Latest Odisha News

BREAKING NEWS

Browsing Category

ଖେଳ

ଆଇଏସ୍‌ଏସ୍‌ଏଫ୍ ବିଶ୍ୱ ଚାମ୍ପିୟନସିପ୍: ଟିମ୍‌ରେ ସ୍ୱର୍ଣ୍ଣ ପଦକ ଜିତିଲେ ମନୁ, ଇଷା, ଅଲିମ୍ପିକ୍ କୋଟାରୁ ବଞ୍ଚିତ

ଦୋହା: କତାରର ଦୋହାଠାରେ ଚାଲିଥ୍ରିବା ଆଇଏସ୍‌ଏସ୍‌ଏଫ୍ ବିଶ୍ୱ ଚାମ୍ପିୟନସିପ୍‌ରେ ଭାରତୀୟ ମହିଳା ସୁଟରମାନେ ଗୌରବ ଆଣିଦେଇଛନ୍ତି । ମହିଳା ୨୫ ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ମନୁ ଭାକର, ଇଷା ସିଂହ ଏବଂ ଦିବ୍ୟା ସୁବ୍ୱାରାଜୁଙ୍କ ଟିମ୍ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛି । ମାତ୍ର…

ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍: ନଭେମ୍ବର ୧୨ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବା ଏକପ୍ରକାର ନିଶ୍ଚିତ

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଷ୍ଟାର୍ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସେଲିନ୍ସରୁ ସମ୍ପୂର୍ଣ୍ଣ ଫିଟନେସ୍ କ୍ଲିୟରାନ୍ସ ପାଇଛନ୍ତି । ସବୁକିଛି ଠିକ୍ ରହିଲେ ସେ ଆସନ୍ତା…

IPLରେ ବଡ଼ ପରିବର୍ତ୍ତନ; ହୋଇପାରେ ୨ ଟିମ୍ ସାମିଲ, ଜାଣନ୍ତୁ ରେସରେ କେଉଁ ସହର…

ନୂଆଦିଲ୍ଲୀ: IPL ବିଶ୍ୱର ସବୁଠାରୁ ବଡ କ୍ରିକେଟ ଲିଗ୍। ଆଉ ଏଥିରେ ଏବେ ସାମିଲ ହେବାକୁ ଯାଉଛି ୨ ନୂଆ ସହର। ଏହି ସମ୍ପ୍ରସାରଣ ପାଇଁ ଦୁଇଟି ସହର ବିଚାର କରାଯାଉଛି। ଏଥିରେ ମହାରାଷ୍ଟ୍ରର ପୁଣେ ଏବଂ ଗୁଜରାଟର ଭଦୋଦରା ଅନ୍ତର୍ଭୁକ୍ତ ହୋଇପାରେ। ରିପୋର୍ଟ ଅନୁଯାୟୀ, BCCI ୨୦୨୮ରୁ ଆରମ୍ଭ…

ଆର୍ଯ୍ୟବୀର ସେହ୍ୱାଗଙ୍କ ବିସ୍ଫୋରକ ୧୬୦ ରନ୍, ୟୁଏଇକୁ ହରାଇ ସେମିରେ ଭାରତ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଷ୍ଟାର  ଓପନର୍  ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ଅଣ୍ଡର-୧୯ ଏସିଆ କପ୍ ୨୦୨୬ରେ ଦମଦାର ପ୍ରଦର୍ଶନ କରିଛନ୍ତି । ୟୁଏଇ  ବିପକ୍ଷ ମ୍ୟାଚରେ ସେ ୧୬୮ ବଲରୁ ୧୬୦ ରନର ଏକ ବିଶାଳ ହଣ୍ଡ୍ରେଡ ହାସଲ କରି ଭାରତକୁ ୭୦ ରନରେ ବିଜୟୀ କରାଇବା ସହ…

ବର୍ଷା ଯୋଗୁଁ ଧୋଇଗଲା ତୃତୀୟ ଦିନିକିଆ: ଭାରତ ୨-୦ରେ ଅଗ୍ରଣୀ

ହ୍ୟାମିଲଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହ୍ୟାମିଲଟନର ସେଡନ୍ ପାର୍କରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇଯାଇଛି । ଗୋଟିଏ ହେଲେ ବଲ୍ ଫିଙ୍ଗାଯାଇ ନପାରି ମ୍ୟାଚକୁ ବାତିଲ ଘୋଷଣା କରାଯିବା ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ…

ସୟେଦ ମୁସ୍ତାକ୍ ଅଲି ଟି୨୦: ସୂର‌୍ୟ୍ୟକୁମାର ଯାଦବ ହେଲେ ମୁମ୍ବାଇର ଅଧିନାୟକ

ମୁମ୍ବାଇ: ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ଅଧିନାୟକ ସୂର‌୍ୟ୍ୟକୁମାର ଯାଦବଙ୍କୁ ଆଗାମୀ ସୟେଦ ମୁସ୍ତାକ୍ ଅଲି ଟି-୨୦ ଟ୍ରଫି ପାଇଁ ମୁମ୍ବାଇ ଟିମ୍‌ର  ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍  ସୋମବାର ୧୬ ଜଣିଆ ଦଳର ଘୋଷଣା କରିଛି ।ଅଧିନାୟକ ଦାୟିତ୍ୱ…

ପି.ଟି. ଉଷାଙ୍କୁ ବଡ଼ ଝଟକା; ଆଇଓଏ ଏସଓଏମ ନିର୍ବାଚନରେ ହାରିଲେ, ସଙ୍କଟରେ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ର ସଭାପତି ପି.ଟି. ଉଷା  'ସ୍ପୋର୍ଟସପର୍ସନ୍ସ ଅଫ୍ ମେରିଟ୍' (ଏସଓଏମ) ମହିଳା ବର୍ଗ ନିର୍ବାଚନରେ ପରାଜିତ ହୋଇଛନ୍ତି । ଏହି ପରାଜୟ ଯୋଗୁଁ ଆସନ୍ତା ଡିସେମ୍ବର ୫ରେ ହେବାକୁ ଥିବା ଆଇଓଏ ନିର୍ବାଚନରେ ତାଙ୍କର ପୁନର୍ବାର ଅଧ୍ୟକ୍ଷ ହେବା ଆଶା…

କ୍ରେଗ୍ ଏର୍ଭିନ୍‌ଙ୍କ ଐତିହାସିକ ଦ୍ୱିଶତକ: ୧୦୦ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ରଚିଲେ ଇତିହାସ

ଶାରଜା: ଶାରଜାରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଜିମ୍ବାୱେର ଅଭିଜ୍ଞ ବାମହାତୀ ବ୍ୟାଟ୍ସମ୍ୟାନ୍ କ୍ରେଗ୍ ଏର୍ଭିନ୍ ଏକ ଚିତ୍ତାକର୍ଷକ ଅପରାଜିତ ଦ୍ୱିଶତକ (୨୦୬) ହାସଲ କରିଛନ୍ତି । ଏହି ସଫଳତା ସହ ସେ ଟେଷ୍ଟ କ୍ରିକେଟ୍ ଇତିହାସରେ ଏକ ବିରଳ…

ରାହୁଲଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଜୋର ଧରିଛି ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ କେ.ଏଲ୍ ରାହୁଲଙ୍କ ବ୍ୟାଟିଂ ଅର୍ଡରକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି । ଅକ୍ଷର ପଟେଲଙ୍କ ପଛରେ ରାହୁଲଙ୍କୁ ବ୍ୟାଟିଂ ପାଇଁ ପଠାଯିବା ନେଇ ପୂର୍ବତନ ଭାରତୀୟ କ୍ରିକେଟର କୃଷ୍ଣମାଚାରୀ ଶ୍ରୀକାନ୍ତ କ୍ଷୋଭ…

ରାୟପୁରରୁ ସିଫ୍ଟ ହେଲା ରଣଜୀ ଟ୍ରଫିର ୨ଟି ମ୍ୟାଚ୍; ଜାଣନ୍ତୁ ପ୍ରକୃତ କାରଣ

ରାୟପୁର: ଛତିଶଗଡ଼ ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂହ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରୁ ରଣଜୀ ଟ୍ରଫିର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ ବିସିସିଆଇ ଅନ୍ୟତ୍ର ସିଫ୍ଟ (ସ୍ଥାନାନ୍ତର) କରିବାକୁ ବାଧ୍ୟ ହୋଇଛି । ଷ୍ଟାଡିୟମର କାର‌୍ୟ୍ୟ ଏବଂ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର…