Latest Odisha News

BREAKING NEWS

Browsing Category

ଖେଳ

୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ନିକୋଲସ୍‌ ପୁରନ୍‌, ଲେଖିଲେ…

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ନିକୋଲସ୍‌ ପୁରନ୍‌ଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର। ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ନିକୋଲସ୍‌ ପୁରନ୍‌।ଇନ୍‌ଷ୍ଟାଗ୍ରାମ୍‌ରେ ଭାବପୂର୍ଣ୍ଣ ପୋଷ୍ଟ କରି ଅବସର ଘୋଷଣା କଲେ। ୱେଷ୍ଟଇଣ୍ଡିଜ୍ ପାଇଁ ୧୦୬ ଏକଦିବସୀୟ ଓ…

ଦିନିକିଆରେ ବି ଶେଷ ହୋଇଯାଇପାରେ ରୋହିତଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଟ୍ସମ୍ୟାନ ତଥା ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟି୨୦ ଏବଂ ଟେଷ୍ଟରୁ ଅବସର ଘୋଷଣା କରି ସାରିଛନ୍ତି । ସେ ଏବେ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପରେ ଦଳର ନେତୃତ୍ୱ ନେବା ତାଙ୍କ ସ୍ୱପ୍ନ ରହିଛି । ତେବେ ତାଙ୍କର ଏହି…

ଡବ୍ଲ୍ୟୁଟିସି ଫାଇନାଲ: ଚୋକର୍ସ ଟ୍ୟାଗ ହଟେଇ ପାରିବ ତ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଲର୍ଡସରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଉଭୟ ଦଳ ଟାଇଟଲ ହାସଲ ଲକ୍ଷ୍ୟରେ ରହିବେ । ତେବେ ଆଇସିସି ଟ୍ରଫି ମୁକାବିଲାରେ ଦକ୍ଷିଣ ଆଫ୍ରିକା ନିଜକୁ ଏକ ଚୋକର୍ସ ଟିମ ଭାବେ…

ଘରୋଇ ସିରିଜର ଭେନ୍ୟୁ ପରିବର୍ତନ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୫ ଆନ୍ତର୍ଜାତୀୟ ଘରୋଇ ସିରିଜରେ କେତେକ ଭେନ୍ୟୁରେ ପରିବର୍ତନ କରିଛି । ଟିମ ଇଣ୍ଡିଆ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ । ପ୍ରଥମେ ଭାରତ ୨ଟି ଟେଷ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ…

କାହିଁକି ପଡିଆ ମଝିରେ କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ?, ବିରାଟଙ୍କ ସହ ଯୋଡିଲେ ପ୍ରଶଂସକ…

ନୂଆଦିଲ୍ଲୀ: ପଡିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ ପର୍ତ୍ତୁଗୀଜ୍ ଷ୍ଟାର ଫୁଟବୋଲର କ୍ରିଷ୍ଟିଆନୋ ରୋନାଲ୍ଡୋ । କ୍ରିଷ୍ଟିଆନୋ ରୋନାଲ୍ଡୋ ଭାବପ୍ରବଣ ହୋଇ ପଡ଼ିଆରେ ନିଜ ଲୁହକୁ ଅଟକାଇ ପାରିଲେ ନାହିଁ । ଭୋ ଭୋ ହୋଇ କାନ୍ଦିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଅଭ୍ୟାସ ସେଶନରେ ପନ୍ତ ଆଘାତପ୍ରାପ୍ତ

ଲଣ୍ଡନ: ଟିମ ଇଣ୍ଡିଆ ୫ ମ୍ୟାଚ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଆଗାମୀ ଚକ୍ର ଏହି ସିରିଜରୁ ଆରମ୍ଭ ହେବ । ଭାରତୀୟ ଦଳର ସଦସ୍ୟମାନେ ଇଂଲଣ୍ଡରେ ପଂହଚିବା ପରେ କଡା ଅଭ୍ୟାସ କରିଛନ୍ତି । ତେବେ ଟିମ ଇଣ୍ଡିଆର ଉପ ଅଧିନାୟକ ତଥା ୱିକେଟକିପର…

ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ: ବରଗଡ଼ ଏଫସିର ଟାଇଟଲ ହାସଲ

ରାଉରକେଲା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟନସିପ -୨୦୨୫। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍ ଆଜି ରାଉରକେଲା ସ୍ଥିତ…

ଶ୍ରେୟାଶ ହେବେ ଭାରତ ଧଳା ବଲ କ୍ରିକେଟର ଅଧିନାୟକ

ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇଛି । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପରି ଖେଳାଳିଙ୍କ ଅବସର ପରେ ବିଦେଶମାଟିରେ ଭାରତର ପ୍ରଦର୍ଶନ ଉପରେ ନଜର ରହିବ । ଶୁଭମନ ଗିଲଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କ ପାଇଁ ଏହି ସିରିଜ…

FIH ହକି ପ୍ରୋ ଲିଗ୍ ୟୁରୋପିଆନ ଲେଗ୍ :ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ ଦଳର ପରାଜୟ

ନୂଆଦିଲ୍ଲୀ: ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ ୨୦୨୪-୨୫ର ୟୁରୋପିଆନ ଲେଗ୍ ଆରମ୍ଭ ହୋଇଯାଇଛି । ଶନିବାର ଭାରତୀୟ ପୁରୁଷ ହକି ଦଳ ଏହି ଲେଗ୍ ରେ ପ୍ରଥମ ମ୍ୟାଚ ନେଦରଲ୍ୟାଣ୍ଡ ବିପକ୍ଷରେ ନେଦରଲ୍ୟାଣ୍ଡର ଆମଷ୍ଟେଲଭିନର ୱାଗେନର ହକି ଷ୍ଟାଡିୟମରେ ଖେଳିଥିଲେ । ତେବେ ଭାରତୀୟ ପୁରୁଷ ଦଳ ଏହି ମ୍ୟାଚରେ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ, ରୋହିତଙ୍କ ସହ ସମକକ୍ଷ ହେଲେ ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ

ଲଣ୍ଡନ: ଇଂଲଣ୍ଡର ଜୋସ ବଟଲର ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ରେକର୍ଡ ଭଙ୍ଗ କରିବା ସହ ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବଟଲର ଏହି ମ୍ୟାଚରେ ୯୬ ରନର ବିସ୍ଫୋରକ ଇନିଂସ…