହିଛି। ଖାଦ୍ୟ ଶୃଙ୍ଖଳରେ ଫଳକୁ ସାମିଲ କରିବାର ଆବଶ୍ୟକ ମଧ୍ୟ ବେଶ ଜରୁରୀ ହୋଇ ପଡ଼ିଛି। ଏଥିପାଇଁ ଆପଣ ନିଜ…

ଥଣ୍ଡା ଦୂର କରେ ପିପ୍ପଳୀ, ଜାଣନ୍ତୁ ଏହାକୁ ସେବନ କରିବାର ପଦ୍ଧତି…

ଭୁବନେଶ୍ଵର: ଭାରତୀୟ ମାନଙ୍କ ରୋଷେଇ ଘରେ ପିପ୍ପଳୀ ମସଲା ଭାବରେ ବ୍ୟବହୃତ ହୁଏ | ଏହା କେବଳ ଖାଦ୍ୟରେ ସ୍ୱାଦ ବଢ଼ାଏ ନାହିଁ, ବରଂ ଏହାକୁ ପୁଷ୍ଟିକର ମଧ୍ୟ ବନେଇଥାଏ | ଏହାର ନିୟମିତ ସେବନ ଶରୀରକୁ ଅନେକ ରୋଗ ଏବଂ ସମସ୍ୟାରୁ ଦୂରେଇ ରଖେ | ଏହା ଶରୀର ପାଇଁ ରାମବାଣ ସଦୃଶ୍ୟ ବିବେଚନା କରାଯାଏ | …

ଆପଣ ଚା’ ଲଭର କି? ତେବେ ଚିନି ବଦଳରେ ପିଅନ୍ତୁ ଗୁଡ଼ ଚା, ସ୍ଵାସ୍ଥ୍ୟ ପାଇଁ ବେଶ ଉପକାରୀ

ଭୁବନେଶ୍ଵର: ପ୍ରାୟତଃ ଆମ ମାନଙ୍କର ଦିନର ଆରମ୍ଭ ଏକ କପ୍‌ ଚା’ରୁ ହୋଇଥାଏ । କାରଣ ଆମ ଦେଶରେ ଅଧିକାଂଶ ଲୋକ ଚା’ର ସୌକିନ ଥାନ୍ତି । ଘରକୁ କେହି ଅତିଥି ଆସିଲେ ପ୍ରଥମେ କପେ ଚାହାରେ ହିଁ ତାଙ୍କ ସ୍ୱାଗତ କରାଯାଇ ଥାଏ । ଏହାବାଦ ଅଫିସରେ କାମ କରୁଥିବା ବେଳେ, ଅଧିକ ଥଣ୍ଡା ପଡ଼ିଥିଲେ, ବା…

ଆପଣ ଗ୍ରୀନ୍ ଟି ପିଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଦୈନନ୍ଦିନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଆମେ ସମସ୍ତେ ଚିନ୍ତିତ। ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ରହିଛୁ। ବଢୁଥିବା ମେଦବହୁଳତା ଉପରେ ନିୟନ୍ତ୍ରଣ ପାଇବା ପାଇଁ ଲୋକମାନେ ପ୍ରାୟତଃ ଗ୍ରୀନ୍ ଟି ପିଇବା ଆରମ୍ଭ କରନ୍ତି । ତେବେ ଆସନ୍ତୁ ଜାଣିବା ଗ୍ରୀନ୍ ଟିରୁ ଆମକୁ କ’ଣ ଲାଭ…

ଭାଇରାଲ ଫିବର୍‌କୁ ଏଡାଇବା ପାଇଁ ଘରୋଇ ଉପଚାର

ଋତୁ ପରିବର୍ତ୍ତନଶୀଳ। ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗ ହେଉଥିବା ଦେଖିବାକୁ ମିଳେ। ବର୍ଷା ଋତୁରେ ଭାଇରାଲ ଫିବର୍ ବା ସଂକ୍ରମିତ ଜ୍ୱର ହେବାର ଆଶଙ୍କା ରହୁଛି। ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ କରନ୍ତି ତେବେ ଆପଣ ଘରୋଇ ଉପଚାର ଗ୍ରହଣ କରି ଆରାମ…

ସ୍ୱାସ୍ଥ୍ୟ ପାଇଁ ହିତକର ପାନ, ଜାଣନ୍ତୁ ଏହାର ଉପାଦେୟତା..

ଭୁବନେଶ୍ଵର: ପାନ ପତ୍ର ସମସ୍ତ ଭାରତୀୟଙ୍କ ଘରେ ବ୍ୟବହୃତ ହୋଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପାନ ସମସ୍ତଙ୍କର ପସନ୍ଦ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶୁଭ କାମ ଆରମ୍ଭ ରେ ହେଉଥିବା ପୂଜାରେ ମଧ୍ୟ ପାନ ପତ୍ରର ବ୍ୟବହାର କରାଯାଇଥାଏ । ଏହା ଔଷଧୀୟ ଗୁଣରେ ଭରପୁର…