Latest Odisha News

BREAKING NEWS

Browsing Category

ଖେଳ

ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଈଶାନ କିଶାନ

ନୂଆଦିଲ୍ଲୀ: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଈଶାନ କିଶାନ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ କାହାକୁ ବିବାହ କରିବେ ତାର ଖୁଲାସା ତାଙ୍କ ଜେଜେବାପା ଅନୁରାଗ ପାଣ୍ଡେ କରିଛନ୍ତି । ଟି୨୦ ବିଶ୍ୱକପରେ ଈଶାନ ପାକିସ୍ତାନ ବିପକ୍ଷରେ ୭୭ ରନର ଚମତ୍କାର ଇନିଂସ ଖେଳି ଭାରତ ବିଜୟରେ ମୂଖ୍ୟ…

ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦା, ସୁପର ଏଇଟରେ ଜିମ୍ବାୱେ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଂଟର ସୁପର ଏଇଟରେ ପ୍ରବେଶ କରିବାରେ ଅଷ୍ଟ୍ରେଲିଆ ଟିମ ବିଫଳ ହୋଇଛି । ଏଥିସହ ଏହି ପୂର୍ବତନ ଚାମ୍ପିୟନ ଟୁର୍ଣ୍ଣାମେଂଟରୁ ବାଦ ପଡିଛି । ଜିମ୍ବାୱେ ଓ ଆୟର୍ଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା । ଯାହାର…

ଭାରତ ହାତରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ ଅଧିକାର ଛଡେଇ ନେଇ ପାରେ ଆଇସିସି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଓ ପାକିସ୍ତାନ ମ୍ୟାଚ ଆୟୋଜନ କରିବା ନେଇ ଆଇସିସିକୁ ମୁଣ୍ଡ ପୂରାଇବାକୁ ପଡିଥିଲା । ରିପୋର୍ଟ ମୁତାବକ ଆଇସିସି ଏକ ବଡ ଟୁର୍ଣ୍ଣାମେଂଟର ଆୟୋଜନ ଅଧିକାର ଭାରତ ହାତରୁ ଛଡେଇ ନେବା ପାଇଁ ଉଦ୍ୟମ କରିଛି । ଟି୨୦ ବିଶ୍ୱକପରେ ବାଂଲାଦେଶ ଏବଂ ପରେ…

କାନାଡା-ନ୍ୟୁଜିଲାଣ୍ଡ ମ୍ୟାଚ ପରେ ବିଦା ହେଲେ ୩ ଟିମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ଧୀରେ ଧୀରେ ରୋମାଂଚ ପର୍ଯ୍ୟାୟଆଡକୁ ଗତି କରୁଛି । ମଙ୍ଗଳବାର ନ୍ୟୁଜିଲାଣ୍ଡ ଓ କାନାଡା ମ୍ୟାଚ ପରେ ୩ଟି ଟିମ ସୁପର ଏଇଟରେ ପ୍ରବେଶ କରି ନ ପାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛନ୍ତି । ନ୍ୟୁଜିଲାଣ୍ଡ ୮ ୱିକେଟରେ କାନାଡାକୁ ପରାସ୍ତ କରି ସୁପର ଏଇଟରେ…

Gavaskar, Kapil On Imran Khan Health: ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଲେ କପିଲ ଦେବ୍ ଏବଂ…

ନୂଆଦିଲ୍ଲୀ: ଜେଲରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ହେଉଥିବା ରିପୋର୍ଟ ମଧ୍ୟରେ, ବିଶ୍ୱର ବିଭିନ୍ନ ସ୍ଥାନରୁ କ୍ରିକେଟରମାନେ ଏକାଠି ହୋଇଛନ୍ତି। ପୂର୍ବତନ ଭାରତୀୟ କିମ୍ବଦନ୍ତୀ କପିଲ ଦେବ ଏବଂ ସୁନୀଲ ଗାଭାସ୍କର ଇମ୍ରାନ ଖାନଙ୍କୁ ସମର୍ଥନ…

ସ୍ମୃତି ମନ୍ଧାନାଙ୍କୁ ୨୦୨୫ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର

ନୂଆଦିଲ୍ଲୀ: ବିବିସି ଇଣ୍ଡିଆନ୍ ସ୍ପୋର୍ଟସଓମ୍ୟାନ୍ ଅଫ୍ ଦି ଇୟର ପୁରସ୍କାରର ବିଜେତା ଘୋଷଣା କରାଯାଇଛି। ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି ମନ୍ଧାନାଙ୍କୁ ୨୦୨୫ ପାଇଁ ବିବିସି ଇଣ୍ଡିଆନ୍ ଶ୍ରେଷ୍ଠ ଖେଲାଳି ପୁରସ୍କାର ଦିଆଯାଇଛି। ମହିଳା ବିଶ୍ୱକପ-୨୦୨୫ରେ ଭାରତର ଐତିହାସିକ…

Rosan Kujur makes India Debut:ରୋଶନଙ୍କ ପଦାର୍ପଣ;କହିଲେ-ନିଜ ରାଜ୍ୟରେ ସିନିୟର ଜର୍ସି ହାସଲ କରିବା ଏକ ଗର୍ବର…

ରାଉରକେଲା: ସୁନ୍ଦରଗଡର ପୁଅ ରୋଶନ କୁଜୁର ଭାରତୀୟ ହକି ଦଳର ସିନିୟର ଟିମ୍ ରେ ପଦାର୍ପଣ କରିଛନ୍ତି । ମିଡଫିଲ୍ଡର ରୋଶନ କୁଜୁର ଜୁନିଅର ରାଙ୍କରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଗତ ରବିବାର ଦିନ ଆର୍ଜେଣ୍ଟିନା ବିପକ୍ଷରେ ନିଜର ଘରୋଇ ଗ୍ରାଉଣ୍ଡରେ ସିନିୟର ଟିମ୍ ରେ ଡେବ୍ୟୁ କରିଛନ୍ତି । ପାନପୋଷ…

FIH Pro League: ବେଲଜିୟମର କ୍ରମାାଗତ ବିଜୟ ହାସଲ

ରାଉରକେଲା: ଚଳିତ ହକି ପ୍ରୋ ଲିଗ୍‌ରେ ବେଲଜିୟମର ବିଜୟଧାରା ଜାରି । ଶୁକ୍ରବାର ଦ୍ବିତୀୟ ଥର ଆର୍ଜେଣ୍ଟିନାକୁ ମାତ୍ ଦେଇଛି ବେଲଜିୟମ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ( Birsa Munda Hockey Stadium)ରେ ଆର୍ଜେଣ୍ଟିନା ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚରେ ୫-୨ ଗୋଲରେ ବିଜୟ…

ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଆରମ୍ଭ କରିବ ସୁପର ଏଇଟ ଅଭିଯାନ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଭାରତ ସୁପର ଏଇଟରେ ପ୍ରବେଶ କରିଛି । ଭାରତ ଗ୍ରୁପ ୧ରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଛି । ସୁପର ଏଇଟରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଲିଗ ପର‌୍ୟ୍ୟାୟର ଶେଷ ମୁକାବିଲାରେ ନେଦରଲାଣ୍ଡସକୁ ଭେଟିବ ଭାରତ ।…

ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ରଣଜୀ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କଲେ ପାରସ ଡୋଗରା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅଧିନାୟକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ପାରସ ଡୋଗରା ରଣଜୀ କ୍ରିକେଟରେ ଏବ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଦ୍ୱିତୀୟ କ୍ରିକେଟର ଭାବେ ରଣଜୀରେ ୧୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ତାଙ୍କ ପୂର୍ବରୁ ୱାସିମ ଜାଫର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ହାସଲ…