Latest Odisha News

BREAKING NEWS

Browsing Category

ଖେଳ

ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେନି ଏମଏସ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ଚେନ୍ନାଇ ସୁପର କିଙ୍ଗସର ଖେଳାଳି ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଇମ୍ପାକ୍ଟ ପ୍ଲେୟାର ଭାବରେ ଖେଳିବାକୁ ଚାହୁଁନାହାଁନ୍ତି । ଯଦି ସେ ଆଗାମୀ ସିଜନରେ ଖେଳନ୍ତି, ତେବେ ଜଣେ ଫୁଲଟାଇମ୍ ୱିକେଟକିପର ଭାବେ ସମ୍ପୂର୍ଣ୍ଣ ୨୦ ଓଭର ପଡ଼ିଆରେ…

ରୋହିତ, ସାମୀ ଓ ଭୁବନେଶ୍ୱର କାହିଁକି ନେଉନାହାନ୍ତି ଅବସର?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବରିଷ୍ଠ ଖେଳାଳି ରୋହିତ ଶର୍ମା, ମହମ୍ମଦ ସାମୀ, ଭୁବନେଶ୍ୱର କୁମାର ଓ ଇଶାନ୍ତ ଶର୍ମାଙ୍କ କ୍ୟାରିୟରକୁ ନେଇ ଚର୍ଚ୍ଚା ଲାଗିରହିଛି । ଚୟନକର୍ତ୍ତାମାନେ ଏହି ବରିଷ୍ଠ ଖେଳାଳିଙ୍କଠାରୁ ଆଗକୁ ବଢ଼ିବାକୁ ଚାହୁଁଥିବା ବେଳେ ଏହି ଖେଳାଳିମାନେ କିନ୍ତୁ ଅବସର ନେବା…

ଶ୍ରୀଲଙ୍କା ବଦଳରେ ଭାରତରେ ଆୟୋଜିତ ହେବ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବଦଳରେ ଭାରତରେ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଉଦଘାଟନୀ ସଂସ୍କରଣ ଆୟୋଜିତ ହେବ । ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ ଶ୍ରୀଲଙ୍କାରେ ପ୍ରଶାସନିକ ଏବଂ ସରକାରୀ ହସ୍ତକ୍ଷେପ କାରଣରୁ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ଶ୍ରୀଲଙ୍କାଠାରୁ…

ଲଣ୍ଡନରେ ରହିବେ କୋହଲି-ଅନୁଷ୍କା ଏବଂ ପରିବାର, ଖୁଲାସା କଲେ ନେନେ

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି, ଅନୁଷ୍କା ଶର୍ମା ଏବଂ ତାଙ୍କ ପରିବାର ଲଣ୍ଡନ ଶିଫ୍ଟ ହୋଇ ସାରିଛନ୍ତି । ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ପତି ଡକ୍ଟର ଶ୍ରୀରାମ ନେନେ ଏହି ଖୁଲାସା କରିଛନ୍ତି । ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ  ନେନେଙ୍କର ଏକ…

ହାର୍ଦ୍ଦିକଙ୍କ ପାଇଁ କଡ ସର୍ତ ରଖିଲା ବିସିସିଆଇ

ନୂଆଦିଲ୍ଲୀ: ଜାତୀୟ ଦଳରେ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବିସିସିଆଇ କଡା ସର୍ତ ଲଦିଛି । ମ୍ୟାଚରେ ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିବା ପାଇଁ ହାର୍ଦ୍ଧିକଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ଜଣେ ବ୍ୟାଟ୍ସମ୍ୟାନ ଭାବେ ତାଙ୍କୁ ଦଳରେ ନିଆଯାଇ…

ବିସିସିଆଇ ବୈଠକରେ ନିର୍ଦ୍ଧାରଣ ହେବ ରୋହିତଙ୍କ ଭାଗ୍ୟ

ମୁମ୍ବାଇ: ବିସିସିଆଇ ବୈଠକରେ ରୋହିତ ଶର୍ମା ଆଗାମୀ ଦିନିକିଆ ବିଶ୍ୱକପ ଖେଳିବେ କି ନାହିଁ ତାହା ଏକପ୍ରକାର ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଚୟନ କମିଟି ତାଙ୍କୁ ଏ ନେଇ ସ୍ପଷ୍ଟ ମେସେଜ ଦେଇପାରନ୍ତି । ରୋହିତଙ୍କ ପରି ସିନିୟର ଖେଳାଳିଙ୍କୁ ଅନ୍ଧକାରରେ ରଖିବାକୁ ବିସିସିଆଇ ଚାହୁଁନି ।…

ଗମ୍ଭୀର, ଅଗରକର ଓ ଲକ୍ଷ୍ମଣଙ୍କୁ ବିସିସିଆଇର ଡାକରା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ଗସ୍ତରେ ହୋଇଥିବା ନିରାଶାଜନକ ପ୍ରଦର୍ଶନକୁ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଦଳର ଶୋଚନୀୟ ପରାଜୟ, ଖେଳାଳିଙ୍କ ଫିଟନେସ ସମସ୍ୟା ଏବଂ ଆଗାମୀ ସିରିଜର ରଣନୀତି ଉପରେ ପ୍ଲାନ୍ ଆଉଟ୍ କରିବା ପାଇଁ…

ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ

ବେଙ୍ଗାଲୁରୁ: ଦୁଲୀପ ଟ୍ରଫି ସେମିଫାଇନାଲରେ ବିଜୟ ସହ ଇଶାନ କିଶନ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଅଧିନାୟକ ଭାବେ ଅପରାଜେୟ ରହିଛନ୍ତି । ଚଳିତ ଦୁଲୀପ ଟ୍ରଫି ୨୦୨୬ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ସେଣ୍ଟ୍ରାଲ ଜୋନ୍‌କୁ ୪ ୱିକେଟରେ ପରାସ୍ତ କରି ଇଷ୍ଟ ଜୋନ ଫାଇନାଲରେ…

ୱାଶିଂଟନ ସୁନ୍ଦରଙ୍କ ଚୟନ, ୪ ଅନଫିଟ୍ ଖେଳାଳି ଏବଂ କୃଣାଲଙ୍କ ବାଦ୍ ପଡ଼ିବା ନେଇ ଆଲୋଚନା

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟିଙ୍କ କେତେକ ନିଷ୍ପତି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଖରାପ ଫର୍ମ ଏବଂ ଫିଟନେସ ସତ୍ୱେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ କୃଣାଳ…

ଏସିଆନ୍ ଗେମ୍ସ: ଜାପାନର କାରୋଗୀ ସ୍ପୋର୍ଟସ ପାର୍କ ଗ୍ରାଉଣ୍ଡ ଓ ଶୌଚାଳୟ ସୁବିଧାକୁ ନେଇ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ୨୦୨୬ ଏସିଆନ୍ ଗେମ୍ସରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ ପାଇଁ ଜାପାନର କାରୋଗୀ ସ୍ପୋର୍ଟସ ପାର୍କକୁ ଚୟନ କରାଯାଇଛି । ତେବେ ଏହି ମୈଦାନରେ ଶୌଚାଳୟ ମୁଖ୍ୟ ଗ୍ରାଉଣ୍ଡରୁ ଅଧ କିଲୋମିଟର ଦୂରରେ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜାପାନ କ୍ରିକେଟ୍ ଏସୋସିଏସନ୍ ଏହାକୁ…