Latest Odisha News
Browsing Category

ହକି

ହକି ବିଶ୍ୱକପ: ୯ରୁ ୧୬ ସ୍ଥାନ ପାଇଁ ହେବାକୁ ଥିବା ମୁକାବିଲାରେ ଜାପାନକୁ ଭେଟିବ ଭାରତ

ରାଉରକେଲା: ହକି ବିଶ୍ୱକପ ଟାଇଟଲ ଦୌଡରୁ ବାଦ ପଡିବା ପରେ ଭାରତ ଏବେ କ୍ଲାସିଫିକେଶନ ମ୍ୟାଚକୁ ଓହ୍ଲାଇବ । ଗୁରୁବାର ସନ୍ଧ୍ୟା ୭ଟାରେ ୯ରୁ ୧୬ ସ୍ଥାନ ହେବା ପାଇଁ ମୁକାବିଲାରେ ଭାରତ-ଜାପାନ ଆମ୍ନାସାମ୍ନି ହେବେ । ପୁଲ ଡିରେ ସ୍ଥାନ ପାଇଥିବା ଭାରତ ଗ୍ରୁପ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ…

ହକି ବିଶ୍ୱକପ: ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ-ସ୍ପେନ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତେବେ ପୂର୍ବତନ ଚାମ୍ପିୟନ ଅଷ୍ଟ୍ରେଲିଆ ଏହି…

ହକି ବିଶ୍ୱକପ: ଆଜିଠାରୁ କ୍ୱାର୍ଟରଫାଇନାଲ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ସୋମବାର କ୍ରସ ଓଭରରେ ଜର୍ମାନୀ ଓ କୋରିଆ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ପୂର୍ବରୁ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିଥିଲେ…

ହକି ବିଶ୍ୱକପ: କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଦ୍ୱିତୀୟ କ୍ରସଓଭର ମ୍ୟାଚରେ ଆର୍ଜେଂଟିନାକୁ ହରାଇ ଦକ୍ଷିଣ କୋରିଆ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟଆଉଟରେ ବାହାରିଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ପରସ୍ପର ବିରୋଧରେ ୫ଟି…

ହକି ବିଶ୍ୱକପ : ଫ୍ରାନ୍ସକୁ ହରାଇ କ୍ୱାର୍ଟରରେ ଜର୍ମାନୀ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ହକି ବିଶ୍ୱକପ କ୍ରସଓଭର ମ୍ୟାଚରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଜର୍ମାନୀ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା । ଫ୍ରାନ୍ସ ବହୁ କଷ୍ଟରେ ଗୋଟିଏ…

ହକି ବିଶ୍ୱକପ : ଭାରତକୁ ହରାଇ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିପାରି ନାହିଁ । ଏହି ରୋମାଂଚକ ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୩-୩ ଗୋଲ ସ୍କୋର କରିଥିଲେ । ଏହା ପରେ ପେନାଲ୍ଟି ଶୁଟ ଆଉଟର…

ହକି ବିଶ୍ୱକପ:ରୋମାଂଚକ ମୁକାବିଲାରେ ମାଲେସିଆକୁ ହରାଇ କ୍ୱାର୍ଟରରେ ସ୍ପେନ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ କ୍ରସଓଭର ମୁକାବିଲାରେ ସ୍ପେନ ପେନାଲ୍ଟି ଶୁଟ ଆଉଟରେ ମାଲେସିଆକୁ ହରାଇ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ଫଳାଫଳ ପାଇଁ ପେନାଲ୍ଟି…

ହକି ବିଶ୍ୱକପ: କ୍ରସ ଓଭରରେ ଖେଳିବେ ୮ଟିମ, କ୍ୱାର୍ଟରକୁ ଉନ୍ନୀତ ହେବେ ୪

ଭୁବନେଶ୍ୱର: ହକି ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହେବାକୁ ଯାଉଛି । ୧୬ ଟିମ ମଧ୍ୟରୁ ୪ଟି ଟିମ ଟୁର୍ଣ୍ଣାମେଂଟରୁ ବାହାର ହୋଇ ସାରିଛନ୍ତି । ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏବେ ୮ଟି ଟିମ ମଧ୍ୟରେ କ୍ରସ ଓଭର ମ୍ୟାଚ…

ହକି ବିଶ୍ୱକପ: ଆଘାତ ସମସ୍ୟା ଯୋଗୁ ଓହରିଲେ ହାର୍ଦ୍ଦିକ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଶନିବାର ଭାରତୀୟ ଟିମକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ସିଂ ଆଘାତ ସମସ୍ୟା ଯୋଗୁ ବାକିଥିବା ମ୍ୟାଚରୁ ଓହରି ଯାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚ ପୂର୍ବରୁ ସିନିୟର ମିଡ ଫିଲ୍ମର ହାର୍ଦ୍ଦିକ ଓହରିବା ଟିମ…

ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ତୃତୀୟ ଟିମ ଭାବେ କ୍ୱାର୍ଟରରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶୁକ୍ରବାର ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । କ୍ୱାର୍ଟରରେ କଙ୍ଗାରୁ ଟିମ ମାଲେସିଆ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାକୁ ଭେଟିବ । ବ୍ଲାକ ଗୋଭର୍ସ…