Latest Odisha News

BREAKING NEWS

Browsing Category

ଖେଳ

ରିକି ପଂଟିଂଙ୍କ ରେକର୍ଡ ସହ ସମକକ୍ଷ ହେଲେ ରୁଟ

ସିଡନୀ: ଟେଷ୍ଟ କ୍ରିକେଟରେ ଜୋ ରୁଟ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଧୀରେ ଧୀରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ସମ୍ଭାବନା ସୃଷ୍ଟି କରିଛନ୍ତି । ସୋମବାର ଆଶେସ ସିରିଜର ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ସୋମବାର ଇଂଲଣ୍ଡର ଅଭିଜ୍ଞ…

ବାଂଲାଦେଶରେ କାହିଁକି Ipl ବ୍ୟାନ…

ଢାକା: ବିବାଦ ମଧ୍ୟରେ ବାଂଲାଦେଶ ସରକାର ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରସାରଣ ଏବଂ ବିଜ୍ଞାପନ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଦେଶ ଲାଗୁ କରିଛନ୍ତି। ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ଦଳରୁ ବାହାର କରାଯିବା ପରେ…

Men’s Hockey India League 2026: କଳିଙ୍ଗ ଲାନସର୍ସର ଦମଦାର ଆରମ୍ଭ, ୪-୨ ଗୋଲରେ ରାଞ୍ଚିକୁ ଦେଲା ମାତ୍

ଚେନ୍ନାଇ:ରବିବାର ଚେନ୍ନାଇର ମେୟର ରାଧାକୃଷ୍ଣନ ହକି ଷ୍ଟାଡିୟମରେ ପୁରୁଷ ହିରୋ ହକି ଇଣ୍ଡିଆ ଲିଗ୍ (HIL)ରେ ବେଦାନ୍ତ କଳିଙ୍ଗ ଲାନସର୍ସ(Vedanta Kalinga Lancers) ଦମଦାର୍ ପ୍ରଦର୍ଶନ କରି ଚଳିତ ସିଜନ ବିଜୟରୁ ଆରମ୍ଭ କରିଛି । ରାଞ୍ଚି ରୟାଲ୍ସକୁ ୪-୨ ଗୋଲରେ ପରାସ୍ତ କରିଛି ଓଡିଶା…

T-20 ବିଶ୍ବକପ୍‌; ଭାରତ ଆସିବାକୁ ମନା କଲା ବାଂଲାଦେଶ

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖରୁ ହେବାକୁ ଥିବା ଟି-୨୦ ବିଶ୍ୱକପରେ ବାଂଲାଦେଶୀ ଖେଳାଳି ଭାରତ ଯାତ୍ରା କରିବେ ନାହିଁ। ଏନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡର ପରାମର୍ଶଦାତା ଡକ୍ଟର ଆସିଫ୍ ନଜରୁଲ୍ ତାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହିତ ବାଂଲାଦେଶ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଅଭିଷେକ

ଭୁବନେଶ୍ୱର: ଓଡିଶାର ସିନିୟର କ୍ରିକେଟ ଖେଳାଳି ଅଭିଷେକ ରାଉତ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଓସିଏ ଅଭିଷେକଙ୍କ ଯୋଗଦାନ ନେଇ ଅଭିନନ୍ଦନ ଜଣାଇଛନ୍ତି । ଅଭିଷେକ ଆଇପିଏଲରେ ୨୨ ମ୍ୟାଚରେ ୧୯୪ ରନ କରିଥିଲେ ।…

ବିଜୟ ହଜାରେ ଟ୍ରଫି: ନିଶ୍ଚିତ ବିଜୟ ସୁଯୋଗ ହାତଛଡା କଲା ଓଡିଶା, ସ୍ୱସ୍ତିକଙ୍କ ଶତକ ବ୍ୟର୍ଥ

ଅଲୂର: ଚଳିତ ବିଜୟ ହଜାରେ ଟ୍ରଫିର ଶନିବାର ଖେଳାଯାଇଥିବା ଏକ ରୋମାଂଚକ ମୁକାବିଲାରେ ହରିୟାଣା ୪ ୱିକେଟରେ ବିଜୟ ହାସଲ କରିଛି । ପାର୍ଥ ଭ୍ୟାଟ୍ସ ଅଲରାଉଣ୍ଡ ପ୍ରଦର୍ଶନ କରି ଏକାକୀ ଓଡିଶା ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ପ୍ରଥମେ ବ୍ୟାଟିଂ କରି ସ୍ୱସ୍ତିକ ସାମଲଙ୍କ ଶତକ ବଦଳରେ ଓଡିଶା ୯ ୱିକେଟ…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ଶ୍ରେୟାଶ, ସିରାଜଙ୍କ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଉପ ଅଧିନାୟକ ଶ୍ରେୟାଶ ଆୟାର ଓ ପେସ ବୋଲର ମହମ୍ମଦ ସିରାଜ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଶ୍ରେୟାଶ ଆୟାର ଫିଟ ନ ରହିଲେ ଯଶସ୍ୱୀ ଜୈସୱାଲ ତାଙ୍କ ସ୍ଥାନରେ ରିଜର୍ଭ…

Men’s Hockey India League:କମ୍ପିବ ଷ୍ଟାଡିୟମ…ଆଜିଠୁ ପୁରୁଷ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ;ଭୁବନେଶ୍ବରରେ…

ଚେନ୍ନାଇ:ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍‌ ଚାଲିଥିବାବେଳେ ଏପଟେ ପୁରୁଷଙ୍କ ଲିଗ୍‌ ଆଜିଠୁ (ଶନିବାର-୩ ଜାନୁଆରୀ) ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍‌ର ପ୍ରଥମ ୧୦ ମ୍ୟାଚ୍‌ ଖେଳାଯିବ। ଗୋଟିଏ ଦିନର ବିଶ୍ରାମ…

ସନ୍ତୋଷ ଟ୍ରଫି ଫୁଟବଲ : ୫ ପୂର୍ବ ଚାମ୍ପିୟନ ଟିମ ସହ ଗୋଟିଏ ଗ୍ରୁପରେ ଓଡିଶା

ନୂଆଦିଲ୍ଲୀ: ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ରାଉଣ୍ଡରେ ଓଡିଶା ପ୍ରବେଶ କରିଛି । ତେବେ ଓଡିଶା ୫ ପୂର୍ବ ଚାମ୍ପିୟନ ସହ କଷ୍ଟକର ଗ୍ରୁପରେ ରହିଛି । ଗ୍ରୁପ ବିରେ ଓଡିଶା ସହ କେରଳ, ସର୍ଭିସେସ, ପଞ୍ଜାବ, ରେଲୱେ ଓ ମେଘାଳୟ ରହିଛନ୍ତି । ଗ୍ରୁପ ଏରେ ୩୩ ଥର ଚାମ୍ପିୟନ ବେଙ୍ଗଲ,…

ଗମ୍ଭୀର ହଟିବେ, ଟେଷ୍ଟ କ୍ରିକେଟକୁ ଫେରିବେ କୋହଲି: ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତନ କରିବେ ବୋଲି ଅନେକ ଖବର ପ୍ରକାଶ ପାଇଛି । କୋହଲି କିନ୍ତୁ ଏ ନେଇ କୌଣସି ସଙ୍କେତ ଦେଇ ନାହାନ୍ତି । ଇତି ମଧ୍ୟରେ ଆଉ ଏକ ରିପୋର୍ଟରେ କୁହାଯାଇଛି ଗୌତମ ଗମ୍ଭୀର କୋଚ ପଦରୁ ହଟିଲେ କୋହଲି ଟେଷ୍ଟ କ୍ରିକେଟ…