Latest Odisha News

BREAKING NEWS

Browsing Category

ଖେଳ

ଅର୍ଶଦୀପ, ୱାଶିଂଟନଙ୍କ ପ୍ରଭାବୀ ପ୍ରଦର୍ଶନ: ସିରିଜ ବରାବର କଲା ଟିମ ଇଣ୍ଡିଆ

ହୋବାର୍ଟ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥତିକୁ ଆସିଛି । ପ୍ରଥମ ଟି୨୦ ବାତିଲ ହୋଇଥିବା ବେଳେ ଦ୍ୱିତୀୟରେ ଅଷ୍ଟ୍ରେଲିଆ ଓ ତୃତୀୟରେ ଭାରତ ବିଜୟୀ ହୋଇଛି । ପ୍ରଥମେ…

ତୃତୀୟ ଥର ପାଇଁ Women’s World Cup ଆଶାରେ ଭାରତୀୟ ଦଳ…ପୂର୍ବରୁ ଫାଇନାଲରୁ ଫେରିଛନ୍ତି ଦୁଇ ଦଳ…

ନୂଆଦିଲ୍ଲୀ: ୨୦୨୫ ମହିଳା ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୨ ରେ ନଭି ମୁମ୍ବାଇର DY ପାଟିଲ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ତୃତୀୟ ଥର ପାଇଁ ଫାଇନାଲ୍ ଖେଳିବ, ଯେତେବେଳେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ଫାଇନାଲ୍ ରେ…

ରଣଜୀ ଟ୍ରଫି: ପ୍ରଥମ ଦିବସରେ ଆନ୍ଧ୍ରପ୍ରଦେଶର ଦୃଢ଼ ବ୍ୟାଟିଂ

କଟକ: ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମୁକାବିଲାର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ଆନ୍ଧ୍ରପ୍ରଦେଶ ଭଲ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଆନ୍ଧ୍ର ୩ ୱିକେଟ ବିନିମୟରେ ୨୨୨ ରନ ସଂଗ୍ରହ କରିନେଇଛି । କେଏସ ଭରତ ୯୩ ରନ କରି ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଛନ୍ତି । ଭରତ…

ମହିଳା ବିଶ୍ୱକପ କ୍ରିକେଟ: ଉଦଯାପନୀ ଉତ୍ସବରେ ସୁନିଧୀଙ୍କ ତଡକା, ଲେଜର, ଡ୍ରୋନ ଶୋ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ୨୦୨୫ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଉଦଯାପନୀ ଉତ୍ସବରେ ବଲିଉଡର ଲୋକପ୍ରିୟ ଗାୟିକା ସୁନିଧୀ ଚୌହ୍ୱାନ ମନଲୋଭା କାର୍ଯ୍ୟକ୍ରମ ପରିବେଷଣ କରିବେ । ତାଙ୍କ ସହ ୬୦ଜଣ ନର୍ତକୀ…

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପଲା ଭାରୀ

ନଭି ମୁମ୍ବାଇ: ମହିଳା ବିଶ୍ୱକପ କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଅଷ୍ଟ୍ରେଲିଆକୁ ହରାଇ ଭାରତ ଓ ଇଂଲଣ୍ଡକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛନ୍ତି । ଘରୋଇ ପରିବେଶ ଏବଂ ଫର୍ମ ବିଚାରକୁ ନେଲେ ଭାରତ ପଲା ଭାରୀ ରହିଛି ।…

ଦିନିକିଆ ସିରିଜ: ୪୨ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡର କ୍ଲିନ ସୁଇପ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ କ୍ଲିନସୁଇପ କରିଛି । ୪୨ ବଷ; ପରେ ନ୍ୟୁଜିଲାଣ୍ଡ ଏହି ସଫଳତା ହାସଲ କରିଛି । ଏହା ପୂର୍ବରୁ ୧୯୮୩ରେ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ କ୍ଲିନସୁଇପ କରିଥିଲା । ତୃତୀୟ ଦିିନିକିଆରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୦.୨…

ପ୍ରଫେଶନାଲ ଟେନିସରୁ ଅବସର ନେଲେ ରୋହନ ବୋପାନ୍ନା

ନୂଆଦିଲ୍ଲୀ: ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ପ୍ରଫେଶନାଲ ଟେନିସରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୨୨ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରର ଅନ୍ତ ଘଟିଛି । ପ୍ୟାରିସ ମାଷ୍ଟର୍ସ ୧୦୦୦ରେ ସେ ଶେଷ ଥର ପାଇଁ ଆଲେକଜାଣ୍ଡର ବୁବଲିକଙ୍କ ସହ ଖେଳିଥିଲେ । ଚଳିତ ବର୍ଷ ବୋପାନ୍ନା ସବୁଠାରୁ…

ଭାରତ-ଅଷ୍ଟ୍ରେଲିଆ ଟି୨୦ ସିରିଜ: ବାକିଥିବା ୩ଟି ମ୍ୟାଚରେ ଖେଳିବେନି ଏହି ଷ୍ଟାର ବୋଲର

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି । ପ୍ରଥମ ମ୍ୟାଚ ବାତିଲ ହେବା ପରେ ଦ୍ୱିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ରହିଛି । ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆକୁ ନାକେଦମ କରିଥିବା ଜୋଶ ହାଜେଲଉଡ ବାକି ୩ଟି ମ୍ୟାଚରେ…

Men’s Junior Hockey World Cup: ପାକିସ୍ତାନ ସ୍ଥାନରେ ସାମିଲ ହେଲା ଓମାନ

ନୂଆଦିଲ୍ଲୀ: ୨୮ ନଭେମ୍ବରରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଏବଂ ମାଦୁରାଇରେ ଅନୁଷ୍ଠିତ ହେବ FIH ପୁରୁଷ ଜୁନିଅର ବିଶ୍ୱକପ୍ । ତେବେ ଏହି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ଓହରିଯିବା ପରେ ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ନିଶ୍ଚିତ କରିଛି ଯେ FIH ପୁରୁଷ ଜୁନିୟର ବିଶ୍ୱକପରେ…

ବିସିସିଆଇର ବଡ଼ ସୂଚନା, ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ…

ନୂଆଦିଲ୍ଲୀ: ଭାରତୀୟ ଉପ-ଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ନେଇ ଶନିବାର ଦିନ ବିସିସିଆଇ ସୂଚନା ଦେଇଛି। ଅକ୍ଟୋବର ୨୫ ତାରିଖରେ ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ ସମୟରେ ସେ ଆହତ ହୋଇଥିଲେ।ଯାହାଫଳରେ ସେ ଗତ ଏକ ସପ୍ତାହ ଧରି ସିଡନୀର ଏକ ହସ୍ପିଟାଲରେ…