Latest Odisha News

BREAKING NEWS

Browsing Category

ଖେଳ

ବିରାଟ କୋହଲିଙ୍କ ପବ୍ ନାଁରେ ରୁଜୁ ହେଲା ମାମଲା…

ବେଙ୍ଗାଲୁରୁ: ଆଇନ ସମସ୍ୟାରେ ପଡିପାରନ୍ତି ବିରାଟ କୋହଲି। ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମାଲିକାନାରେ ଥିବା ପବ୍ ଏବଂ ରେଷ୍ଟୁରାଣ୍ଟ ୱାନ୍ ଏଇଟ କମ୍ୟୁନ୍ ନାଁରେ ଏବେ ମାମଲା ରୁଜ୍ଜୁ ହୋଇଛି। ଏକ ନିର୍ଦ୍ଦିଷ୍ଟ ଧୂମପାନ କ୍ଷେତ୍ର ନଥିବା ଯୋଗୁଁ ଆଇନଗତ ସମସ୍ୟାରେ ପଡ଼ିଛି। ସିଗାରେଟ୍ ଏବଂ…

ଆଇପିଏଲ୍ ଫାଇନାଲରେ ପଞ୍ଜାବ କିଙ୍ଗସ୍: ଶ୍ରେୟସଙ୍କ ଚମତ୍କାର ପ୍ରଦର୍ଶନ, ଫେଲ ମାରିଲେ ବୁମରାହ-ବୋଲ୍ଟ

ଅହମଦାବାଦ: ପଞ୍ଜାବ କିଙ୍ଗସ୍ (PBKS) ଆଇପିଏଲ୍ ୨୦୨୫ର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ରବିବାର ରାତିରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାଲିଫାୟାର ୨ରେ ପଞ୍ଜାବ ମୁମ୍ବାଇ ଇଣ୍ଡିଆନ୍ସ (MI)କୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି।…

ଭାରତ ଏ ପକ୍ଷରୁ ଖେଳିବାକୁ ଚାହୁଁଛନ୍ତି ରାହୁଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । କେଏଲ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ଏହାର ପ୍ରମୁଖ କାରଣ ରହିଥିଲା । ଅବଶ୍ୟ ଦିଲ୍ଲୀ ପ୍ଲେ ଅଫରେ ପ୍ରବେଶ କରିପାରି ନାହିଁ । ରାହୁଲଙ୍କ ଭୂମିକା ନେଇ ଆଲୋଚନା ଆରମ୍ଭ ହୋଇଥିଲା । ଏଥିରେ ମୁଣ୍ଡ ପୂରାଇବା…

ସାଂସଦଙ୍କ ପ୍ରେମରେ ରିଙ୍କୁ ସିଂହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ଜୌନପୁରର ମଛଲିଶହରର ସାଂସଦ ପ୍ରିୟା ସରୋଜଙ୍କ ରିଲେସନସିପ ଚୂଡ଼ାନ୍ତ ହୋଇଛି। ଆଇପିଏଲ୍ ଶେଷ ହେବା ପରେ ଉଭୟ ଜୁନ୍ ୮ ତାରିଖରେ ନିର୍ବନ୍ଧ କରିବେ। ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ ଜୁନ୍ ୮ ତାରିଖରେ ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲରେ…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ପୂନର୍ବାର ଜାତୀୟ ରେକର୍ଡ ଭାଙ୍ଗିଲେ ଅନୀମେଶ କୁଜୁର

ଭୁବନେଶ୍ୱର: ଚଳିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଆଥଲେଟମାନେ ଐତିହାସିକ ପ୍ରଦର୍ଶନ ଜାରୀ ରଖିଛନ୍ତି । ୨୦୦ ମିଟର ସ୍ପ୍ରିଂଟରେ ଅନୀମେଶ କୁଜୁର ଜାତୀୟ ରେକର୍ଡ ଭଙ୍ଗ କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୪ଗୁଣନ ୧୦୦ ମିଟର ରିଲେରେ ଭାରତ ରୌପ୍ୟ ପଦକ ଜିତିଛି । ଏହି ଟିମରେ…

୧୫୦ କିମି ବେଗରେ ବୋଲିଂ କରୁଥିବା ବୋଲର ପୁଣି ଭଦ୍ର ବ୍ୟକ୍ତି !

ମୁମ୍ବାଇ: ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କଙ୍କ ଏକ ବୟାନ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି ୧୫୦ କିଲୋମିଟର ପ୍ରତି ଘଂଟା ବେଗରେ ବୋଲିଂ କରୁଥିବା ବୋଲର ପୁଣି ଭଦ୍ର ବ୍ୟକ୍ତି ହୋଇଥିବେ ସହଜରେ ବିଶ୍ୱାସ କରି ହେଉନି । ଏହା ସମ୍ପୂର୍ଣ୍ଣ ଭାବେ ଅବୈଧ । ଭାରତର ଷ୍ଟାର ବୋଲର ଯଶପ୍ରୀତ…

ପୂନର୍ବାର ଲାଗୁ ହେବ ଆଇସିସିର କେତେକ ନିୟମ

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଆସନ୍ତା ମାସରୁ କେତେକ ନିମୟରେ ପରିବର୍ତନ କରିବାକୁ ଯାଉଛି । ଦିନିକିଆରେ ଗୋଟିଏ ବଲ ବ୍ୟବହାର ପୂନର୍ବାର ଲାଗୁ ହେବ । ଟେଷ୍ଟ କ୍ରିକେଟରେ ଜୁନରୁ ଏବଂ ଧଳା ବଲ କ୍ରିକେଟ (ଟି୨୦ ଓ ଦିନିକିଆ)ରେ ଏହି ନିୟମ ଜୁଲାଇରେ ଲାଗୁ ହେବ । ୱାର୍ଲ୍ଡ ଟେଷ୍ଟ…

ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ: ୩୬ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ଅବିନାଶ

ନୂଆଦିଲ୍ଲୀ:ଗୁରୁବାର ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଜାତୀୟ ରେକର୍ଡଧାରୀ ଅବିନାଶ ସାବଲେ ତାଙ୍କ ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୩୬ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟରେ ୩୦୦୦ ମିଟର ଷ୍ଟିପଲଚେଜ୍ ବର୍ଗରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି…

ଆଇପିଏଲ ଫାଇନାଲ ଜିତିଲେ ଟିମ୍‌ ମାଲିକଙ୍କୁ କେତେ ଟଙ୍କା ମିଳେ? ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କେବଳ ଏକ କ୍ରିକେଟ୍‌ ଟୁର୍ନାମେଣ୍ଟ ନୁହେଁ, ଏହା ଏକ ବୃହତ୍‌ ବ୍ୟବସାୟିକ ମଡେଲ୍‌ ମଧ୍ୟ। ପ୍ରତି ବର୍ଷ ଯେତେବେଳେ ଏକ ଟିମ୍‌ ଫାଇନାଲରେ ଜିତିଥାଏ, ଖେଳାଳି, ସପୋର୍ଟ ଷ୍ଟାଫ୍‌ ଏବଂ ପ୍ରଶଂସକମାନେ ଯେତିକି ଖୁସି ହୁଅନ୍ତି, ତା’ଠାରୁ ଅଧିକ…

ଚତୁର୍ଥ ଥର ପାଇଁ ଆଇପିଏଲ ଫାଇନାଲରେ ଆରସିବି

ଚଣ୍ଡୀଗଡ: ପଞ୍ଜାବ କିଙ୍ଗସକୁ ଆଇପିଏଲ ୨୦୨୫ କ୍ୱାଲିଫାୟର ୧ରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଫାଇନାଲରେ ପ୍ରବେଶ କରିଛି । ୨୦୦୯, ୨୦୧୧ ଓ ୨୦୧୬ ପରେ ୪ର୍ଥ ଥର ପାଇଁ ଆରସିବି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ୯ ବର୍ଷ ପରେ ପୂନର୍ବାର ଦଳ ଏବେ ଆଇପିଏଲର ପ୍ରଥମ ଟାଇଟଲ…