Latest Odisha News

BREAKING NEWS

Browsing Category

ଖେଳ

ଅନ୍ତର୍ଜାତୀୟ ଫୁଟବଲ୍‌କୁ ଅଲ୍‌ବିଦା କହିଲେ ଲିଓନେଲ ମେସି: ଶେଷ ହେଲା ଏକ ସ୍ୱର୍ଣ୍ଣିମ ଯୁଗ

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲ୍‌ର ମହାନତମ ଖେଳାଳି ଲିଓନେଲ ମେସି ଆର୍ଜେଣ୍ଟିନା ଜାତୀୟ ଦଳରୁ ନିଜର ଅନ୍ତର୍ଜାତୀୟ ଅବସର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ୨୦୨୬ ଫିଫା ବିଶ୍ୱକପ୍‌ ଫାଇନାଲ୍‌ରେ ସ୍ପେନ୍‌ ନିକଟରୁ ପରାଜୟର କିଛି ମାସ ପରେ, ୩୯ ବର୍ଷୀୟ ମେସି ନିଜର ଇନ୍‌ଷ୍ଟାଗ୍ରାମ୍…

ଅନିଲ ପରିଡ଼ା, ଧୀରାଜ ସିଂହଙ୍କୁ ମିଳିବ ସରୋଜ ମହାସୁଆର ସମ୍ମାନ

ଭୁବନେଶ୍ୱର: ପ୍ରତିଭାସମ୍ପନ୍ନ ବ୍ୟାଟର୍ ଅନିଲ ପରିଡ଼ା ଏବଂ ରଣଜୀ ଖେଳାଳିରୁ ବିସିସିଆଇ ପ୍ୟାନେଲ୍ ଅମ୍ପାୟାର ହୋଇଥିବା ଧୀରାଜ ସିଂହଙ୍କୁ ମିଳିବ ଚଳିତ ବର୍ଷର ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’’ । ୨୧ ବର୍ଷ ଧରି ପ୍ରଦାନ କରାଯାଉଥିବା ଏହି ସମ୍ମାନର ଯୁବ କ୍ରିକେଟର୍ ବର୍ଗ ଲାଗି ଅନିଲ ଏବଂ…

ଆଇପିଏଲ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନେଇ ସବୁ ଫ୍ରାଞ୍ଚାଇଜିଙ୍କ ମତାମତ ଲୋଡ଼ିଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ୍‌ର ବହୁ ଚର୍ଚ୍ଚିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ  ସମସ୍ତ ୧୦ଟି ଫ୍ରାଞ୍ଚାଇଜିର ମତାମତ ମାଗିଛି । ସୋମବାର ସୁଦ୍ଧା ସମସ୍ତ ଟିମ୍‌କୁ ନିଜର ଅଫିସିଆଲ୍ ରାୟ ଦେବାକୁ କୁହାଯାଇଛି । ବିସିସିଆଇ ସମ୍ପାଦକ ଦେବଜୀତ ସାଇକିଆ ସଙ୍କେତ…

ବିରାଟ କୋହଲିଙ୍କ ବାମ ହାତରେ ନୂଆ ଟ୍ୟାଟୁ, ଭାଇରାଲ ହେଉଛି ଫଟୋ

ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ବିରାଟ କୋହଲି ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ନିଜ ଶରୀରରେ ଏକ ନୂଆ ଟ୍ୟାଟୁ ତିଆରି କରିଛନ୍ତି। ଏହାକୁ ମିଶାଇ କୋହଲିଙ୍କ ଶରୀରରେ ମୋଟ ୧୨ଟି ଟ୍ୟାଟୁ ହୋଇଯିବ । ଏହି ନୂଆ ଟ୍ୟାଟୁର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ…

ଅମିତ ରୋହୀଦାସ ୨୫୦ ନଟଆଉଟ

ଭୁବନେଶ୍ୱର: ଭାରତର ଷ୍ଟାର ଖେଳାଳି ଅମିତ ରୋହୀଦାସ ଆନ୍ତର୍ଜାତୀୟ ହକି କ୍ୟାରିୟରରେ ୨୫୦ ମ୍ୟାଚ ପୂରଣ କରିଛନ୍ତି । ଓଡିଶାର ଏହି ଖେଳାଳିଙ୍କୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଉଛି । ମହାନ ଖେଳାଳି ଦିଲୀପ ତିର୍କୀ ମଧ୍ୟ ଅମିତଙ୍କୁ ଭାରତୀୟ ରକ୍ଷାପନ୍ଥୀର ମେରୁଦଣ୍ଡ ଭାବେ ବର୍ଣ୍ଣନା…

ଗାଭାସ୍କରଙ୍କ ମଜାଦାର ପ୍ରସ୍ତାବ : ଟେଷ୍ଟ କ୍ରିକେଟରେ ନୋ ବଲ ଜରିମାନା ଅର୍ଥରେ ଭୋଜି କର

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ନୋ ବଲ ସଂଖ୍ୟା ବୃଦ୍ଧି ପାଇବା ପୂର୍ବତନ କ୍ରିକେଟରଙ୍କୁ ଚିନ୍ତାରେ ପକାଇଛି । ଏଥିନେଇ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦିଆଯାଉଛି । ମହାନ ଖେଳାଳି ସୁନୀଲ ଗାଭାସ୍କର ନୋ ବଲ ଉପରେ ଜରିମାନା ଲଗାଇବାକୁ କହିଛନ୍ତି । ପରେ ଏହି ଅର୍ଥରେ ଉଭୟ ଦଳର ଖେଳାଳିମାନେ…

ଶ୍ରୀଲଙ୍କା ହାତରୁ ଗଲା ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର 

ନୂଆଦିଲ୍ଲୀ:୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଐତିହାସିକ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ଶ୍ରୀଲଙ୍କା ହାତରୁ ଚାଲିଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ  ଏବଂ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ମଧ୍ୟରେ ଚାଲିଥିବା ପ୍ରଶାସନିକ ବିବାଦ ଯୋଗୁଁ ଆଇସିସି ଏହି ବଡ଼…

ବୈଭବ ସୂର୍ଯ୍ୟବଂଶୀ ହେଲେ ଇଷ୍ଟ ଜୋନ୍‌ର ଅଧିନାୟକ

ଭୁବନେଶ୍ୱର : ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲ ମ୍ୟାଚ୍ ବେଳେ ଇଷ୍ଟ ଜୋନ୍ ଦଳରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳର ନିୟମିତ ଅଧିନାୟକ ଇଶାନ କିଷାନ ଆହାତ ହୋଇ ଥିବା କାରଣରୁ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ହଠାତ୍ ଇଷ୍ଟ ଜୋନ୍‌ର ଅଧିନାୟକତ୍ୱ ଭାର ପ୍ରଦାନ…

ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ ମନ୍ତ୍ରରେ…

ଭୁବନେଶ୍ୱର: 'ଦେଶ ମୋ ପାଇଁ କ'ଣ କରିଛି ତାହା ବଡ଼ କଥା ନୁହେଁ, ମୁଁ ଦେଶ ପାଇଁ କ'ଣ କରିଛି ତାହା ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ' - ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଏହି ମହାମନ୍ତ୍ରକୁ ଜୀବନରେ ଆପଣାଇବା ପାଇଁ ରାଜ୍ୟର ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ହଠାତ୍ ପ୍ରଚୁର ପଇସା ମିଳିବା ମୋତେ ପ୍ରାୟ ନଷ୍ଟ କରି ଦେଇଥିଲା: ରବିନ୍ ଉଥପ୍ପା

ନୂଆଦିଲ୍ଲୀ: କ୍ରିକେଟର ରବିନ ଉଥପ୍ପାଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ସ୍ପଷ୍ଟ ଭାବେ ଲେଖିଛନ୍ତି ଆଇପିଏଲ ପଦାର୍ପଣରେ କୋଟି କୋଟି ଟଙ୍କା ମିଳିବା ମୋତେ ନଷ୍ଟ କରି ଦେଇଥିଲା । ଏବେକାର ଯୁବପିଢ଼ୀ ଏଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ୨୦୦୮ରେ ମାତ୍ର ୨୨ ବର୍ଷ…