Latest Odisha News
Browsing Category

ଖେଳ

ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କା କ୍ରିକେଟର ସଚିତ୍ର ସେନାନାୟକ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବ ଅଫ ସ୍ପିନର ସଚିତ୍ର ସେନାନାୟକ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହୋଇଛନ୍ତି । ଶ୍ରୀଲଙ୍କା ପ୍ରିମିୟର ଲିଗର ୨୦୨୦ ସଂସ୍କରଣରେ ସେ ଦୁଇ ଜଣ ଖେଳାଳିଙ୍କୁ ଫିକ୍ସିଂ କରିବା ପାଇଁ ରାଜି କରାଇଥିଲେ । ସେ ଲିଗରେ ଖେଳୁ ନ ଥିଲେ ମଧ୍ୟ ଦୁବାଇରେ ରହି ଉପରୋକ୍ତ ଖେଳାଳିଙ୍କ…

ଜାତୀୟ ଓପନ ଟାଏକୋଣ୍ଡୋ: ଓଡିଶା ରନର୍ସଅପ ଓ ଶୃଙ୍ଖଳିତ ଟିମ

ପୁରୀ: ରାଂଚୀର ହରିବଂଶ ତାନା ଭଗତ ଇଣ୍ଡୋର ଷ୍ଟାଡିୟମରେ ୧୪ତମ ଜାତୀୟ ଓପନ ଟାଏକୋଣ୍ଡୋ ଓ ୨ୟ ଭଗବାନ ବିର୍ସା ମୁଣ୍ଡା ଟ୍ରଫି ଅନୁଷ୍ଠିତ ହୋଇଯାଇଛି । ଝାଡଖଣ୍ଡ ଚାମ୍ପିୟନ ହୋଇଥିବା ବେଳେ ଓଡିଶା ଓଭରାଲ ରନର୍ସଅପ ହୋଇଛି । କିରୋଗୀ ଓ ପୁମସୀ ଇଭେଂଟ ପ୍ରତିଯୋଗିତାରେ ଓଡିଶା ୩୦ ପଦକ ହାସଲ…

ଏସିଆ କପରେ ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ମହାସଂଗ୍ରାମରେ ଅଂଶଗ୍ରହଣ କରିଥିବା ସବୁ ଦଳ ନିଜ ନିଜର ଉତ୍ତମ ପ୍ରଦର୍ଶନ କରିବା ପାଇଁ ଲକ୍ଷ ରଖିଛନ୍ତି। କିନ୍ତୁ ସେଥି ମଧ୍ୟରୁ ୨ଟି ଦଳ ଉପରେ ସମସ୍ତଙ୍କର ବିଶେଷ ନଜର ରହିଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ବିଗତ ମ୍ୟାଚ୍ ଗୁଡ଼ିକରେ ବର୍ଷା ଏକ ବିରାଟ…

୫୦ ଲକ୍ଷରେ ବିକ୍ରି ହେଉଛି ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚର ଟିକେଟ !

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ୫ ଅକ୍ଟୋବରରୁ ଭାରତରେ ଆରମ୍ଭ ହେଉଛି । ଏ ନେଇ ବିଭିନ୍ନ ମ୍ୟାଚର ଟିକେଟ ବିକ୍ରି ଆଗୁଆ କରାଯାଇଛି । ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା ୧୪ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ଷ୍ଟାଡିୟମରେ ଖେଳାଯିବ । ୧ ଲକ୍ଷ ୩୨ ହଜାର କ୍ଷମତା ବିଶିଷ୍ଟ…

ବିଶ୍ୱକପ ପାଇଁ ଚୟନ ହେଲା ଟିମ ଇଣ୍ଡିଆ: କଣ ରହିଛି ପଜିଟିଭ ଓ ନେଗେଟିଭ

ମୁମ୍ବାଇ: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ କ୍ରିକେଟ ଦଳ ଚୟନ କରାଯାଇଛି । ଟିମର ପଜିଟିଭ ଓ ନେଗେଟିଭ ଦିଗପ୍ରତି ଆସନ୍ତୁ ନଜର ପକାଇବା । ପଜିଟିଭ ଶ୍ରେଷ୍ଠ ଟପ ଅର୍ଡର: ରୋହିତ ଶର୍ମା, ବିରାଟ କୋହଲି ଓ ଶୁଭମନ ଗିଲଙ୍କୁ…

ଇଣ୍ଡିଆ ନାଁ ପରିବର୍ତ୍ତନ ଚର୍ଚ୍ଚା: ନିଆଁରେ ଘିଅ ଢାଳିଲେ ସେହୱାଗ, ୱାର୍ଲଡକପ ପାଇଁ ରଖିଲେ ବଡ ଦାବି

ନୂଆଦିଲ୍ଲୀ: ଦେଶର ନାଁ ବଦଳିବ । ରହିବନି ଇଣ୍ଡିଆ ନାଁ । ଦେଶର  ନାଁ ରହିବ ଗୋଟିଏ ଆଉ ତାହା ହେବ ଭାରତ । ଏମିତି ଅଟକଳକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ନିଆଁରେ ଘିଅ ଢାଳିଛନ୍ତି କ୍ରିକେଟର ବୀରେନ୍ଦ୍ର ସେହୱାଗ । ଇତିମଧ୍ୟରେ ଏହି ନାମକୁ ନେଇ ବଡ ଦାବି ଥୋଇଛନ୍ତି ସେହୱାଗ ।…

ଘୋଷଣା ହେଲା ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାର୍ଡ, ଖେଳରୁ ବାଦ ପଡିଲେ ସାମସନ

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମାଙ୍କ ଅଧିନାୟକ ଦଳରେ ଅଭିଜ୍ଞ ଖେଳାଳିଙ୍କୁ ଦିଆଯାଇଛି ପ୍ରାଥମିକତା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ବିରାଟ କୋହଲି, ଇଶାନ କିଶନ ଏବଂ ଶ୍ରେୟାସ ଆୟର ଦଳରେ ସ୍ଥାନ…

ଏସିଆ କପ କ୍ରିକେଟ: ହାମ୍ବୋନଟୋଟାରେ ହୋଇପାରେ ସୁପର ୪ ମୁକାବିଲା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟ ହାଇବ୍ରିଡ ମଡେଲରେ ଖେଳାଯାଉଛି । ଶ୍ରୀଲଙ୍କାରେ ଖେଳାଯାଉଥିବା ମ୍ୟାଚ ବର୍ତମାନ ବର୍ଷା ଯୋଗୁ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ରିପୋର୍ଟ ମୁତାବକ କ୍ରମାଗତ ବର୍ଷାକୁ ଆଖି ଆଗରେ ଏସିସି ସୁପର ୪ ଷ୍ଟେଜ ପାଇଁ ଭେନ୍ୟୁ ପରିବର୍ତନ କରିବା ନେଇ ବିଚାର…

ବାପା ହେଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ରବିବାର ଏସିଆ କପରେ ନେପାଳ ବିପକ୍ଷ ମ୍ୟାଚ ପୂର୍ବରୁ ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ସୋମବାର ଏହାର କାରଣ ଜଣାପଡିଛି । ବୁମରାହ ବାପା ଓ ପତ୍ନୀ ସଞ୍ଜନା ଗଣେଶନ ମାଆ ହେବାର ସୌଭାଗ୍ୟ ହୋଇଛନ୍ତି । ବୁମରାହ ଏହି ଖୁସି ଖବର…

ବୁମରାହ ଏସିଆ କପ ଅଧାରୁ ମୁମ୍ବାଇ ଫେରିଲେ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଏସିଆ କପ କ୍ରିକେଟ ଅଧାରୁ ମୁମ୍ବାଇ ଫେରିଛନ୍ତି । ସେ ନେପାଳ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ । ବ୍ୟକ୍ତିଗତ କାରଣ ଯୋଗୁ ସେ ମୁମ୍ବାଇ ଯାଇଥିବା କୁହାଯାଇଛି । ବୁମରାହ ସୁପର୪ ବେଳକୁ ପୁନର୍ବାର ଟିମ ସହିତ ଯୋଗ ଦେବେ । ସୁପର୪ର ପ୍ରଥମ…