Latest Odisha News

BREAKING NEWS

Browsing Category

କ୍ରିକେଟ

ଅଜବ ଟୁଇଟ୍‌କୁ ନେଇ ଚର୍ଚ୍ଚା, ହ୍ୟାକ୍ ହେଲା କି ରୋହିତଙ୍କ ଆକାଉଣ୍ଟ?

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ଧୁଆଁଧାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଟୁଇଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ରୋହିତଙ୍କ ଭେରିଫାଏଡ୍ ଟୁଇଟର୍ ଆକାଉଣ୍ଟରୁ ତିନୋଟି ଅଜବଗଜବ ଟୁଇଟ୍ ଆସିବା ପରେ ଏହି ଚର୍ଚ୍ଚା ସାମ୍ନାକୁ ଆସିଛି । ଏହି ତିନୋଟି ଟୁଇଟ୍ ପାଖାପାଖି…

କ୍ରମାଗତ ୭୨ ଘଂଟାରୁ ଅଧିକ ସମୟ ବ୍ୟାଟିଂ କରି ବିଶ୍ୱ ରେକର୍ଡ କଲେ ମୁମ୍ବାଇର ସିଦ୍ଧାର୍ଥ

ମୁମ୍ବାଇ: ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ ସିଦ୍ଧାର୍ଥ ମୋହିତେ କ୍ରମାଗତ ୭୨ ଘଂଟା ୫ ମିନିଟ ବ୍ୟାଟିଂ କରି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଏହାର ଭିଡିଓ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡକୁ ପଠାଯାଇଛି । ସେ ନିଜ ଦେଶର ବିରାଗ ମାନେଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ବିରାଗ ୫୦ ଘଂଟାରୁ…

୧୦୦ତମ ଟେଷ୍ଟରେ ଶତକ ମରୁଡି ଦୂର କରିବେ କୋହଲି!

ମୋହାଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ । ଘରୋଇ ପରିବେଶରେ ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଜବରଦସ୍ତ ଥିବାରୁ ଶତକ ମରୁଡି ଦୂର କରିବେ ବୋଲି ପ୍ରଶଂସକମାନେ ଆଶା…

ଚାଲିଥିଲା ଧର୍ମଶାଳା ଟି-୨୦ ମ୍ୟାଚ୍‌, ଅନ୍ କ୍ୟାମେରାରେ କାହାକୁ କଫି ଯାଚିଥିଲେ ରୋହିତ୍ ?

ଭୁବନେଶ୍ୱର: ଧର୍ମଶାଳା ଟି-୨୦ ମ୍ୟାଚରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲା ରୋହିତଙ୍କ ରାଉଡି ଦଳ । ଶ୍ରୀଲକ୍ଷା ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ତେବେ ତୃତୀୟ ମ୍ୟାଚରେ ବି ଭାରତ ଶ୍ରୀଲଙ୍କାକୁ ପରାଜିତ କରି ସିରିଜ୍ ନିଜ ନାଁରେ ପଂଜିକୃତ କରିଛି । ଶନିବାର…

ରଣଜୀ ଟ୍ରଫି କ୍ରିକେଟ: ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ଅହମ୍ମଦାବାଦରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ଡି ମୁକାବିଲାରେ ଓଡିଶା ସୌରାଷ୍ଟ୍ର ନିକଟରୁ ଇନିଂସ ପରାଜୟବରଣ କରିଛି । ଓଡିଶା ଦ୍ୱିତୀୟ ଇନିଂସରେ ୩୩୬ ରନ କରିଥିଲେ ଏହାକୁ ଏଡାଇ ପାରିଥାନ୍ତା ମାତ୍ର ଦଳ ୨୦୫ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର ୬୫ ଓ…

ଆଇସିସି ମହିଳା ବିଶ୍ୱକପ ୱାର୍ମ ଅପ ମ୍ୟାଚ: ସ୍ମୃତିଙ୍କ ମୁଣ୍ଡରେ ବାଜିଲା ବଲ

ମୁମ୍ବାଇ: ଚଳିତ ଆଇସିସି ମହିଳା ବିଶ୍ୱକପ ୱାର୍ମଅପ ମ୍ୟାଚରେ ଭାରତର ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଆଘାତପ୍ରାପ୍ତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ ଅପ ମୁକାବିଲାରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ମୁଣ୍ଡରେ ବଲ ବାଜିଛି । ଫିଜିଓ ଓ ଡାକ୍ତର ତାଙ୍କ ଆଘାତ ଅନୁଧ୍ୟାନ କରିବା…

ହସ୍ପିଟାଲରେ ଭର୍ତ୍ତି ହେଲେ ଇଶାନ କିଷାନ, ମୁଣ୍ଡରେ ବାଜିଥିଲା ବଲ୍

ଧର୍ମଶାଳା(ହିମାଚଳପ୍ରଦେଶ): ହସ୍ପିଟାଲରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆର ଓପେନିଂ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଷାନ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ବେଳେ ମୁଣ୍ଡରେ ବଲ୍ ବାଜିଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ କାଙ୍ଗଡା ସ୍ଥିତ ଫୋର୍ଟିସ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି…

ରଣଜୀ ଟ୍ରଫି : ଇନିଂସ ପରାଜୟ ଏଡାଇବା ପାଇଁ ଓଡିଶାର ସଂଘର୍ଷ ଜାରୀ

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ସୌରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ଇନିଂସ ପରାଜୟ ଏଡାଇବା ପାଇଁ ସଂଘର୍ଷ କରୁଛି । ଓଡିଶା ଏଥିପାଇଁ ଆଉ ୨୩୫ ରନ ଆବଶ୍ୟକ କରୁଛି । ପୂର୍ବରୁ ସୌରାଷ୍ଟ୍ରର ୫୦୧ ରନ ଜବାବରେ ଓଡିଶା ପ୍ରଥମ ଇନିଂସରେ ୧୬୫ ରନ କରି ଅଲଆଉଟ ହୋଇ…

ସଦ୍ୟଜାତ କନ୍ୟା ଦୁନିଆ ଛାଡି ଚାଲିଗଲା… ତଥାପି ରଣଜୀରେ ଶତକ ହାସଲ କଲେ ବିଷ୍ଣୁ

ମୁମ୍ବାଇ:ରଣଜୀ ଟ୍ରଫିରେ ବରୋଦା ପକ୍ଷରୁ ଖେଳୁଥିବା ବିଷ୍ଣୁ ସୋଲାଙ୍କି ଶତକ ହାସଲ କରିଛନ୍ତି । ଏହି ବ୍ୟାଟିଂ ପ୍ରଦର୍ଶନ ପାଇଁ ବିଷ୍ଣୁଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ମନକୁ ପ୍ରଶ୍ନ ଆସୁଥିବ ରଣଜୀରେ ଶତକ ହାସଲ କରି ସେ ଏତେ ପ୍ରଶଂସିତ କାହିଁକି ହେଉଛନ୍ତି । ଆପଣଙ୍କୁ ଶୁଣିଲେ ଦୁଃଖ…

ରଣଜୀ ଟ୍ରଫି: ସୌରାଷ୍ଟ୍ର ୫୦୧, ଓଡିଶା ୫୨/୩

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡି ମ୍ୟାଚରେ ସୌରାଷ୍ଟ୍ର ବିପକ୍ଷରେ ଓଡିଶା ମ୍ୟାଚ ବଂଚାଇବା ପାଇଁ ସଂଘର୍ଷ କରୁଛି । ଚିରାଗ ଜାନିଙ୍କ ଦ୍ୱିଶତକ (୨୩୫) ରନ ସହାୟତାରେ ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫୦୧ ରନ ସଂଗ୍ରହ କରିଥିଲା । ଜୟନ୍ତ ବେହେରା ସର୍ବାଧିକ…