Latest Odisha News

BREAKING NEWS

Browsing Category

ଖେଳ

ହଠାତ୍ ପ୍ରଚୁର ପଇସା ମିଳିବା ମୋତେ ପ୍ରାୟ ନଷ୍ଟ କରି ଦେଇଥିଲା: ରବିନ୍ ଉଥପ୍ପା

ନୂଆଦିଲ୍ଲୀ: କ୍ରିକେଟର ରବିନ ଉଥପ୍ପାଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ସ୍ପଷ୍ଟ ଭାବେ ଲେଖିଛନ୍ତି ଆଇପିଏଲ ପଦାର୍ପଣରେ କୋଟି କୋଟି ଟଙ୍କା ମିଳିବା ମୋତେ ନଷ୍ଟ କରି ଦେଇଥିଲା । ଏବେକାର ଯୁବପିଢ଼ୀ ଏଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ୨୦୦୮ରେ ମାତ୍ର ୨୨ ବର୍ଷ…

କଲମ୍ବୋ ଟେଷ୍ଟ: ଗମ୍ଭୀର ଏବଂ ଗିଲଙ୍କ ମଧ୍ୟରେ ନିଷ୍ପତ୍ତିକୁ ନେଇ ମତଭେଦ

କଲମ୍ବୋ:  ଭାରତୀୟ ଦଳ ଦୀର୍ଘ ୯ ବର୍ଷ ପରେ ଶ୍ରୀଲଙ୍କା ମାଟିରେ ଟେଷ୍ଟ ସିରିଜ୍ ୧-୦ରେ ଜିତି ଟ୍ରଫି ହାସଲ କରିଛି । ତେବେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ମ୍ୟାଚ୍ ଡ୍ର' ହେବା ପ୍ରଶଂସକଙ୍କୁ କିଛିଟା ନିରାଶ କରିଛି । ଭାରତ ପ୍ରଥମ ଇନିଂସରେ ୫୦୩/୯…

ଡ୍ରାଭିଡ ଓ ପୂଜାରାଙ୍କ ସ୍ଥାନ ଭରଣା କରିବେ ଦେବଦତ ପାଡିକ୍କଲ

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡ ଓ ଚେତେଶ୍ୱର ପୂଜାରାଙ୍କ ପରେ ଭାରତୀୟ ଟେଷ୍ଟ କ୍ରିକେଟ ଟିମର ୩ ନମ୍ବର ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି ମିିଳିପାରୁ ନ ଥିଲେ । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦେବଦତ ପାଡିକ୍କଲ ୨ଟି ଶତକ ମାରି ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି । ଡ୍ରାଭିଡ ଓ ପୂଜାରାଙ୍କ ସ୍ଥାନ…

Neeraj To Miss Asian Games:ଭାରତ ପାଇଁ ବଡ଼ ଝଟକା: ଡାଇମଣ୍ଡ ଲିଗ୍ ଫାଇନାଲ୍ ଓ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ:ଭାରତର ଦୁଇଥର ଅଲିମ୍ପିକ୍ ପଦକ ବିଜେତା ତଥା ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ସୋସିଆଲ୍ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଚଳିତ ସିଜିନ୍‌ରୁ ଓହରିଥିବା ନେଇ ଘୋଷଣା କରିଛନ୍ତି। ସେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଡାଇମଣ୍ଡ ଲିଗ୍ ଫାଇନାଲ୍ ଏବଂ ଏସୀୟ…

ଜାନୁଆରୀରେ ଭାରତ-ବାଂଲାଦେଶ ସିରିଜ୍ ସମ୍ଭାବନା

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି- ୨୦ କ୍ରିକେଟ୍ ସିରିଜ୍ ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ପୂର୍ବରୁ ଏହି ସିରିଜ୍ ସେପ୍ଟେମ୍ବର ମାସରେ ଖେଳାଯିବାକୁ ସ୍ଥିର ହୋଇଥିଲା। ତେବେ ସୂଚୀକୁ ନେଇ କିଛି ଅନିଶ୍ଚିତତା ଦେଖାଦେବା ପରେ,…

ଏସୀୟ କ୍ରୀଡ଼ା: ଜାପାନର ସୁବିଧା ସୁଯୋଗକୁ ନେଇ ବିସିସିଆଇ ଅସନ୍ତୁଷ୍ଟ, କିନ୍ତୁ ପୂର୍ଣ୍ଣାଙ୍ଗ ଦଳ ପଠାଇବ

ଏସୀୟ କ୍ରୀଡ଼ା  ଆରମ୍ଭ ହେବାକୁ କମ୍ ସମୟ ବାକି ଥିବା ବେଳେ ଏହାର ଆୟୋଜକ ସହର ଜାପାନର ଆଇଚି-ନାଗୋୟାଠାରେ କ୍ରିକେଟ୍ ପାଇଁ କରାଯାଇଥିବା ସୁବିଧା ସୁଯୋଗକୁ ନେଇ ବିସିସିଆଇ ଏବଂ ଏସୀୟ କ୍ରିକେଟ୍ କାଉନସିଲ୍ ଚିନ୍ତା ବ୍ୟକ୍ତ କରିଛନ୍ତି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଖେଳାଳିଙ୍କ ରହିବା ଓ…

ଭାରତ-ଏ ଦଳରେ ଓଡ଼ିଶାର ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ

କଟକ: ଅଷ୍ଟ୍ରେଲିଆ-ଏ ବିପକ୍ଷ ଆଗାମୀ ବହୁଦିବସୀୟ ମ୍ୟାଚ୍ ପାଇଁ ଘୋଷିତ ଭାରତ-ଏ ଦଳରେ ଓଡ଼ିଶାର ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଛନ୍ତି । ଆସନ୍ତା ମାସରେ ଅଷ୍ଟ୍ରେଲିଆ-ଏ ଦଳ ଭାରତ ଗସ୍ତରେ ଆସୁଥିବା ବେଳେ ୨୮ ବର୍ଷୀୟା ଅଫ୍-ସ୍ପିନର ସୁଶ୍ରୀ ୧୫ ଜଣିଆ ଦଳରେ ସାମିଲ ହୋଇଛନ୍ତି ।…

ହକି ବିଶ୍ୱକପ୍: ୧୯୭୪ ପରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଆମଷ୍ଟରଡାମ୍ (ନେଦରଲ୍ୟାଣ୍ଡସ): ସେମିଫାଇନାଲ୍ ଦୌଡ଼ରୁ ସାମାନ୍ୟ ପାଇଁ ବାଦ୍ ପଡ଼ିଥିବା ଭାରତୀୟ ମହିଳା ହକି ଦଳ ବିଶ୍ୱକପ୍‌ରେ ଏକ ସ୍ମରଣୀୟ ବିଜୟ ସହ ନିଜର ଅଭିଯାନ ଶେଷ କରିଛି । ଗୁରୁବାର ଖେଳାଯାଇଥିବା ୫ମ-୬ଷ୍ଠ ସ୍ଥାନ  ମ୍ୟାଚ୍‌ରେ ସଲିମା ଟେଟେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜର୍ମାନୀକୁ…

ଡବ୍ଲ୍ୟୁଟିସି ଫାଇନାଲ ରେସରେ ଭାରତକୁ ବଡ଼ ଝଟ୍‌କା, ବାକି ୭ରୁ ୬ଟି ଜିତିବା ଜରୁରୀ

ନୂଆଦିଲ୍ଲୀ: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ । ସହଜ ବିଜୟ ଆଡ଼କୁ ବଢ଼ୁଥିବା ଟିମ୍ ଇଣ୍ଡିଆର ଆଶା ଉପରେ ଶ୍ରୀଲଙ୍କା ବ୍ୟାଟର ସୋନାଲ ଦିନୁଷା ପାଣି ଢାଳିଦେଇଛନ୍ତି । ପ୍ରଥମ ଇନିଂସ ପରେ ଦ୍ୱିତୀୟ ଇନିଂସରେ ବି ଦିନୁଷାଙ୍କ ଲଢୁଆ ଶତକ…

ସେହ୍ୱାଗ, ଦ୍ରାବିଡ଼ଙ୍କ ପୁଅଙ୍କୁ ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ଖେଳାଳି ରାହୁଲ ଦ୍ରାବିଡ଼ ଏବଂ ବିରେନ୍ଦ୍ର ସେହ୍ୱାଗଙ୍କ ପୁଅ ପୁଣି ଥରେ ନିଜ ବାପାଙ୍କ ପାଦଚିହ୍ନରେ ଚାଲି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୮ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୱାନଡେ  ସିରିଜ୍ ପାଇଁ…