Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ ୨୦୨୮: ୧୨ ଟିମ ହାସଲ କଲେ ଯୋଗ୍ୟତା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ସୁପର ଏଇଟ ପାଇଁ ଟିମ ଚୂଡାନ୍ତ ହୋଇଛି । ଏହି ଟିମଗୁଡିକ ହେଲା ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ ଓ ଜିମ୍ବାୱେ । ଫେବୃୟାରୀ ୨୧ରୁ ସୁପର ଏଇଟ ପର୍ଯ୍ୟାୟ ଆରମ୍ଭ ହେବ । ସୁପର ଏଇଟରେ ପ୍ରବେଶ…

ଅପରାଜେୟ ସହ ଗ୍ରୁପ ପର୍ଯ୍ୟାୟ ଶେଷ କଲା ଟିମ ଇଣ୍ଡିଆ

ଅହମ୍ମଦାବାଦ: ଚଳିତ ଟି୨୦ ବିଶ୍ୱକପରେ ଭାରତ ଅପରାଜେୟ ଭାବେ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ଟିମ ଇଣ୍ଡିଆ ସମସ୍ତ ୪ଟି ମ୍ୟାଚ ଜିତି ସୁପର ଏଇଟରେ ପ୍ରବେଶ କରିଛି । ବୁଧବାର ଭାରତ ୧୭ ରନରେ ନେଦରଲାଣ୍ଡସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୦ ଓଭରରେ ୬ ୱିକେଟ ହରାଇ ୧୯୩…

ଶୋଚନୀୟ ସ୍ଥିତିରେ ପାକିସ୍ତାନ; ହୋଟେଲ ବିଲ୍ ପାଇଁ ବିଦେଶରେ ବାସନ ମାଜିଲେ ଖେଳାଳି

ନୂଆଦିଲ୍ଲୀ: ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅହମ୍ମଦ ବଟ୍ ନିକଟରେ FIH ପ୍ରୋ ଲିଗ୍ ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ। କିନ୍ତୁ ଲାହୋର ଫେରିବା ପରେ ସେ ନିଜର ଅସନ୍ତୋଷ ପ୍ରକାଶ କରି ପାକିସ୍ତାନ ହକି ଫେଡେରେସନ (PHF) ବିରୋଧରେ ଅଭିଯୋଗ ଆଣିଛନ୍ତି। ତେବେ ଖେଳାଳିମାନଙ୍କୁ ରୋଷେଇ ଘର ସଫା…

ଟି୨୦ ବିଶ୍ୱକପରେ ଅଭିଷେକଙ୍କ ଅଲୋଡା ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଭାରତର ବିସ୍ଫୋରକ ଓପନର ଅଭିଷେକ ଶର୍ମା ଏକ ଅଲୋଡା ବିଶ୍ୱରେକର୍ଡ କରିଛନ୍ତି । ସେ ଚଳିତ ବିଶ୍ୱକପରେ କ୍ରମାଗତ ତୃତୀୟ ଥର ପାଇଁ ଶୂନରେ ଆଉଟ ହୋଇଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଏହି ଅଲୋଡା ରେକର୍ଡ କରିଛନ୍ତି । ସେ ଆମେରିକା ପରେ ପାକିସ୍ତାନ ଏବଂ ନେଦରଲାଣ୍ଡ…

ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ ଜମ୍ମୁ-କଶ୍ମୀର ଟିମ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଦଳ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି । ବେଙ୍ଗଲ ବିପକ୍ଷ ସେମିଫାଇନାଲରେ ଜମ୍ମୁ-କଶ୍ମୀର ଚମକପ୍ରଦ ବିଜୟ ହାସଲ କରି ଏହି ସଫଳତା ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ବେଙ୍ଗଲ…

ଟି୨୦ ବିଶ୍ୱକପ: ସେମିଫାଇନାଲରେ ଭେଟ ହୋଇ ପାରନ୍ତି ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟରେ ନାମ୍ବିଆକୁ ହରାଇ ପାକିସ୍ତାନ ସୁପର ଏଇଟରେ ପ୍ରବେଶ କରିଛି । ଏଥିସହ ସୁପର ଏଇଟ ଲାଇନଅପ ଚୂଡାନ୍ତ ହୋଇଛି । ଗ୍ରୁପ ୧ରେ ଭାରତ, ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ଗ୍ରୁପ ୨ରେ ପାକିସ୍ତାନ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ…

ପାକିସ୍ତାନ କ୍ରିକେଟର ଇମାଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ

ଲାହୋର: ପାକିସ୍ତାନ କ୍ରିକେଟର ଇମାଦ ୱାସିମ ପୂନର୍ବାର ବିବାଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପୂର୍ବତନ ପତ୍ନୀ ସାନିଆ ଅସଫାକ ତାଙ୍କ ବିରୋଧରେ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ସେ ଏକ ପୋଷ୍ଟରେ ତାଙ୍କ ଗର୍ଭସ୍ଥ ସନ୍ତାନକୁ ଇମାଦ ହତ୍ୟା କରିଛନ୍ତି ବୋଲି କହିଛନ୍ତି । ଏହାର ଭିଡିଓ ପ୍ରମାଣ…

ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଈଶାନ କିଶାନ

ନୂଆଦିଲ୍ଲୀ: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଈଶାନ କିଶାନ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ କାହାକୁ ବିବାହ କରିବେ ତାର ଖୁଲାସା ତାଙ୍କ ଜେଜେବାପା ଅନୁରାଗ ପାଣ୍ଡେ କରିଛନ୍ତି । ଟି୨୦ ବିଶ୍ୱକପରେ ଈଶାନ ପାକିସ୍ତାନ ବିପକ୍ଷରେ ୭୭ ରନର ଚମତ୍କାର ଇନିଂସ ଖେଳି ଭାରତ ବିଜୟରେ ମୂଖ୍ୟ…

ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦା, ସୁପର ଏଇଟରେ ଜିମ୍ବାୱେ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଂଟର ସୁପର ଏଇଟରେ ପ୍ରବେଶ କରିବାରେ ଅଷ୍ଟ୍ରେଲିଆ ଟିମ ବିଫଳ ହୋଇଛି । ଏଥିସହ ଏହି ପୂର୍ବତନ ଚାମ୍ପିୟନ ଟୁର୍ଣ୍ଣାମେଂଟରୁ ବାଦ ପଡିଛି । ଜିମ୍ବାୱେ ଓ ଆୟର୍ଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା । ଯାହାର…

ଭାରତ ହାତରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ ଅଧିକାର ଛଡେଇ ନେଇ ପାରେ ଆଇସିସି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଓ ପାକିସ୍ତାନ ମ୍ୟାଚ ଆୟୋଜନ କରିବା ନେଇ ଆଇସିସିକୁ ମୁଣ୍ଡ ପୂରାଇବାକୁ ପଡିଥିଲା । ରିପୋର୍ଟ ମୁତାବକ ଆଇସିସି ଏକ ବଡ ଟୁର୍ଣ୍ଣାମେଂଟର ଆୟୋଜନ ଅଧିକାର ଭାରତ ହାତରୁ ଛଡେଇ ନେବା ପାଇଁ ଉଦ୍ୟମ କରିଛି । ଟି୨୦ ବିଶ୍ୱକପରେ ବାଂଲାଦେଶ ଏବଂ ପରେ…